• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Polsara

Road Problem
ରାସ୍ତା ଏମିତି ଯେ ଚାଲିକି ଯିବା କଷ୍ଟ

ରାସ୍ତା ଦେଇ ବାଇକ ଓ ଚାରିକିଆ ଯାନ ଯିବା ତ ଦୁରର କଥା ଚାଲି ଚାଲିକି ଯିବା ମଧ୍ୟ କଷ୍ଟ l ଆଉ ରାସ୍ତାରେ ରହିଥିବା କଲଭଟ୍ କଥା ନକହିବା ଭଲ l କାରଣ ସବୁ କଲଭଟ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ପ୍ଲାଷ୍ଟର ଛାଡି ଲୁହାରଡ଼ ଦେଖାଗଲାଣି l

school students
ଏ ଖାଇବା କିଏ ଖାଇବ ? ଭାତରେ ପୋକ, ଡାଲିରେ ହଳଦୀ..ଅଣ୍ଡା ତରକାରୀ କଥା ପଚାରେ କିଏ ?

ମଧ୍ୟାହ୍ନ ଭୋଜନ ଖାଇଲେ ପିଲାଙ୍କ ସ୍ୱାସ୍ଥ୍ୟ ବଢିବ ନା ମେଡିକାଲ ଯିବାକୁ ପଡ଼ିବ ? କୁନି କୁନି ପିଲାଙ୍କୁ ଦିଆଯାଉଥିବା ଭାତରେ ସାଲୁବାଲୁ ହେଉଛନ୍ତି ପୋକ, ଡାଲିରେ ଖାଲି ହଳଦୀ । ଆଉ ଅଣ୍ଡା ତରକାରୀ କଥା ପଚାରେ କିଏ ?

School in Odisha’s Polsara reels under scarcity of teachers
ସ୍କୁଲରେ ଖାଲି ଗଣିତ ପଢାଯାଉଛି..ଅନ୍ୟ ବିଷୟରେ ପରୀକ୍ଷାରେ ପିଲା ଲେଖିବେ କ’ଣ ?

ଇଏ କେମିତିକା ସ୍କୁଲ ? ୮ ଜଣଙ୍କ ବଦଳରେ ଅଛନ୍ତି ଜଣିଏ ମାତ୍ର ଶିକ୍ଷକ..କେବଳ ପିଲାଙ୍କୁ ପଢାଯାଉଛି ଗଣିତ । ମାସ କେଇଟା ପରେ ପରୀକ୍ଷା ହେବ, ଅନ୍ୟ ବିଷୟରେ ପିଲା ଲେଖିବେ କ’ଣ?

buchi
ଗଞ୍ଜାମରେ ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଅାହତ

ବ୍ରହ୍ମପୁର : ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର । ପୋଲସରା କାକୁଡିଆଇ  ଜଙ୍ଗଲରେ ପୋଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଅାହତ ହୋଇଛି । ବୁଚିର ୨ଟି ଗୋଡ଼ରେ ଗୁଳି ବାଜିବାରୁ ସେ ଅାହତ ହୋଇଛି  । ଚିକିତ୍ସା ନିମନ୍ତେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି  । ତା’ଠାରୁ ଗୋଟିଏ ମାଉଜର, ୨ ଅଫୁଟା ଗୁଳି ଓ ବାଇକ୍ ଅାଦି ଜବତ କରାଯାଇଛି  । ବୁଚି ନାଁରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରହିଥିବା ନେଇ […]