• translate

Tag: Prashant Kishore

prashant-kishore
କଂଗ୍ରେସରେ ମିଶିବେ ପ୍ରଶାନ୍ତ କିଶୋର !

ସୋମବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କପିଲ ସିବଲଙ୍କ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ନେଇ ଉଦବେଗ ପ୍ରକାଶ ପାଇଥିଲା।

prashant-kishore
ବ୍ରେକ୍ ନେବାକୁ ଚାହାନ୍ତି ନିର୍ବାଚନ ରଣନୀତିଜ୍ଞ : କ୍ୟାପଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

ପ୍ରଶାନ୍ତ କିଶୋର ପଞ୍ଜାବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଏନେଇ ପ୍ରଶାନ୍ତ କିଶୋର ଅମରିନ୍ଦରଙ୍କୁ ଏକ ଚିଠି ଲେଖି କିଛି ସମୟ ବ୍ରେକ୍ ନେବାକୁ ଚାହୁଁଥିବା ଲେଖିଛନ୍ତି । ଏଥିପାଇଁ ମୁଖ୍ୟ ପରାମର୍ଶଦାତା ପଦର ଦାୟିତ୍ୱ ଉଠାଇ ପାରିବେ ନାହିଁ ।