• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Post Office

Post Office
ଦୁର୍ଗମ ଅଞ୍ଚଳରେ ନାହିଁ ନେଟୱର୍କ, ପାହାଡ଼ ଉପରେ ଚାଲୁଛି ପୋଷ୍ଟ ଅଫିସ୍

ଯୁଗ ବଦଳିଛି, ଡାକସେବାର ଆଦର କମିଛି । ଚିଠିପତ୍ର ନିଜ ପରିଚୟ ହରାଇଥିବା ବେଳେ, ତଥାପି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଡାକବିଭାଗ ଉପରେ ନିର୍ଭର କରିବାକୁ ପଡେ ।

Post Office Kisan Vikas Patra Scheme
ଡାକଘରର ଏହି ଦମ୍‌ଦାର ସ୍କିମ୍‌... ଡବଲ କରିଦେବ ଆପଣଙ୍କ ଟଙ୍କା

ପୋଷ୍ଟାଲର କିସାନ ବିକାଶ ପତ୍ର ଯୋଜନା । ଯେଉଁ ଯୋଜନାରେ ଆପଣ ଭଲ ଫାଇଦା ଉଠାଇପାରିବେ । ଆପଣଙ୍କୁ ଏହି ଯୋଜନାରେ ୭ ପ୍ରତିଶତରୁ ଅଧିକ ସୁଧ ମିଳିବ । ଆର୍ଥାତ୍‌ ଆପଣ ୭.୫ ପ୍ରତିଶତ ସୁଧ ପାଇବେ । କିସାନ ବିକାଶ ପତ୍ର ଯୋଜନାରେ ଆପଣ ସର୍ବନିମ୍ନ ୧୦୦୦ ଟଙ୍କା ବିନିଯୋଗ କରିପାରିବେ ।

Gram suraksha yojana
ପୋଷ୍ଟ ଅଫିସ୍‌ର ଏହି ଯୋଜନା; ସଞ୍ଚୟ କରିବେ ୫୦ ଟଙ୍କା, ପାଇବେ ୩୫ ଲକ୍ଷ !

ଭାରତୀୟ ଡାକ ବିଭାଗର ଗ୍ରାମ ସୁରକ୍ଷା ନାମକ ଏକ ବହୁତ ଭଲ ଯୋଜନା ରହିଛି । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଯୋଜନାରେ ଯଦି ଆପଣ ୧୯ ବର୍ଷ ବୟସରେ ଆବେଦନ କରିବା ସହ ୧୦ ଲକ୍ଷ ଟଙ୍କାର ସ୍କିମ୍‌ କରନ୍ତି, ତେବେ ଆପଣଙ୍କୁ ପ୍ରତ୍ୟେକ ଦିନ ପ୍ରାୟ ୫୦ ଟଙ୍କା ସଞ୍ଚୟ କରିବାକୁ ହେବ ।

Post Office
୫ ବର୍ଷ ହେଲା ଖୋଲୁନି ଡାକଘର, ଏବେ ଅବସ୍ଥା ନକହିବା ଭଲ

ଡାକଘର ଅଛି, ସାଇନ୍‌ବୋର୍ଡ ବି ଲଗାଯାଇଛି । ହେଲେ ଦିନକ ପାଇଁ ବି ଖୋଲୁନି । ଲୋକ ଏଠାକୁ ଆସୁଛନ୍ତି ଆଉ ଫେରିକି ଯାଉଛନ୍ତି ।

India's first state-of-the-art 3D post office set-up in Bengaluru
ଦେଶର ପ୍ରଥମ 3D ପ୍ରିଣ୍ଟେଡ ପୋଷ୍ଟ ଅଫିସ ଉଦ୍‌ଘାଟିତ

ଦେଶର ପ୍ରଥମ ଥ୍ରୀଡି ପ୍ରିଣ୍ଟେଡ ପୋଷ୍ଟ ଅଫିସ ଉଦ୍‌ଘାଟିତ। ୧୧ ଶହ ସ୍କୋୟାର ଫୁଟର ଜାଗାରେ ଏହା ତିଆରି ହୋଇଥିବା ବେଳେ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

Post office
ଖୁସି ଖବର ! କେନ୍ଦ୍ରର ନୂଆ ନିୟମ, ଏଣିକି ପୋଷ୍ଟ ଅଫିସ୍‌ରେ ଟଙ୍କା ରଖିଲେ ମିଳିବ ଅଧିକ ସୁଧ

ସିନିୟର ସିଟିଜେନ୍ ସେଭିଂ ସ୍କିମ୍, ମନ୍ଥଲି ଇନକମ୍ ସେଭିଂ ସ୍କିମ୍, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍, କିଷାନ ବିକାଶ ପତ୍ର ଏବଂ ସମସ୍ତ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ପାଇଁ ସୁଧହାର ବଢ଼ିଛି ।

