• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Poland

Karolina Bielawska
ପୋଲାଣ୍ଡ ସୁନ୍ଦରୀ କାରୋଲିନ୍ ବିଲାଓ୍ୱସ୍କା ହେଲେ ମିସ୍ ଓ୍ୱାର୍ଲଡ

ଆମେରିକାରେ ରହୁଥିବା ଭାରତୀୟ ବଂଶୋଭବ ଶ୍ରୀସାଇନି ପ୍ରଥମ ରନର୍ସଅଫ୍‌ ହୋଇଥିଲେ । ଆଇଭୋରି କୋଷ୍ଟର ଅଲିଭିଆ ୟାସେ ଦ୍ୱିତୀୟ ରନର୍ସ ଅଫ ହୋଇଛନ୍ତି ।

Naked Police Officer
ପୋଲିସ୍ ଅଧିକାରୀ ଉଲଗ୍ନ ହୋଇ ବିୟର କିଣିବାକୁ ଗଲେ; ଚାକିରିରୁ ବିଦା ହେଲେ

ମଦ ନିଶାରେ ଜଣେ ପୋଲିସ୍ ଅଧିକାରୀ ଭୁଲିଗଲେ ଲଜ୍ଜା। ଉଲଗ୍ନ ହୋଇ ସୁପରମାକ୍ରେଟ୍ ଚାଲିଗଲେ ବିୟର କିଣିବା ନେଇ। ତାଙ୍କର ଏହି କାମ ନେଇ ତାଙ୍କୁ ପଶ୍ଚାତାପ କରିବାକୁ ପଡିଛି। ତାଙ୍କର ଏହି ଫଟୋ ଭାଇରାଲ ହେବା ପରେ ଅଭିଯୁକ୍ତ ପୋଲିସ୍ ଅଧିକାରୀଙ୍କୁ ଚାକିରି ହରେଇବାକୁ ପଡିଛି। ଏହି ମାମଲା ଦକ୍ଷିଣ ପଶ୍ଚିମ ପୋଲାଣ୍ଡର।

hitlor
ଏଇ କୋଠାରେ ଗଚ୍ଛିତ ରହିଛି ୨୮ ଟନ୍ ସୁନା !

ପ୍ୟାରିସ୍: ଏଇ କୋଠାକୁ ଦେଖୁଛନ୍ତି। କୋଠା ନୁହେଁ ତ ଧନର ଭଣ୍ଡାର। ହଁ, ଏଇ କୋଠାରେ ରହିଛି ୨୮ ଟନ୍‌ ସୁନା ଯାହା ମାଟି ତଳେ ପୋତି ଦିଆଯାଇଛି। କୁହାଯାଉଛି,  ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଡଲଫ ହିଟଲରଙ୍କ ୨୮ ଟନ୍‌ ସୁନା ପୋଲାଣ୍ଡର ଏଇ ମହଲରେ ଲୁଚାଇ ରଖାଯାଇଛି। ହିଟଲରଙ୍କ ସେନାରେ ସାମିଲ ହୋଇଥିବା ଜଣେ ସୈନିକଙ୍କ ଡାଇରୀରୁ ଏହି ରହସ୍ୟର ପର୍ଦ୍ଦାଫାଶ ହୋଇଛି। ସୈନିକ ଜଣକ ତାଙ୍କ ଡାଇରୀରେ ଲେଖିଛନ୍ତି, ରୁଷ୍‌ ସେନାଠାରୁ ବଞ୍ଚାଇବା ପାଇଁ […]