• translate

Tag: Protest

Kangana Ranawat
କଙ୍ଗନାଙ୍କୁ ପଞ୍ଜାବରେ ଆକ୍ରମଣ: କହିଲେ ମୋ ସହ ‘ମବ୍ ଲିଞ୍ଚିଙ୍ଗ୍’ ହୋଇଛି

କଙ୍ଗନାଙ୍କୁ ପଞ୍ଜାବରେ ଆକ୍ରମଣ । ଏହି ଆକ୍ରମଣ ବିଷୟରେ ଖୋଦ୍ କଙ୍ଗନା ନିଜେ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିବାର ଦେଖିବାକୁ ମିଲିଛି । ଏହି ଭିଡିଓରେ କଙ୍ଗନାଙ୍କ ଗାଡିକୁ ଲୋକ ଘେରି ରହିଥିବାର ଦେଖିବାକୁ ମିଳିଛି । ତେବେ କେଉଁମାନେ ଆଉ କାହିଁକି କଙ୍ଗନାଙ୍କ ଉପରେ ଆକ୍ରମଣ କଲେ ଆସନ୍ତୁ ଜାଣିବା ଏହି ଭିଡିଓରେ..

Safai Workers Stage Sit-In Protest In Rayagada Demanding Permanent Placement In Municipality
ଅଚଳ ହୋଇପଡିଛି ରାୟଗଡା ପରିମଳ ବ୍ୟବସ୍ଥା

ସଫେଇ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀରେ ପୌରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ତିନିଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଝାଡୁଦାର ସଫେଇ କାମ ବନ୍ଦ କରି ଧାରଣାରେ ବସି ରହିଛନ୍ତି । ଯାହା ଫଳରେ ରାୟଗଡା ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।

BJD Women Wing Stages Protest In Bhubaneswar Over Price Hike Of Cooking Gas
ଦରଦାମ ବୃଦ୍ଧିକୁ ନେଇ ବିଜେଡିର ଧାରଣା

ଗୃହ ଭିତରେ ବିରୋଧୀ ଶାସକ ଦଳକୁ ଘେରିଥିବା ବେଳେ ବିଜେଡି ମଧ୍ୟ ଏହାକୁ କାଉଣ୍ଟର କରୁଛି । ଏଥିପାଇଁ ଦରଦାମ ବୃଦ୍ଧିକୁ ନେଇ ଗତ ୩ ଦିନ ହେଲା ଧାରଣା ଦେଉଛି ବିଜେଡି ।

Justice For Mamita- BJP Workers Stage Protest In Bhubaneswar’s Master Canteen, Beat Gongs
ଘଣ୍ଟ ବାଜୁଛି ନିଦ ଭାଙ୍ଗନ୍ତୁ ନବୀନ ବାବୁ...

ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ଘଟଣାରେ ବିଜେପିର ଅଭିନବ ପ୍ରତିବାଦ । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଘଣ୍ଟ ବଜାଇ ପ୍ରତିବାଦ କରାଯାଉଛି।

Mamita Murder Case : Congress Leaders Protest Against Min Dibya Sankar Mishra At Odisha Assembly
ବିଧାନସଭା ଆରମ୍ଭରୁ ଗେଟ୍‌ରେ ତାଲା ପକାଇଲା କଂଗ୍ରେସ

ବିଧାନସଭା ଆରମ୍ଭରୁ ଗେଟ୍‌ରେ ତାଲା ପକାଇଲା କଂଗ୍ରେସ : ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରି ପକାଇଲା ତାଲା

