• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Prime Minister

Pak Economy Crisis
ପାକିସ୍ତାନର ବଡ଼ ଫଇସଲା, ମାଗଣାରେ କାମ କରିବେ ଲୋକ ପ୍ରତିନିଧି

ଦେଶ ସଙ୍କଟ ଦେଇ ଗତି କରୁଥିବାରୁ ଶେହବାଜ ସରିଫ୍‌ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ନ ନେବାକୁ ନିଷ୍ପତ୍ତି ନେଇଛନ୍ତି।

PM Modi
ଜଙ୍ଗଲ ସଫାରୀରେ ପ୍ରଧାନମନ୍ତ୍ରୀ ମୋଦି; ହାତୀ ଉପରେ ବସିଲେ, ଜିପରେ ବୁଲିଲେ

ଆଜିଠୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ମୋଦି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ଜଙ୍ଗଲ ସଫାରିରେ ପରିଭ୍ରମଣ କରିଥିଲେ । ହାତୀ ଉପରେ ବସି କିଛି ସମୟ ହାତୀ ସଫାରୀରେ ବୁଲିଥିଲେ ପ୍ରଧାନମନ୍ତ୍ରୀ ।

PM Modi
ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ଚାଲିଛି ବ୍ୟାପକ ପ୍ରସ୍ତୁତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗସ୍ତରେ ଆସି ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ସାଧାରଣ ସଭାକୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

PM Modi
'ମିଛ ପ୍ରତିଶ୍ରୁତି ନୁହେଁ, ଆମେ କାର୍ଯ୍ୟରେ କରି ଦେଖାଉ'..

ଆରମ୍ଭ ହୋଇଯାଇଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଗତକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏହି ଅଧିବେଶନ ।

Karnataka Convent School Teacher
ମହଙ୍ଗା ପଡ଼ିଲା ଶ୍ରୀରାମ ଓ ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ; ଚାକିରିରୁ ନିଲମ୍ବିତ ହେଲେ ଶିକ୍ଷକ !

ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ମହାଭାରତ, ରାମାୟଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ଅପମାନଜନକ ମନ୍ତବ୍ୟ ବୋଲି କୁହାଯିବା ସହ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।

Rahul Gandhi
ଜାତିକୁ ନେଇ ଆକ୍ଷେପ କଲେ ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀଙ୍କୁ କଲେ ନିଶାନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆକ୍ଷେପ । ଆଜି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗର ନୁହଁନ୍ତି ।

Prime Minister NarendraModi congratulates Australia on a magnificent World Cup victory
ଟିମ୍‌ ଇଣ୍ଡିଆର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ ମୋଦି

ବିଶ୍ଵକପ୍ ଫାଇନାଲ୍‌ରେ ନିରାଶ ହୋଇଥିବା ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ । ପ୍ରଥମରୁ ଭଲ ପ୍ରଦର୍ଶନ କରି ଫାଇନାଲ୍ ଯାଏଁ ଆସିଥିବା ଭାରତୀୟ ଦଳକୁ ମୋଦି ପ୍ରଶଂସା କରିଛନ୍ତି ।

Narendra Modi
ନୂଆ ସଂସଦ ଭବନ ଆମକୁ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ : ପ୍ରଧାନମନ୍ତ୍ରୀ

ସଂସଦର ସ୍ୱତନ୍ତ୍ର ଅଧିବେଶନ..ଲୋକସଭାରେ ଆଲୋଚନା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି..ଦେଶର ୭୫ ବର୍ଷର ସଂସଦୀୟ ଇତିହାସର ଯାତ୍ରା ଉପରେ ଆଲୋଚନା

pakistan
ପାକିସ୍ତାନର ଅଭିଶପ୍ତ ପ୍ରଧାନମନ୍ତ୍ରୀ ଆସନ : ଯିଏ ବସିଛି, ଭୋଗିଛି ଦୁର୍ଦ୍ଦଶା

ଗିରଫ ହେବାରେ ଇମ୍ରାନ ଖାନ୍ ପ୍ରଥମ ନୁହଁନ୍ତି । ଆଗରୁ ବି ଗିରଫ ହୋଇଛନ୍ତି ଓ ଜେଲ୍ ଯାଇଛନ୍ତି ପାକିସ୍ତାନର ଅନେକ ପ୍ରଧାନମନ୍ତ୍ରୀ

