• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pollution

Pollution
ପ୍ରଦୂଷଣରେ ରହି ହେଉନି, ପ୍ରଶାସନ କହୁଛି ସବୁ ଠିକ

ଷ୍ଟିଲ ସିଟି ରାଉରକେଲାରେ ଚିନ୍ତା ବଢାଇଛି ପ୍ରଦୂଷଣ । ଶତାଧିକ ଛୋଟବଡ କଳକାରଖାନାରୁ ନିର୍ଗତ ଧୂଆଁ ଏବେ ବାୟୁମଣ୍ଡଳରେ ଭରିଦେଇଛି ବିଷ । ରାସ୍ତାଘାଟ ସବୁଠି ଧୂଳିଧୂଆଁ ଅସ୍ତବ୍ୟସ୍ତ କରୁଥିବା ବେଳେ, ପ୍ରଦୂଷଣ ବିଭାଗର ନିଦ ଭାଙ୍ଗୁନଥିବା ଅଭିଯୋଗ ହୋଇଛି ।

Pollution
ଆପଣ ପ୍ଲାଷ୍ଟିକ ବୋତଲରୁ ପାଣି ପିଉଛନ୍ତି କି, ହୋଇଯାଆନ୍ତୁ ସାବଧାନ ..

ଆପଣ ଜାଣନ୍ତି କି, ବୋତଲ ପାଣିରେ ମଧ୍ୟ ପ୍ଲାଷ୍ଟିକ ଥାଏ । ଦୈନନ୍ଦିନ ଜୀବନରେ ପିଉଥିବା ବୋତଲ ପାଣି ଯେ ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ, ତାହା ଭାବିବା ଭୁଲ । ସେ ମିନେରାଲ ପାଣି ହେଉ କି, ଅନ୍ୟ କିଛି । ସମସ୍ତ ବୋତଲ ପାଣିରେ କିଛି ନା କିଛି ପ୍ଲାଷ୍ଟିକ କଣିକା ରହୁଥିବା ସଦ୍ୟତମ ଗବେଷଣାରୁ ଜଣା ପଡ଼ିଛି ।

Air Quality
ଧୂଆଁ... ଧୂଳି... ଅନ୍ଧାର... ଦିନରେ ରାତିର ଭ୍ରମ

ଛାତ ବି କହୁଛି ଏଠି ପ୍ରଦୂଷଣର ମାତ୍ରା କେତେ ।

Air Pollution
ବିଷ ବଳୟ ଭିତରେ ବିଶ୍ୱ: ବାୟୁ ପ୍ରଦୂଷଣ ଯୋଗୁ ଯାଉଛି ଲକ୍ଷାଧିକ ଜୀବନ...

ବିଶ୍ୱରେ ଦିନକୁ ଦିନ ଘାତକ ହେଉଛି ପ୍ରଦୂଷଣ । ଦେଶରେ ବି ପ୍ରଦୂଷଣ ମାତ୍ରା ଚିନ୍ତାଜନକ ରହିଛି । ଭାରତରେ କେବଳ ବାୟୁ ପ୍ରଦୂଷଣ ଯୋଗୁ  ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି ।

Delhi Air Pollution
ବିଷାକ୍ତ ଧୂଳି ଧୂଆଁରେ ଜର୍ଜରିତ ଦିଲ୍ଲୀ, ଅତିଷ୍ଠ ହେଲେଣି ଦିଲ୍ଲୀବାସୀ

ଦିଲ୍ଲୀ ପ୍ରଦୂଷଣକୁ ନେଇ ବଢ଼ିଲା ଚିନ୍ତା । ୪ ଦିନ ଧରି ୪ ଶହ ତଳକୁ ଖସୁନି ଏୟାର କ୍ୱାଲିଟି ଇଣ୍ଡେକ୍ସ ।

Pollution Chokes Angul & Talcher, But Is Govt Doing Enough
ପ୍ରଦୂଷଣ ଆଁରେ ଅନୁଗୁଳ, ସବୁଠି ଧୂଳି ହିଁ ଧୂଳି

ଭୟଙ୍କର ପ୍ରଦୂଷଣ। ଗଛର ରଙ୍ଗ କଳା, ଆଉ ଆକାଶର ରଙ୍ଗ ଧଳା। ପ୍ରଦୂଷଣର ଆଁରେ ପୂରା ଅନୁଗୁଳ ସହର...ଯେଉଁଠିକୁ ଚାହିଁବେ କେବଳ ଦେଖିବେ ଧୂଳି ଆଉ ଧୂଳି...

Delhi Pollution
ଦିଲ୍ଲୀରେ ସପ୍ତାହେ ପାଇଁ ସ୍କୁଲ ବନ୍ଦ

ସ୍ଥିତି ସୁଧାରିବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସଂପର୍କରେ ଜାଣିବାକୁ ଚାହିଁଛନ୍ତି କୋର୍ଟ। ଦୁଇ ଦିନ ପାଇଁ ଲକଡାଉନ ଘୋଷଣା ଦ୍ୱାରା ସ୍ଥିତି ସୁଧୁରିପାରିବ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। 

solar
ସୂର୍ଯ୍ୟ କିରଣରେ ଚାଲୁଛି ସାଇକେଲ୍

ଭୁବନେଶ୍ୱର: ବେଳେ ବେଳେ ସାଧାରଣ ମଣିଷଟିଏ ବି ହୋଇଯାଏ ଅସାଧାରଣ। ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଯାଏ ସବୁକିଛି। ଅଦମ୍ୟ ନିଶା ଓ ମନର ଭାବନାକୁ କାର୍ଯ୍ୟରେ ଲଗାଇ କିଛି ନୂଆ କରିବାରେ ସଫଳତା ପାଇବା ପାଇଁ ସୌରଚାଳିତ ଅଟୋଗିଅର୍ ସାଇକେଲ ଭଦ୍ଭାବନ କରି ବୌଦ୍ଧ ଜିଲ୍ଲା ଗୋହିପିଟା ଗାଁର ଆକାଶ ମେହେର ଏବେ ଚର୍ଚ୍ଚାରେ। ଦିନକୁ ଦିନ ପେଟ୍ରାଲ ଓ ଡ଼ିଜେଲର ଦର ବଢ଼ୁଥିବା ବେଳେ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ […]