ଖାଲି ଏତିକି ନୁହେଁ, ପୁରୀରେ ଡୋରର୍ ଟୁ ଡୋର୍ ବୁଲି ସ୍ୱାସ୍ଥ୍ୟ ସୂଚନା ଗ୍ରହଣ କରାଯିବା ସହ ଶ୍ରୀମନ୍ଦିର କର୍ମଚାରୀ, ପୋଲିସ, ମ୍ୟୁନିସିପାଲଟି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ। ନିଳାଦ୍ରୀ ବିଜେ ସରିବା ପରେ ଆହୁରି ୧୦ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ବଡ଼ଦାଣ୍ଡ ସହ ଆଖପାଖ ଗଳି ଗୁଡ଼ିକ ବି ସାନିଟାଇଜ୍ କରାଯିବ।
ଛତିଶା ନିଯୋଗ ବୈଠକ ପରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି।ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଛତିଶା ନିଯୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ:ପରୀକ୍ଷା କଲେ ମହାପ୍ରଭୁ; ଯାହା ଘଟିଲା, ମନେରଖିବ ଇତିହାସ!
]]>