• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pm Awas Yojana

CAG Report
ସିଏଜି ଧରିଲେ ‘ଆବାସ’ ସତ :‘ରାଜ୍ୟର ୮ ଲକ୍ଷ ୫୯ ହଜାର ପରିବାର ପାଇନାହାଁନ୍ତି ଘର’

‘ଗ୍ରାମସଭାରେ ଯୋଗ୍ୟ ହିତାଧିକାରୀ, ତାଲିକାରେ କିନ୍ତୁ ଅଯୋଗ୍ୟ’..ରାଜ୍ୟରେ ପିଏମ୍ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ସିଏଜିଙ୍କ ସନ୍ଦେହ ..‘୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ’

Awas Yojna
ଭୟଙ୍କର ସ୍ଥିତି ! ଯେଉଁଠି ମଣିଷ ରହୁଛି ସେଇଠି ଛେଳି ଶୋଉଛି

ଓଃ କି ଦୁଃଖ !! ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଖାଇବାକୁ ଟଙ୍କା ନାହିଁ । ବଡ ହିନସ୍ତାରେ ଚଳୁଛନ୍ତି ଏମାନେ । ଗୁହାରି କରି କରି ଥକିପଡିଲେଣି ସତ ହେଲେ ଦୁଃଖ ଶୁଣିବାକୁ କେହି ନାହାନ୍ତି । ସ୍ଥିତି ଏମିତି ହେଲାଣି ଯେଉଁ ମଣିଷ ଶୋଉଛି ସେଇଠି ଛେଳି

Awas yojana
ସ୍ୱାମୀ ଯିବା ପରେ ଦୌଡି ଦୌଡି ନୟାନ୍ତ ହେଲେଣି ଘର ଖଣ୍ଡିଏ ପାଇଲେନି

ବର୍ଷା ହେଲେ ଘରେ ଜମୁଛି ଆଣ୍ଠୁଏ ପାଣି । ଅନ୍ଧାର ରାତିରେ ବଡ କଷ୍ଟରେ କଟୁଛି ଦିନ । ସ୍ୱାମୀ ଥିଲା ବେଳୁ ଘର ପାଇଁ କହିକହି ଥକିପଡିଲେଣି ହେଲେ ଘରଟିଏ ମିଳିଲା ନାହିଁ । ଅଣ୍ଟିରେ ଧନ ନଥିବାରୁ ଦୁଇ ପୁଅଙ୍କ ପାଠରେ ବନ୍ଧା ହେଲାଣି ଡୋରି

Awas yojana
ସରକାରଙ୍କୁ ଦିବ୍ୟାଙ୍ଗ ପରିବାରର ଗୁହାରି ‘ଆମକୁ ଘର ଖଣ୍ଡେ ଦିଅ’

ସରକାରଙ୍କୁ ଗୁହାରି କରୁଛି । ଆମ ପ୍ରତି ଟିକେ ଦୟା ଧର୍ମ କରନ୍ତୁ, ମୋର ପୁଅ ଦିବ୍ୟାଙ୍ଗ ମୁଁ ମଧ୍ୟ ଜଣେ ଦିବ୍ୟାଙ୍ଗ। ଆମକୁ ଘର ଖଣ୍ଡେ ଦିଅନ୍ତୁ। ଆମେ ୫ ପ୍ରାଣୀ କୁଟୁମ୍ବ ଏହି ବଣ ଜଙ୍ଗଲ ପାହାଡ଼ରେ ଆଶ୍ରୟ ନେଇଛୁ..

Awas Yojna
ବାବୁ..୧୫ ବର୍ଷ ହେଲା ମାଗୁଛି, ହେଲେ ବି ଦେଉନୁ..

୧୫ ବର୍ଷ ହେଲାଣି ଆବାସ ଯୋଜନା ଲାଗି ଧାଇଁ ଧାଇଁ ନୟାନ୍ତ ହେଲେଣି । ଘର ଖଣ୍ଡିଏ ମିଳିପାରୁନି । ଶତପ୍ରତିଶତ ଦିବ୍ୟାଙ୍ଗ ହେବା ପରେ ବି ଯୋଜନାରେ ସାମିଲ କରାଯାଉନଥିବା ଅଭିଯୋଗ

PM Awas Yojana
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମାଧବଙ୍କୁ ମିଳୁନି ଆବାସ

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର ନାହିଁ । ତୁରନ୍ତ ଆବାସ ଘର ଦେବାକୁ ନିର୍ଦ୍ଦେଶ ଥିବା ପରେ ବି ଏଯାଏଁ ମିଳିଲାନି ଘର । ପ୍ରଶାସନ ପାଖକୁ ଦୌଡି ଦୌଡି ହତାଶ୍‌...ଘର ମିଳିବ ତ?

BJP leader Prithviraj Harichandan alleges massive corruption in PMAY scheme in Odisha
ଆବାସ ଘୋଟାଲା ଦୁର୍ନୀତିର ସିବିଆଇ ତଦନ୍ତ ଦାବି

ଆବାସ ବଣ୍ଟାଗଲେ କାଳେ ବିଜେପି ମାଇଲେଜ୍ ନେଇଯିବ ଓ ଯୋଜନାରୁ ବଂଚିତ ହେଉଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢିବ, ସେହି ଆଶଙ୍କାରେ ରାଜ୍ୟ ସରକାର ମୋ ଘର ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ତେଣୁ ଏବେ ପିଏମ୍ ଆବାସ ବନାମ୍ ମୋ ଘର ନେଇ ଚାଲିଛି ପ୍ରତିଯୋଗିତା।

Mo Ghara Yojna
ଆରମ୍ଭ ହେଲା ‘ମୋ ଘର’ ପାଇଁ ରାଜ୍ୟ ସରକାରଙ୍କ ପଞ୍ଜିକରଣ ପ୍ରକ୍ରିୟା

‘ଘର’ ଯୋଜନା ପାଇଁ ରାଜ୍ୟ ସରକାର ତତ୍ପର, କିନ୍ତୁ ପିଏମ୍ ଆବାସ ବେଳକୁ କୁନ୍ଥକୁନ୍ଥ । ଆଜିଠୁ ରାଜ୍ୟରେ ମୋ ଘର ଯୋଜନା ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ପିଏମ୍ ଆବାସ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେବାକୁ ନିର୍ଦ୍ଦେଶ ପରେ ବି କାର୍ଯ୍ୟକାରୀ ହେଉନି ।

Mo Ghara Yojna
‘ମୋ ଘର’ ପାଇଁ ତରତର, ହେଲେ ପିଏମ୍ ଆବାସ ପାଇଁ କୁନ୍ଥକୁନ୍ଥୁ ରାଜ୍ୟ ସରକାର

ଆରମ୍ଭ ହେଲା ‘ମୋ ଘର’ ପାଇଁ ରାଜ୍ୟ ସରକାରଙ୍କ ପଞ୍ଜିକରଣ ପ୍ରକ୍ରିୟା । ଆଜିଠୁ ବିଧିବଦ୍ଧ ଭାବେ ଅନଲାଇନରେ ପଞ୍ଜିକରଣ କରୁଛନ୍ତି ଆଶାୟୀ ହିତାଧିକାରୀ ।

PM Awas Yojana
ଆବାସ ଯୋଜନା; ମାଇଲେଜ୍‌ ପାଇଁ ଟଣାଓଟରା

ପୁଣି ତେଜିଲା ବିଜେଡି-ବିଜେପି ଘର କଳି । ପ୍ରଧାନମନ୍ତ୍ରୀ ଆବାସ ବନାମ୍ ମୋ ଘର ଯୋଜନା । ଟାର୍ଗେଟରେ ଗ୍ରାମାଂଚଳ ଭୋଟ୍ ।

Awas Yojana Scam
ହିତାଧିକାରୀଙ୍କୁ ସ୍ବପ୍ନ ପରି ଲାଗିଲାଣି ପିଏମ୍ ଆବାସ

ଯୋଗ୍ୟ ହିତାଧିକାରୀଙ୍କୁ ସ୍ବପ୍ନ ପରି ଲାଗିଲାଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ତାଲିକାରେ ନାଁ ଥିଲେ ବି କେବେ ଘର ମିଳିବ ସେକଥା କାହାକୁ ଜଣାନାହିଁ । ଗ୍ରାଉଣ୍ଡ ଜିରୋରୁ ଏଭଳି ପୁଳା ପୁଳା ଚିତ୍ର ଆସିବାରେ ଲାଗିଛି ।

Awas Yojana Scam
ଲୋକେ କେବେ ଜାଣିବେ, କାହାକୁ ମିଳିଛି ଆବାସ ଯୋଜନା ?