Protest By Odisha ‘Bride’ Enters Ninth Day
୯ ଦିନରେ ତପସ୍ୱିନୀଙ୍କ ଲଢ଼େଇ

୯ ଦିନରେ ତପସ୍ୱିନୀଙ୍କ ଲଢ଼େଇ। ବ୍ରହ୍ମପୁରସ୍ଥିତ ବ୍ରହ୍ମାନଗରରେ ଥିବା ଶ୍ୱଶୁର ଘର ଆଗରେ ୯ ଦିନ ହେଲା ଧାରଣାରେ ବସି ରହିଛନ୍ତି ତପସ୍ୱିନୀଙ୍କ ଦାସ । ଗତକାଲି କୋର୍ଟ ରାୟ ପ୍ରକାଶ କରିନଥିବା ବେଳେ ଆଜି ରାୟ ପ୍ରକାଶ ପାଇପାରେ। ଶୀତ କାକରରେ ତପସ୍ୱିନୀ ଆଜିକୁ ୯ ଦିନ ହେଲା ନିଜ ଜିଦରେ ଅଟଳ ରହିଛନ୍ତି ।

Sanskrit Teachers Braving Winter Chill To Continue Protest Out On Bhubaneswar Street
ଓଡିଶାରେ ଜନ୍ମ ହୋଇ ଆମେ କଣ ଭୁଲ କରିଛୁ ?

ରାଜରାସ୍ତାରେ ଶୀତ କାକରରେ ଆନ୍ଦୋଳନକାରୀ। ଦୀର୍ଘ ୧୯ ଦିନ ଧରି ଆନ୍ଦୋଳନ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ସଂସ୍କୃତ ଆଶାୟୀ ଶିକ୍ଷକ। ତେବେ କଣ ରହିଛି ସେମାନଙ୍କ ପ୍ରମୁଖ ଦାବି, ହାଡ଼ଭଙ୍ଗା ଶୀତକୁ ଖାତିର ନକରି କାହିଁକି ଅନଶନରେ ବସିଛନ୍ତି, ସେ ସମ୍ପର୍କରେ କିଛି ସଂସ୍କୃତ ଆଶାୟୀ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଅତୁଲ୍ୟ ବାଉତ।

Newlywed Bride Continues Protest Over 30 Hrs
“ମୋ ସ୍ୱାମୀ ମୋ ଫୋନ ରିସିଭ କରୁନାହାନ୍ତି”

୨ ବର୍ଷ ତଳେ ବିବାହ କରିଥିଲେ । ଘରେ ରହିବା ବଦଳରେ ବାହାରେ ଫଟୋ ଧରି ବୁଲୁଛନ୍ତି ବଧୂ। ୩୦ ଘଣ୍ଟା ହେବ ବାହାରେ ବସିଛନ୍ତି । ଘରଲୋକ ଆସିବେ ଘର ବିତରକୁ ନେବେ । କିନ୍ତୁ ଘଟୁନି ଅପେକ୍ଷାର ଅନ୍ତ

Bride On Protest In Front Of Groom\'s House In Berhampur
ଶଶ୍ୱୁର,ଶାଶୁ ଦେଢସୁର ଟର୍ଚର କରୁଛନ୍ତି, ସ୍ୱାମୀ କାନ୍ଦୁଛନ୍ତି

ମୋ ବାହାଘର ୨ ବର୍ଷ ହେଲାଣି । ଶଶ୍ୱୁର, ଶାଶୁ ଦେଢସୁର ମୋତେ ବହୁତ ଟର୍ଚର କରିଛନ୍ତି । ମୋ ସ୍ୱାମୀଙ୍କୁ ବତେଇ ଶିଖେଇ ରଖିଛନ୍ତି । ମୋ ସ୍ୱାମୀ ବହୁତ ଭଲ, ମୋତେ ବାଡେଇଲେ ସେ କାନ୍ଦନ୍ତି ...।

Throwing egg to minister pratap jena
ପ୍ରତାପ ଜେନାଙ୍କୁ ତଡ଼ିତଡ଼ି ଅଣ୍ଡାମାଡ, ନାଳ ପଟପଟ

ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଡ଼ି ତଡ଼ି ଅଣ୍ଡା ମାରିଲା ଯୁବ କଂଗ୍ରେସ। ଅଣ୍ଡା ଫାଟି ନାଳ ପଟପଟ। କେସର ଛିନଛତ୍ର। ଦେଖନ୍ତୁ ଦୃଶ୍ୟ। ୟେ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଦୃଶ୍ୟ

Driver Association Protest
ସକାଳୁ ସକାଳୁ ଡ୍ରାଇଭରଙ୍କ ରଣହୁଙ୍କର, ଆନ୍ଦୋଳନକାରୀଙ୍କୁ ଦେଖି ପୋଲିସ ଆକ୍ତାମାକ୍ତା..!

