• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Price Hike

Potato price
ରୋଷେଇ ଘରକୁ ମହଙ୍ଗା ମାଡ଼, ଖାଉଟି କଲବଲ

ରୋଷେଇ ଘରକୁ ମହଙ୍ଗା ମାଡ଼, ଖାଉଟି କଲବଲ। ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କିଲୋ ୩୦ ଟଙ୍କା ହେଲାଣି। ହରଡ଼ ଡାଲି ୮ ଟଙ୍କା ଓ ପାମୋଲିନ୍ ତେଲ 5 ଟଙ୍କା ବଢ଼ିଗଲାଣି। ବିଭିନ୍ନ ଖାଦ୍ୟ ସାମଗ୍ରୀର ଏମିତି ଉଚ୍ଚା ଦର ସାଧାରଣ ଖାଉଟିଙ୍କ ପକେଟକୁ ଢେର୍ ବାଧୁଛି।…

Car rate hike
ନୂଆ ବର୍ଷରୁ କାର ହେବ ମହଙ୍ଗା, ଦରବୃଦ୍ଧି ନେଇ ଘୋଷଣା କଲେ ନିର୍ମାତା

ନୂଆ ବର୍ଷରୁ ମହଙ୍ଗା ହେବ କାର । ବିଭିନ୍ନ ନାମୀଦାମୀ କାର ନିର୍ମାତା ନିଜର କାରର ଦାମ ବଢ଼ାଇବାକୁ ଯୋଜନା କରୁଛନ୍ତି । ବଢ଼ୁଥିବା ମୁଦ୍ରାସ୍ପୀତି ପାଇଁ କାରର ଦାମ ବଢ଼ାଇବାକୁ ବିଚାର କରାଯାଉଛି । ଏହା ସହ କଞ୍ଚାମାଲର ମୂଲ୍ୟ ବୃଦ୍ଧି ମଧ୍ୟ ଅନେକାଂଶରେ ଦାୟୀ ।

Price Hike
କେନ୍ଦ୍ର ଦେଉଛି ରାଜ୍ୟ ପାଉନି; ପୁଣି ପଦାରେ ପଡ଼ିଲା ବିଜେଡ଼ି ସରକାରର ଅପାରଗତା

ଦରବୃଦ୍ଧି ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଗଠନ ହୋଇଛି ପ୍ରାଇସ ଷ୍ଟାବିଲାଇଜେସନ ଫଣ୍ଡ। କୌଣସି ସାମଗ୍ରୀର ଦରଦାମ ହଠାତ ଅହେତୁକ ବଢିଗଲେ ଏଥିରୁ ଅର୍ଥ ଖର୍ଚ୍ଚ କରି ଖାଉଟୀଙ୍କୁ ଆଶ୍ୱସ୍ତି ଦେବା ବ୍ୟବସ୍ଥା ହୋଇଛି।

dal rice masala price hiked
ଡାଲି, ଚାଉଳ ମହଙ୍ଗା; ମସଲା ସାମଗ୍ରୀ ଅମୂଲ ମୂଲ

ତଥ୍ୟ କହୁଛି ଚାଉଳ ଦର ୧୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମିତି ୧୦୦ରୁ ୧୧୦ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ଦେଢ଼ ଶହ ପାର୍। ମୁଗ, ବୁଟ ଓ ବିରି ଡାଲି, ଏସବୁ ଯେମିତି ହରଡ଼ ଡାଲି ପିଛା ଧରିଛନ୍ତି।

vegetables price hike
ପରିବା ଦରରେ ଲାଗିଛି ନିଆଁ; ବଜାରରୁ ଘର ସବୁଠି ପରିବା ଚର୍ଚ୍ଚା

ପରିବା ବଜାରରେ ନିଆଁ । କଟକଠୁ ନେଇ ଜୟପୁର୍, ବ୍ରହ୍ମପୁରଠୁ ଭୁବନେଶ୍ୱର, ସବୁଠି ବଜାରରେ ହା ହା କାର । ୮୦ ତଳକୁ ବଜାରରେ ପରିବା ନାହିଁ ।

Vegetable Price Hike
ପରିବା ଦର ଶୁଣିଲେ ମୁଣ୍ଡ ଝାଇଁ ମାରିଯାଉଛି ! ଯାହା କିଣିବ ୮୦ ଉପରେ...

ପରିବା ବଜାରରେ ସଙ୍ଗୀନ ପରିସ୍ଥିତି । ଚିନ୍ତା ବଢ଼ାଉଛି ହୁ ହୁ ବଢ଼ିଚାଲିଥିବା ପରିବା ଦର ।

dal price hike
ଅହେତୁକ ଭାବେ ବଢ଼ିଛି ଡାଲିର ଦାମ, ଏମଏସପିକୁ ନେଇ ତେଜିଲା ରାଜନୀତି

ହୁ ହୁ ହୋଇ ବଢୁଛି ଡାଲିର ଦାମ୍, ମାତ୍ର ୩ ମାସରେ ହରଡ଼ ଡାଲିର ଦାମ୍ ବଢ଼ିଛି ୪୫ ଟଙ୍କା । ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ଅଭିଯୋଗ କରି ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୩ ଟଙ୍କା ବଢିବାକୁ ନେଇ ତେଜିଲା ରାଜନୀତି ।

Ginger Garlic Price Hike
ଅଚାନକ ବଢିଲା ଅଦା ରସୁଣର ଦର, ହେଲେ କାହିଁକି ?

