• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pregnant Woman

Ambulance Driver
ଆମ୍ବୁଲାନ୍ସ କର୍ମଚାରୀଙ୍କ ବଦାନ୍ୟତା, ଗର୍ଭବତୀଙ୍କୁ ୩କିଲୋମିଟର ଷ୍ଟ୍ରେଚରରେ ବୋହିଲେ

ଗାଁ ଭିତରକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୩କିଲୋମିଟର ଦୂରରେ ଅଟକି ରହିଥିଲା।

Mamata Scheme
ଦୁଇ ଗୁଣ ବଢ଼ିଲା ମମତା ଯୋଜନା ସହାୟତା ରାଶି, ୨ଟି କିସ୍ତିରେ ମିଳିବ ୧୦ ହଜାର ଟଙ୍କା

ନୂଆ ଯୋଜନାରେ ୨ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ ।

81 pregnant women found HIV positive
ବଢ଼ୁଛନ୍ତି HIV ଆକ୍ରାନ୍ତ; ୮୧ ଗର୍ଭବତୀ ପଜିଟିଭ ଚିହ୍ନଟ

ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ରହିଥିବାବେଳେ ସତର୍କତା ମଧ୍ୟ ଜାରି କରିଛି । ଘଟଣାକୁ ନେଇ CDMO ପ୍ରତିକ୍ରିୟା ରଖିବା ସହ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ।

Pregnant woman
ଖରାବେଳିଆ ଘର ଭାଙ୍ଗିଦେଲେ: ରାସ୍ତାରେ ବସି କାନ୍ଦୁଛନ୍ତି ଗର୍ଭବତୀ

ଏ ସରକାରକୁ ଧର୍ମ ସହିବନି । ଖରାବେଳିଆ ଆସିଲେ, ଘର ଭାଙ୍ଗିଦେଲେ । ପେଟରେ ପିଲା ଧରି କୁଆଡ଼େ ଯିବେ ଗର୍ଭବତୀ ? ଉପାୟଶୂନ୍ୟ ହୋଇ ରାସ୍ତାରେ ବସି ଭୋ ଭୋ କାନ୍ଦୁଛନ୍ତି ।

Security forces carries pregnant woman on cot in Malkangiri
ପ୍ରସବ ବେଦନା ବେଳେ ଦେବଦୂତ ସାଜିଲେ କୋବ୍ରା ଯବାନ

ଯବାନମାନଙ୍କ ଏଭଳି ସହାୟତାକୁ ଚାରିଆଡେ ପ୍ରଶଂସା କରାଯାଉଛି।  

 48 hours after knowing of  pregnancy woman became mother
ଗର୍ଭବତୀ ବୋଲି ଜାଣିବାର ୪୮ ଘଣ୍ଟା ପରେ ମା’ ହେଲେ

ଗର୍ଭବତୀ ବୋଲି ଜାଣିବାର ୪୮ ଘଣ୍ଟା ପରେ ଜଣେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ଏମିତି ଝଟକା ଦେବା ପରି ଘଟଣା ଘଟିଛି ଆମେରିକାରେ।

Sans Road, Pregnant Woman Carried On Cot, Delivers Baby On Way To Hospital
ଥମୁନି ଜନନୀ ଯନ୍ତ୍ରଣା: ଏକ କିଲୋମିଟର ଖଟିଆରେ ବୁହାହେଲେ ପ୍ରସୂତି 

ଗାଁକୁ ଭଲ ରାସ୍ତା ନଥିବାରୁ ଏକ କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି....

Special story
ଖରାପ ରାସ୍ତା ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ : ସାଇକେଲରେ ବୁହା ହେଲେ ଗର୍ଭବତୀ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ।

husband devastated
ଦେଢମାସର ପ୍ରେଗନାଣ୍ଟ ଥାଇ ବି ପରୀକ୍ଷା ହଲ୍ରୁ ଫେରାର ହୋଇଗଲା ସ୍ତ୍ରୀ...କାନ୍ଦି କାନ୍ଦି ପାଗଳ ହେଲାଣି ସ୍ୱାମୀ...