୧୦ ଦଫା ଦାବି ନେଇ ରାଜଧାନୀରେ ରାଜ୍ୟ ଡ୍ରାଇଭର ମହାସଂଘର ରଣହୁଙ୍କାର । ବିିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ଡ୍ରାଇଭର ଆଜି ଶାନ୍ତି ପଦଯାତ୍ରା ସହ ବଡ଼ ଧରଣର ଆନ୍ଦୋଳନ କରି ନିଜ ସମସ୍ୟା ଓ ଦାବି ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Dibyanga Man
ମତେ ଛାଡ଼… ମୁଁ ଆଜି କିରୋସିନି ଢ଼ାଳି ହେଇ ମରିବି…

ପାରାଦୀପ ଲକ୍ ଥାନା ସମ୍ମୁଖରେ ହେମନ୍ତ ପ୍ରଧାନ ନାମକ ଦିବ୍ୟାଙ୍ଗ ବ୍ୟକ୍ତି ଆଜି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଘର ନିକଟସ୍ଥ କୋଠି ଗାଁରେ। ଦେହରେ କିରାସିନି ଢାଳି ସେ ନିଜକୁ ଜାଳିବାକୁ ଉଦ୍ୟମ କଲାବେଳେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଏକ ପାଇଖାନା ତିଆରିକୁ ନେଇ ହେମନ୍ତଙ୍କର ତାଙ୍କ ପଡ଼ୋଶୀଙ୍କ ସହ ବିବାଦ ରହିଛି। ଅଭିଯୁକ୍ତଙ୍କ ପ୍ରତି ପୋଲିସ କୋହଳ ମନୋଭାବ ପୋଷଣ କରୁଥିବାରୁ କିଛି ଅଭିଯୁକ୍ତ ତାଙ୍କୁ ବାରମ୍ବାର ଆକ୍ରମଣ କରୁଥିବା ହେମନ୍ତ ଅଭିଯୋଗ କରିଛନ୍ତି। ପୋଲିସ୍ କିଛି ନକରିବାରୁ ନିରାଶ ହୋଇ ସେ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ।

doctor protest
୧୪ ବର୍ଷ ହେଲା ପ୍ରତିଶ୍ରୁତି ଖାଲି ପ୍ରତିଶ୍ରୁତିରେ ରହିଯାଇଛି

କେନ୍ଦୁଝରରେ ଆୟୂଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ । ସରକାର ନିଯୁକ୍ତିର ୬ ବର୍ଷ ପରେ ନିୟମିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ୧୪ ବର୍ଷ ହେଲା ପ୍ରତିଶ୍ରୁତି ପାଳନ ହେଉନଥିବା ଆୟୂଷ ଡାକ୍ତର ସଂଘ ଅଭିଯୋଗ କରିଛି ।

Neighbor State
ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ-ପ୍ରତିବାଦ ଆଉ ଧାରଣା

ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଓଡିଆ ଭାଷା ପାଇଁ ଆନ୍ଦୋଳନ, ପ୍ରତିବାଦ, ଧାରଣା ଆଉ ବିକ୍ଷୋଭ । ବର୍ଷ ବର୍ଷ ଧରି ଅବହେଳିତ ଓଡ଼ିଆ ଭାଷାକୁ ଉଚିତ୍ ଅଧିକାର ଦେବାକୁ ଉଠିଛି ଦାବି । ଝାଡଖଣ୍ଡର ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି କୋଲହାନ ଓଡ଼ିଆ ସମାଜ ।