100-year-old Ramben blesses PM Modi
ନ୍ୟୁଜିଲାଣ୍ଡରେ ‘ମନ୍ କି ବାତ୍’ ଶୁଣିଲେ, ପୋଷ୍ଟରରେ ହାତ ମାରି ମୋଦିଙ୍କୁ ଆଶୀର୍ବାଦ ଦେଲେ ଶତାୟୁ ମହିଳା

ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କି ବାତ’ଙ୍କ ଶୁଣିବା ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ଏହିକ୍ରମରେ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ମୋଦିଙ୍କ ‘ମନ୍ କି ବାତ୍ ’ ଶୁଣିବା ପାଇଁ ରାମ ବେନ ନାମକ ଜଣେ ୧୦୦ ବର୍ଷୀୟା ଜଣେ ବୃଦ୍ଧା ପହଞ୍ଚିଥିଲେ।

Baijayant Jay Panda
ମୋଦି ସାରା ବିଶ୍ୱରେ ଲୋକପ୍ରିୟ ଜନନେତା: ବୈଜୟନ୍ତ

କରୋନା ସମୟରେ ସବୁଠୁ ବଡ଼ ଟିକାକରଣ ହେଉ ବା ଆଉ କିଛି। ସୁଦାନରେ ଫସିଥିବା ଭାରତୀୟଙ୍କୁ ଏବେ ଉଦ୍ଧାର କରୁଛନ୍ତି। ଅନ୍ୟ ଦେଶ ସେପରି କରିପାରୁ ନାହାନ୍ତି, କିନ୍ତୁ ଭାରତ କରିପାରୁଛି।

ରାହୁଲଙ୍କ ପଲିଟିକାଲ କ୍ୟାରିଅର ନେଇ ବାବାଙ୍କ ଭବିଷ୍ୟବାଣୀ

ରାହୁଲ ଗାନ୍ଧୀଙ୍କ ପଲିଟିକାଲ କ୍ୟାରିଅର ନେଇ କର୍ଣ୍ଣାଟକ ସ୍ଥିତ ଲିଙ୍ଗାୟତ ସେମିନାରିର ଜଣେ ସାଧୁ ବାବା ଭବିଷ୍ୟବାଣୀ କରିଛନ୍ତି....

pak
ପାକିସ୍ତାନ ପ୍ରଧାନମନ୍ତ୍ରୀ ରେସ : ୩ ନୂଆ ଚେହେରାକୁ ନେଇ ଚର୍ଚ୍ଚା ଜୋର

ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶ ପରେ ପାକିସ୍ତାନ ପାର୍ଲାମେଣ୍ଟକୁ ଭାଙ୍ଗି ଦିଆଯାଇଛି। ମାତ୍ର ୩ ମାସ ପରେ ପାକିସ୍ତାନରେ ହେବ ସାନି ନିର୍ବାଚନ। ଏବେଠୁ ପ୍ରଧାନମନ୍ତ୍ରୀ ହେବାକୁ ଗୋଡ କାଢିଲେଣି ଏହି ୩ ନେତା..

Matafa
ତମ୍ବୁ ତଳେ ଶପଥ ନେଲେ ଦେଶର ମନ୍ତ୍ରୀ-ପ୍ରଧାନମନ୍ତ୍ରୀ, ସଂସଦରେ ପଡ଼ିଲା ତାଲା..

ଏପିଆ: ପ୍ରଶାନ୍ତ ସାଗର ଅଞ୍ଚଳରେ ଅବସ୍ଥିତ ଦେଶ, ସମୋଆରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ନିକଟରେ ହୋଇଥିବା ନିର୍ବାଚନ ପରେ ଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି । କିନ୍ତୁ  ସତ୍ତା ହରାଇଥିବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଟ୍ୱିଲାଏପା ସେଲେଲେ ମୈଲିଲେଗାଓଇ ପଦ ଛାଡ଼ିବା ପାଇଁ ମନା କରିଦେଇଛନ୍ତି । ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ଦେଶର ମୁଖ୍ୟ ଭାବେ ମନୋନୀତ ହୋଇଥିବା ନାଓମି ମାତାଫାଙ୍କୁ ସଂସଦ ବାହାରେ ଏକ ତମ୍ବୁରେ […]

Sher Bahadur Deuba
ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ଶେର୍ ବାହାଦୁର ଦେଓବା

ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ଝଟକା । ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ଶେର୍ ବାହାଦୁର ଦେଓବା । ଏଥିପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।