ପୁଣି ବାହାସ୍ଫୋଟ, ପୁଣି ଆବାସ ଘର ପ୍ରତିଶ୍ରୁତି ଭେଳିକି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗତକାଲି ନିଜ ବିଭାଗର କାର୍ଯ୍ୟ ସମୀକ୍ଷା ଅବସରରେ କହିଛନ୍ତି, ଖୁବଶୀଘ୍ର ୯ ଲକ୍ଷ ଆବାସ ରାଜ୍ୟରେ ବଣ୍ଟାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

PMAY Scam
ଆବାସ ବଣ୍ଟନ ନେଇ ସରକାରଙ୍କୁ ବିଜେପିର ଚେତାବନୀ, ହିତାଧିକାରୀଙ୍କୁ ଘର ନଦେଲେ ଆନ୍ଦୋଳନ

ବାକି ଥିବା ହିତାଧିକାରୀଙ୍କ ନାଁ କେବେ ଯୋଡ଼ିବେ ରାଜ୍ୟ ସରକାର ପଚାରିଲା ବିଜେପି ।

Awas Yojna
“ଏ ହାତରେ ୩୦ ହଜାର ଦିଅ, ସେ ହାତରେ ଘର ନିଅ”

ଆବାସ ଘରରେ ବଡ଼ କେଳଙ୍କାରୀ । ହିତାଧିକାରୀ ହୋଇଥିଲେ ବି ଘର ଖଣ୍ଡିଏ ଲାଗି ୩୦ ହଜାର ଲାଂଚ ମାଗୁଛନ୍ତି କୁଜି ନେତା । ଟଙ୍କା ଦେଇ ପାରୁନାହାନ୍ତି ବୋଲି ଏଯାଏଁ ଝୁପିଡ଼ି ଘରେ ରହୁଛନ୍ତି ନମିତା

Pradhan Mantri Awas Yojana
PM ଆବାସ ଯୋଜନାରେ ରାହୁଲଙ୍କୁ ଘର ଦେବ ବିଜେପି !

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଛତିଶଗଡ଼ର ନୂଆ ରାୟପୁରରେ କଂଗ୍ରେସର ମହାଅଧିବେଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ରାହୁଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବା ବେଳେ ସେ କହିଥିଲେ କି, ‘ମୋ ପାଖରେ ୫୨ ବର୍ଷ ହେଲା ଘର ନାହିଁ’ ।

Awas yojana
ପ୍ରଶାସନ ପାଖକୁ ୧୦ ବର୍ଷ ହେଲା ଦଉଡୁଛନ୍ତି...ହେଲେ ସୁକାନ୍ତିଙ୍କ ଦୁଃଖ କେହି ଶୁଣୁନାହାନ୍ତି

ଆଜିକା ସମୟରେ ଏମିତି ଭଙ୍ଗା ଘରେ ଦୁଇ ବଢିଲା ଝିଅ, ପୁଅ ବି ରହୁଛନ୍ତି କିନ୍ତୁ ଘରେ ବିଜୁଳି ନାହିଁ । ଘର ଖଣ୍ଡିଏ ପାଇଁ ପ୍ରଶାସନଠୁ ରାଜନେତା ସମସ୍ତଙ୍କ ପାଖକୁ ଦଉଡି ଦଉଡି ସୁକାନ୍ତିଙ୍କ ଗୋଡରୁ ଚପଲ ଘୋରି ହୋଇଯାଇଛି କିନ୍ତୁ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ ।

