ମିଳିଥିବା ସୂଚନା ଅନୁସାରେ, ଲକ୍ଡାଉନ୍ ଯୋଗୁ ତାଙ୍କୁ କୌଣସି କାମ ନ ମିଳିବାରୁ ସେ ଚିନ୍ତାରେ ଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି।
‘କ୍ରାଇମ୍ ପାଟ୍ରୋଲ୍’ ବ୍ୟତୀତ ‘ମେରି ଦୁର୍ଗା, ‘ଲାଲ୍ ଇଶ୍କ୍’ ପ୍ରଭୁତି ଶୋ’ରେ ସେ ଅଭିନୟ କରିଥିଲେ।
ଦେଶରେ କରୋନା ଲକ୍ଡାଉନ୍ କଟକଣା ଯୋଗୁ ୨ ମାସରୁ ଅଧିକ ହେବ ଫିଲ୍ମ ଓ ଟିଭି ସିରିୟଲ୍ ଶୁଟିଂ ସବୁ ବନ୍ଦ ରହିଛି। ଯେଉଁଥିପାଇଁ ଅନେକ ଅଭିନେତା, ଅଭିନେତ୍ରୀସେମାନଙ୍କର ଜୀବିକା ହରାଇଛନ୍ତି।
]]>