ପରୀକ୍ଷା ଦେବାକୁ ଯାଇ ଫେରାର ହୋଇଗଲା ସ୍ତ୍ରୀ। କାନ୍ଦି କାନ୍ଦି ପାଗଳ ହେଲାଣି ସ୍ୱାମୀ। କହୁଛି, ଧନ ମୋର ପ୍ରେଗନାଣ୍ଟ ଅଛି, ମତେ ଭାରି କଷ୍ଟ ହେଉଛି। ତାକୁ ଛାଡ଼ି ମୁଁ ବଞ୍ଚିପାରିବିନି....ସେପଟେ ନୂଆ ଅତିଥି ଆସିବାର ଖୁସି ବଦଳରେ ନୂଆ ବୋହୂକୁ ନପାଇ ଦୁଃଖରେ ଶାଶୂଘର ଲୋକ। ଝିଅର ବାପଘର ଲୋକ କହୁଛନ୍ତି, ଘର ଛାଡ଼ି ଝିଅ ..

Lady
ଏହି ପ୍ଲାଷ୍ଟିକ୍‌ ବୋତଲ ଗୋଟାଳି ଆସନ୍ନ ପ୍ରସବାଙ୍କ କାହାଣୀ ଆଖିରେ ଆଣି ଦେବ ଲୁହ

୧୯ ବର୍ଷୀୟା ମହିଳା ଲକ୍ଷ୍ମୀପ୍ରିୟା ଦାସ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦିରେ ବୁଲି ପ୍ଲାଷ୍ଟିକ ବୋତଲ ଗୋଟାଇବା ତାଙ୍କର କାମ ।

Pregnant Woman Pulls Trolley To Collect Scrap To Earn Livelihood In Odisha’s Baripada
ପେଟରେ ୯ ମାସର ଛୁଆକୁ ଧରି ଟ୍ରଲି ଟାଣୁଛନ୍ତି ଲକ୍ଷ୍ମୀ, ଦିନକୁ ରୋଜଗାର ମାତ୍ର ୧୫୦। ହେଲେ...

ପେଟରେ ୯ ମାସର ଛୁଆକୁ ଧରି ଟ୍ରଲି ଟାଣୁଛନ୍ତି ଲକ୍ଷ୍ମୀ। ଗଳିକୁ ଗଳି, ସାହିକୁ ସାହି ବୁଲି ଗୋଟାଉଛନ୍ତି ଲୁହା, ପ୍ଲାଷ୍ଟିକ ଆଉ କାଗଜ। ଦିନକୁ ଯୋଉ ୧୫୦ ଟଙ୍କା ରୋଜଗାର ହେଉଛି ସେଥିରେ ଚଳୁଛି ପୂରା ପରିବାର। ଆଉ ମାଆର ଏ କଷ୍ଟକୁ ସହିନପାରି ଟ୍ରଲିକୁ ଠେଲୁଛୁ କୁନି ଝିଅ...ସମସ୍ତେ ଦେଖୁଛନ୍ତି ହେଲେ ସାହାଯ୍ୟ...

Pregnant Woman Walks 7 KMs to Reach Hospital While in Labor In Malkangiri
କେବେ ଦୂର ହେବ ଜନନୀ ଯନ୍ତ୍ରଣା ?

କମୁନି ଜନନୀ ଯନ୍ତ୍ରଣା । ରାସ୍ତା ସମସ୍ୟା କାରଣରୁ ଆମ୍ୱୁଲାନ୍ସ ପାଖକୁ ରୋଗୀ ନୁହେଁ ରୋଗୀ ଆମ୍ୱୁଲାନ୍ସ ପାଖକୁ ଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତାଗାବେଡା ଗାଁରେ ।

No Roads, No Ambulance, Pregnant Woman Ferried On Stretcher
ଆମ୍ବୁଲାନ୍ସ ଆସି ନ ପାରିବାରୁ ଷ୍ଟ୍ରେଚରରେ ବୁହା ହେଲେ ଆସନ୍ନ ପ୍ରସବ

