• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Puri Ratha Yatra

ରଥକାଠ ଅନୁକୂଳ ପୂର୍ବରୁ ଯଥାରୀତି ପୂଜାର୍ଚ୍ଚନା ଚାଲିଛି।
ଦଶପଲ୍ଲା ଜଙ୍ଗଲରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲା ରଥକାଠ, ଦେଖିବା ଫଟୋରେ ଖବର...

ରାଜାରାଜୁଡ଼ା ସମୟରୁ ଦଶପଲ୍ଲା ଜଙ୍ଗଲରୁ ମହାବାହୁଙ୍କ ରଥ ନିର୍ମାଣ ପାଇଁ କାଠ ଯାଇଥାଏ। ବିଧିମୁତାବକ ଶ୍ରୀପଞ୍ଚମୀ ପୂର୍ବରୁ ରଥକାଠ ପହଞ୍ଚିଯାଏ ରଥଖଳାରେ। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥାଏ।

Sahijata in Jagannath Culture
ଓଡିଆ କଳା ସଂସ୍କୃତିର ଅନନ୍ୟ ପରିଚୟ ଶ୍ରୀକ୍ଷେତ୍ର ସାହିଯାତ

ଉତ୍ସବର ସହର ପୁରୀ। ଏଠି ବର୍ଷତ ସାତା ଆୟୋଜିତ ହୋଇଥାଏ ଅନେକ ଯାତ୍ରା। ତା ଭିତରେ ସାହିଯାତ ଅନ୍ୟତମ। ଆସନ୍ତୁ ଜାଣିବା ଏହି ସାହିଯାତ କ’ଣ ଆଉ କେବେଠାରୁ ଆରମ୍ଭ ହୋଇଛି ଏହି ସାହିଯାତ ପରଂପରା?

bahuda yatra at puri
ଆଜି ଶ୍ରୀମନ୍ଦିର ବାହୁଡ଼ିବେ ଶ୍ରୀଜିଉ; ଶରଧାବାଲିରେ ନାହିଁ ଭକ୍ତଙ୍କ ଭିଡ଼

ଆଜି ବାହୁଡା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଜନ୍ମବେଦୀରେ ଲୀଳାଖେଳା ସାରି ଏବେ କର୍ମବେଦୀ ଅଭିମୁଖେ ତିନି ଠାକୁର।  ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଅପେକ୍ଷାରତ ତିନି ରଥ। 

Chera pahanra
ଛେରାପହଁରା ନୀତି କରୁଛନ୍ତି ମହାରାଜା

ତିନି ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜା। ବିଧି ଅନୁସାରେ ତିନିରଥରେ ଶ୍ରୀଜିଉମାନେ ବିରାଜମାନ କରିବା ପରେ ଗଜପତି ମହାରାଜା ତାମ୍ର ଯାନରେ ଆସି ଶ୍ରୀଜିଉଙ୍କ ସେବା କରିବାର ଅନନ୍ୟ ପରମ୍ପରା ରହିଛି। ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କରିଥିଲେ ମହାରାଜା। ପରେ ଦେବୀ ରଥରେ ଛେରା ପହଁରା କରିଛନ୍ତି ଗଜପତି। ମହାରାଜା ପ୍ରଥମେ ରଥ ଉପରେ ଶ୍ରୀଜିଉମାନଙ୍କର ଆଳତୀ କରିଥିଲେ

The Great Odisha Political Circus | Fani Victim & King
The Great Odisha Political Circus | Fani Victim & King

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Puri Srimandir
ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛ। ହେଲେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ବନ୍ଦ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ।

Sarbe Bhabantu Sukhinah Ep 2412 | ବାଲ୍ୟାବସ୍ଥାରେ ହିଂସା କଣପାଇଁ ସୃଷ୍ଟି ହୁଏ | Swami Sudhananda Saraswati
Sarbe Bhabantu Sukhinah Ep 2412 | ବାଲ୍ୟାବସ୍ଥାରେ ହିଂସା କଣପାଇଁ ସୃଷ୍ଟି ହୁଏ | Swami Sudhananda Saraswati

A spiritual talk show that tries to cleanse the souls and give a jump start to the day of the viewers. In this show experts discuss the process and the

Sarbe Bhabantu Sukhinah Ep 2413 | ମନୁଷ୍ୟ ମନରେ ଅସନ୍ତୋଷ ଭାବର କାରଣ କଣ | Pandit Birendra Kumar Panda