Insurance Policy
ପୋଷ୍ଟାଲ୍‌ର ଜବରଦସ୍ତ ସ୍କିମ୍‌ ! ମିଳିବ ୧୪ ଲକ୍ଷ ଟଙ୍କା, ମନି ବ୍ୟାକ୍‌ ସୁବିଧା ମଧ୍ୟ ରହିଛି

ସ୍କିମ୍‌ ଚାଲୁଥିବା ଅବସ୍ଥାରେ ମଧ୍ୟ ସେଥିରୁ ଟଙ୍କା ଉଠାଣ କରି ଖର୍ଚ୍ଚ କରିହେବ । ଏବେ ଆସନ୍ତୁ ଏହି ସ୍କିମ୍‌ ବିଷୟରେ ବିସ୍ତୃତ ଭାବେ ଜାଣିବା ।

Postal Service
ଡିଜିଟାଲ ଯୁଗରେ ଚମକ ହରାଇନି ଡାକସେବା

ଚିଠି ସିନା ବାଣ୍ଟୁଛନ୍ତି, ହେଲେ ମନରେ ସରାଗ ନାହିଁ । ନିଳଗିରି ପଦାଗାଁର ପୋଷ୍ଟ ପିଅନ ବାସୁଦେବଙ୍କ ମନରେ କହୁ କହୁ ସତ କଥାଟା କହିଦେଲେ । ତାସତ୍ତ୍ୱେ ବି ଡିଜିଟାଲ ଯୁଗରେ ଚମକ ହରାଇନି ଡାକସେବା । ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍ ଓ ଇ-ମେଲର ବହୁଳ ବ୍ୟବହାର ସତ୍ତ୍ୱେ ଜାରି ରହିଛି ଚିଠି ବଣ୍ଟା । ଦିନକ ପାଇଁ ବି ଡାକ ପିଅନର ସାଇକେଲ ଘଣ୍ଟିକୁ ମିଳୁନି ବିଶ୍ରାମ ।

Post Office
ଦୈନିକ ୧୫୦ ଟଙ୍କା ସଞ୍ଚୟ କରି ହୋଇପାରିବେ ଲକ୍ଷପତି, ଏକାଥରକେ ମିଳିବ ୧୫ ଲକ୍ଷ

ମାତ୍ର ୧୫୦ ଟଙ୍କା ରଖନ୍ତୁ, ମିଳିବ ୧୫ ଲକ୍ଷ ଟଙ୍କା। ଏ କଥା ମିଛ ନୁହେଁ, ନିରାଟ ସତ କଥା। ଯଦି ଆପଣ ପ୍ରତିଦିନ ୧୫୦ ଟଙ୍କା ସଞ୍ଚୟ କରନ୍ତି ତାହେଲେ ୧୫ ଲକ୍ଷ ଟଙ୍କାର ମାଲିକ ହୋଇପାରିବେ। ପୋଷ୍ଟ ଅଫିସ ଦେଉଛି ଏମିତି ଅଫର। ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା PPF ସ୍କିମରେ ଲଙ୍ଗ ଟର୍ମ ନିବେଶ କଲେ ସହଜରେ ଲକ୍ଷ ଲକ୍ଷ ଟଙ୍କାର ଫଣ୍ଡ ହୋଇ ପାରିବ। ପ୍ରତି ମାସରେ PPFରେ ଆପଣ ଦୈନିକ ୧୫୦ ଟଙ୍କା ସଞ୍ଚୟ କରି ଜମା କଲେ ୧୫ ବର୍ଷ ପରେ ପ୍ରାୟ ୧୫ ଲକ୍ଷ ଟଙ୍କା ହୋଇପାରିବ।

india post
ଭାରତୀୟ ଡାକ ବିଭାଗରେ ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଖାଲି ପଡ଼ିଥିବା ୧୦୦୦ରୁ ଅଧିକ ଗ୍ରାମୀଣ ଡାକ ସେବକ ପଦବୀ ପୂରଣ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଗ୍ରହୀ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ବୟସ ସୀମା: ମାର୍ଚ୍ଚ ୯, ୨୦୧୮ ଅନୁଯାୟୀ, ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ। ଏସି ଓ ଏସଟି ଆବେଦନକାରୀଙ୍କ ବୟସ ସୀମା ୫ ବର୍ଷ, ପିଏଚ୍ ଆବେଦନକାରୀଙ୍କ ବୟସ ସୀମା ୧୦ ବର୍ଷ ଓ ଓବିସି […]