ଷ୍ଟ୍ରେଚରରେ ବୁହା ହେଲେ ଆସନ୍ନ ପ୍ରସବ। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ବାଙ୍କଦରହ ମୁଣ୍ଡାସାହିରେ ଦେଖିବାକୁ ମିଳିଛି ଏ ଚିତ୍ର ।

Baby remains left inside woman womb
ଡାକ୍ତର ମହିଳାଙ୍କ ପେଟରେ ଛାଡିଦେଲେ ପିଲାର କିଛି ଅଂଶ

ମା ଏମିତି ଏକ ଶବ୍ଦ, ଯେଉଁଥିରେ ଭରି ରହିଛି ଦୁନିଆର ସବୁ ମିଠାପଣ। ତେଣୁ ପ୍ରତ୍ୟେକ ନାରୀ ମା’ ହେବାକୁ ଏକ ଆଶୀର୍ବାଦ ବୋଲି ଭାବନ୍ତି। ଯେତେବେଳେ ସେ ସମୟ ପଳେଇଆସେ, ନାରୀଟିଏ ଯେତେବେଳେ ଗର୍ଭବତୀ ହୁଏ ସେ ତା’ର ଭବିଷ୍ୟତର ସନ୍ତାନକୁ ନେଇ ଅନେକ କିଛି ସ୍ୱପ୍ନ ଦେଖିବସେ। ମନେ ମନେ ଭାବେ ସେ ଯେତେବେଳେ ପ୍ରଥମ ଥର ପାଇଁ ନିଜ ସନ୍ତାନକୁ କୋଳରେ ଧରିବ ସେ ଅପୂର୍ବ ଆନନ୍ଦ କିଭଳି ଲାଗିବ।

Pregnant Woman Carried On Cot In Sundargarh Due To Lack Of Road
ସୁକୁନି ବି ବୁହା ହେଲେ..

ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି.. କାରଣ ଗାଁକୁ ଯିବାକୁ ଏଠି ରାସ୍ତାଟିଏ ନାହିଁ.. କୁମ୍ଭାରଟୋଲି ବସ୍ତିର ଶୁକ୍ରାମ ମୁଣ୍ଡାଙ୍କ ସ୍ତ୍ରୀ ସୁକୁନି ମୁଣ୍ଡା ପ୍ରସବ ଯନ୍ତ୍ରଣା ପାଇବା ପରେ ମେଡିକାଲ ଯିବାକୁ କେମିତି ହନ୍ତସନ୍ତ ହେଲେ ଦେଖନ୍ତୁ..

woman gave birth birth four kids in a year
ବର୍ଷକ ଭିତରେ ୨ ଥର ପ୍ରସବ, ୪ ସନ୍ତାନର ମା’ ହେଲେ ମହିଳା

ଦେଢବର୍ଷ ଧରି କରୋନା ମହାମାରୀ ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ବିପର୍ଯ୍ୟସ୍ତ କରି ଦେଇଛି। ଅନେକ ଦୁଃଖ ଦେଇଛି, ଅନେକ ଯନ୍ତ୍ରଣା ଦେଇଛି। କାହାର ଆର୍ଥିକ ସ୍ଥିତି ଉଜାଡି ଦେଇଛି ତ କାହାର ପରିବାର ଶୂନ୍ୟ କରି ଦେଇଛି। ହେଲେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କୁ କରୋନା ଅନେକ ଖୁସି ଆଣି ଦେଇଛି।

vaccine for  pregnant women
ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟିକାକରଣ

କୋ ୱିନ ଆପ୍‌ର ସ୍ୱତନ୍ତ୍ର ସାଇଟ୍‌ରେ ଗର୍ଭବତୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରାଯାଇପାରିବ । ବର୍ତ୍ତମାନ ସୁଦ୍ଧା ମୋଟ ୧ କୋଟି ୩୮ ଲକ୍ଷ ୯ ହଜାର ୭୫୬ ଡୋଜ୍ ଟିକାକରଣ ସରିଛି। ଏବେ ରାଜ୍ୟରେ ୪ ଲକ୍ଷ ୬୧ ହଜାର କୋଭିସିଲଡ୍‌ ଟିକା ମହଜୁଦ ରହିଛି ।