ଉତ୍ପାଦନ କମ ଥିବାରୁ ଦର ଅଚାନକ ବଢିଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା ।

Dairy product
BREAKING NEWS : ପହିଲାରୁ ବଢ଼ିବ ଛେନା,ପନିର ଦର

ପନିର କେଜି ୩୦ ଟଙ୍କା, ଖୁଆ କେଜି ୬୦ ଟଙ୍କା ବଢ଼ିବ

Paddy MSP
ବଢ଼ିଲା ଧାନର MSP, ଏବେ କ୍ୱିଣ୍ଟାଲ ପିଛା ୨୦୪୦ ଟଙ୍କା

MSP ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି । କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା ।

OMFED Hikes Milk Price By Rs 2 In Odisha
ଏଣିକି ବଢ଼ିବ ଓମଫେଡ୍ କ୍ଷୀର ମୂଲ୍ୟ; ଏପ୍ରିଲ ୨୧ରୁ ଲାଗୁ ହେବ ନୂଆ ଦର

ବଢିବ ଓମଫେଡ୍ କ୍ଷୀର ଦର । ଏପ୍ରିଲ ୨୧ ରୁ ଓମଫେଡ କ୍ଷୀର ଲିଟର ଫିଛା ୨ ଟଙ୍କା ବୃଦ୍ଧି ପାଇବ ।

Rest of world Russia Ukraine war Russian public in trouble due to sanctions everything from milk to
ରୁଷ୍‌ ୟୁକ୍ରେନ ଯୁଦ୍ଧ ପ୍ରଭାବ; କ୍ଷୀର ଠାରୁ ଆଇଫୋନ୍ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା

ୟୁକ୍ରେନ ଉପରେ ରୁଷ୍‌ ମରାଣାତ୍ମକ ଆକ୍ରମଣ କରୁଥିବାରୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ରୁଷରେ ଆର୍ଥିକ ସଙ୍କଟ ଦେଖାଯାଇଛି । ଯାହା ଦ୍ୱାରା କ୍ଷୀର ଠାରୁ ଆରମ୍ଭ କରି ଆଇଫୋନ୍ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଛି ।

BJD Women Wing Stages Protest In Bhubaneswar Over Price Hike Of Cooking Gas
ଦରଦାମ ବୃଦ୍ଧିକୁ ନେଇ ବିଜେଡିର ଧାରଣା

ଗୃହ ଭିତରେ ବିରୋଧୀ ଶାସକ ଦଳକୁ ଘେରିଥିବା ବେଳେ ବିଜେଡି ମଧ୍ୟ ଏହାକୁ କାଉଣ୍ଟର କରୁଛି । ଏଥିପାଇଁ ଦରଦାମ ବୃଦ୍ଧିକୁ ନେଇ ଗତ ୩ ଦିନ ହେଲା ଧାରଣା ଦେଉଛି ବିଜେଡି ।

Pakistan
ଋଣ ନେବାରେ ରେକର୍ଡ଼ କଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍

ଲାଜ ସରମ ହରାଇ ବସିଲାଣି ପାକିସ୍ତାନ। ଦେଶ ଚଳାଇ ପାରୁନାହାନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଦିନକୁ ଦିନ କାଙ୍ଗାଳ ଅବସ୍ଥାକୁ ଯାଉଛି ପାକିସ୍ତାନ। ନା ଖାଇବାକୁ ଅଛି ନା ପାଖରେ ଟଙ୍କା ଅଛି? ଏମିତି ଅବସ୍ଥାରେ କେମିତି ଦେଶ ଚଳାଇବେ ସେ ଚିନ୍ତାରେ ଇମ୍ରାନ। କଥାରେ ଅଛି ଅଭାବ ନଷ୍ଟ କରେ ସ୍ୱଭାବ। ଠିକ୍‌ ସେହି ସ୍ଥିତି ପାକିସ୍ତାନର

pakistan-minister-advice-to-take-measure-to-counter-inflation
‘କମ୍‌ ରୁଟି ଖାଅ , ବିନା ଚିନିରେ ଚା’ ପିଅ’ : ପାକିସ୍ତାନୀ ମନ୍ତ୍ରୀ

ପାକିସ୍ତାନ୍‌ରେ ବଢୁଛି ଦରଦାମ୍‌ । ପ୍ରତ୍ୟେକ ଜିନିଷଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥିବାରୁ ଜନସାଧାରଣ ଯନ୍ତ୍ରଣା ଭୋଗୁଛନ୍ତି । ଏହି ସମସ୍ୟାର ସମ୍ମୁଖୀନ ତଥା ବର୍ଦ୍ଧିତ ଦରଦାମ୍‌ର ମୁକାବିଲା କରିବା ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଗିଲଗିଟ-ବାଲ୍ଟିସ୍ତାନର ମନ୍ତ୍ରୀ ଅଲି ଅମିନ ଗନ୍ଦାପୁର ପାକିସ୍ତାନ୍‌ ବାସୀଙ୍କୁ ଏକ ପରାମର୍ଶ ଦେଇଛନ୍ତି ।