Protest For Odia Language
ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଝାଡଖଣ୍ଡରେ ଓଡ଼ିଆ ଭାଷାକୁ ଉଚିତ ଅଧିକାର ଦାବିରେ ବିଚ୍ଛିନ୍ନାଞ୍ଚଳ ଷଡେଇକଳାରେ ଲୋକଙ୍କ ଧାରଣା । ଝାଡଖଣ୍ଡରେ ଥିବା କୋଲହାନ ଓଡିଆ ସମାଜ ପକ୍ଷରୁ ଆଜି ଷଡେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।

protest
ଅଷ୍ଟ୍ରେଲିଆରେ କରୋନା କାୟା, ଲକଡାଉନ୍ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଜନତା

କୋଭିଡ ସଂକ୍ରମଣ ବଢିବା ଯୋଗୁଁ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଅନେକ ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ କାମକୁ ଯିବା ପାଇଁ ସରକାରଙ୍କ ପକ୍ଷରୁ ମନା କରାଯାଇଛି । ଦୁଇ ଡୋଜ୍ ଟିକାକରଣ ପରେ ମଧ୍ୟ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିନାହିଁ । ଏନେଇ କମ୍ପାନୀଗୁଡ଼ିକର ଚୁକ୍ତିଭିତ୍ତିକ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

water problem
ଅନୁଗୁଳରେ ପାଣି ସମସ୍ୟା

ଅନୁଗୁଳ : ପାଣି ପାଇଁ ପୋଲିସ ସହ ଧସ୍ତାଧସ୍ତି। ଏପରିକି ପୋଲିସକୁ ଗାଳି ଗୁଳଜ କରିଛନ୍ତି ସ୍ଥାନୀୟଲୋକେ। ଆଜି ଏପରିକି କିଛି ପରିସ୍ଥିତି ସୃଷ୍ଟି ହୋଇଛି ଅନୁଗୁଳ ଗିରାଙ୍ଗ ପଞ୍ଚାୟତରେ। ସ୍ଥାନୀୟ ଲୋକେ ପାଇପ୍ ଯୋଗେ ପାଣି ପାଇଁ ରାସ୍ତାରୋକ କରିଥିଲେ। ତେବେ ଏହାକୁ ହଟାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ଲୋକଙ୍କୁ ରାସ୍ତାରୋକରୁ ହଟାଇବା ପାଇଁ ପ୍ରୟାସ କରିଥିବା ବେଳେ ଆନ୍ଦୋଳନରତ ଲୋକ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

acid-1
ଏସିଡ୍ ପୀଡ଼ିତାଙ୍କ ଥଇଥାନ ଦାବି

ଭୁବନେଶ୍ୱର : ଏସିଡ୍ ଆକ୍ରମଣର ପୀଡ଼ିତାଙ୍କ ଥଇଥାନ ଓ ସରକାରୀ ଚାକିରିରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବିରେ ଲୋୟର ପିଏମ୍‌ଜିରେ ଧାରଣା। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ସୋସିଏଲ୍ ଡେଭେଲପମେଣ୍ଟ ଓ ଏସିଡ୍ ଆକ୍ରମଣର ପୀଡ଼ିତାଙ୍କୁ ନେଇ ଗଠିତ ଓଡ଼ିଶା ଚାପ୍ଟର ପକ୍ଷରୁ ଏହି ଧାରଣା ଦିଆଯାଇଛି। ସୂଚନା ଅନୁସାରେ ଓଡ଼ିଶାରେ ୫୨ ଜଣ ଏସିଡ୍ ଆକ୍ରମଣର ପୀଡ଼ିତା ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ସରକାରୀ ସାହାଯ୍ୟ ମିଳିନାହିଁ। ୨୦୧୩ର ଏକ ଆଇନ ଅନୁସାରେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କୁ […]