BJD Protest
ବିଜେଡି-ବିଜେପି ରାଜନୀତି; PM ଆବାସ ପ୍ରସଙ୍ଗ ଉଠାଇଲା ବିଜୁ ଜନତା ଦଳ

ବିଜେପି କହିଛି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡ଼ିଛି । ଏହି ପ୍ରସଙ୍ଗ ଉପରୁ ନଜର ହଟାଇବା ପାଇଁ ବିନା ହୋମୱର୍କରେ ବିଜେଡି ଏହି ଆନ୍ଦୋଳନ କରୁଛି । ମୋଦି ସରକାର ଓଡ଼ିଶାକୁ ୨୮ଲକ୍ଷ ଘର ଦେଇଛନ୍ତି ।

Homeless
ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ଗଛ ଡାଳ ସାଜିଛି ସାହାରା

ଭୂମିହୀନ ହିତାଧିକାରୀଙ୍କୁ ଥଇଥାନ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଛି କାହିଁ କେତେ ଯୋଜନା l ଆଉ ଏହି ଯୋଜନା ଲାଗି ରାଜକୋଷରୁ ବାର୍ଷିକ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ ହେଉଛି l ତେବେ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ କିଭଳି ପହଁଚୁଛି ତାହା ଏହି ଚିତ୍ରକୁ ଦେଖିଲେ ସ୍ପଷ୍ଟ ବାରିହେଉଛି

PM Awaas
PM ଆବାସ ଲିଷ୍ଟ, ଆରମ୍ଭରୁ ଗଡ଼ବଡ଼ ! ସରକାରୀ ଚାକିରିଆଙ୍କ ପତ୍ନୀ ନାଁରେ ଆସିଛି ଘର

ପଞ୍ଚାୟତରେ ଝୁଲିଲା ପିଏମ୍ ଆବାସ ଲିଷ୍ଟ । ଯୋଗ୍ୟଙ୍କୁ ନଦେଲେ ନବୀନ ନିବାସ ଘେରିବାକୁ ବିଜେପିର ଚେତାବନୀ ।

BJP-BJD faceoff
ଆବାସ ଲୋଗୋକୁ ନେଇ ପୁଣି କଳି, ମୁହାଁମୁହିଁ ବିଜେପି-ବିଜେଡି

ପୂର୍ବ ଭଳି ପରିସ୍ଥିତି କଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଜେପି।

PM awas yojana
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର, ୩ ବର୍ଷର କେନ୍ଦ୍ର-ରାଜ୍ୟ ତୁତୁ ମେମେ ପରେ ଫିଟିଲା ବାଟ

ବିଜେପି ଚେତାବନୀ ଦେଇଛିି ଏଥର ବି ଯଦି ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳେ, ତାହେଲେ...

 Awas Yojana
ଆବାସ କେଳେଙ୍କାରୀ : ବିଲ୍‌ କରାଇବାକୁ ୫ରୁ ୧୦ ହଜାର ହାତଗୁଞ୍ଜା ମାଗୁଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ

କାର୍ଯ୍ୟାଦେଶ ପାଇବା ପରେ ହିତାଧିକାରୀମାନେ ଘର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ସରକାରଙ୍କ ନିୟମ ଅନୁସାରେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ କିସ୍ତି ଅର୍ଥ ହିତାଧିକାରୀ ମାନେ ପାଇଗଲେ ।

Politics Over PM Awas Yojana
ପିଏମ୍‌ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ପିଏମ୍ ଆବାସ ଯୋଜନାରେ ରାଜ୍ୟକୁ କେନ୍ଦ୍ର ଅବହେଳା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗ ଆଣିଛନ୍ତି।

pm-awas-yojana
ଖୁବଶୀଘ୍ର ବଦଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ରୂପ ରେଖ

CII କହିଛି, ଏହି ଯୋଜନାରେ ପୂର୍ବରୁ ବୀମା ନଥିଲା। ତେଣୁ ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ । କେବଳ ଏତିକି ନୁହେଁ ମଧ୍ୟ ହିତାଧୀକାରୀଙ୍କ ପ୍ରାଣ ଯିବା ପରେ ସେମାନଙ୍କ ପରିବାର ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ବୀମା ସୁବିଧା କଲେ ହିତାଧିକାରୀମାନେ ଲାଭ ପାଇବେ।