• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pipili

I Love Pipili Selfie Point
ଚାନ୍ଦୁଆ ବ୍ୟବସାୟୀ ଓ କାରୀଗରଙ୍କ ମନୋବଳ ବଢ଼ାଇବ ସେଲଫି ପଏଣ୍ଟ୍

ଚାନ୍ଦୁଆ ବ୍ୟବସାୟୀ ଓ କାରୀଗରଙ୍କ ମନୋବଳ ବଢ଼ାଇବ ପିପିଲି ଛକରେ ସ୍ଥାପନ କରାଯାଇଛି ସେଲଫି ପଏଣ୍ଟ୍।

Barala balukeswar
ପ୍ରଭୁଙ୍କ ବିଭୂୂତି ପୁରା କରେ ମନୋସ୍କାମନା, ବରାଳ ବାଲୁକେଶ୍ବରଙ୍କ ଅପୂର୍ବ ମହିମା

କୁହାଯାଏ, ବିଶ୍ବାସେ ମିଳନ୍ତି ହରି, ତର୍କେ ବହୁ ଦୂର । ଇୟେ ସେମିତି ଏକ ବିଶ୍ବାସର କଥା । ଯୁଗ ଯୁଗରୁ ଏ ବିଶ୍ବାସରେ ଲୋକଙ୍କ ଆସ୍ଥା ରହି ଆସିଛି ।

Delay in construction of Biju setu irks locals in Odisha’s Pipili
ତିନି ବର୍ଷ ହେଲାଣି କାମ ଚାଲିଛି ଯେ ଚାଲିଛି କେବେ ସରିବ ଜଣା ନାହିଁ

ଥରେ ଆସିଲେ ୮ ଦିନ ଗାଏବ । ଥରେ କାମ କଲେ ମାସେ ଯାଏ କାମ୍ ଶୂନ । ଏମିତି ହେଲେ କେମିତି ହେବ ?

Sarpanch drives auto-rickshaw
ଅସହାୟ ସରପଂଚ : ଜିତିଲା ପରେ ବି ଅଟୋ ଚଳାଉଛନ୍ତି

ସରପଂଚ ହେବ ତ ଏମିତି । ସକାଳୁ ଲୋକଙ୍କ କଥା ବୁଝୁଛନ୍ତି, ସମୟ ମିଳିଲେ ଅଟୋ ଚଳାଉଛନ୍ତି । ସରକାରୀ ଯୋଜନାରେ କେମିତି ଲାଭ ପାଇବେ ଲୋକେ ସେନେଇ ଅନବରତ କରୁଛନ୍ତି ଚିନ୍ତା । ଲୋକେ କହୁଛନ୍ତି, ଆମ ସରପଂଚ ପରି ହେବ କିଏ?

bee farming
ଜୀବିକା ଦେଉଛି ମହୁମାଛି ବାକ୍ସ

ମହୁଚାଷ କରନ୍ତୁ ଲାଭବାନ୍ ହୁଅନ୍ତୁ । ସୁବିଧାରେ ମିଳୁଛି ମହୁ ମାଛି ସହ ମହୁ ବାକ୍ସ । ଏ ମହିଳା ଯେପରି କରିଛନ୍ତି ମହୁଚାଷ ଓ ମହୁମାଛି ବାକ୍ସ ତିଆରି କରି ବିକ୍ରି କରୁଛନ୍ତି । ଯେ କେହି ଦେଖୁଛି ବାହା ବାହା କରୁଛି ।

Election violence
ପିପିଲିରେ ନିର୍ବାଚନୀ ହିଂସା, ଭୋଟ ବେଳେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଲା

ପୌର ଭୋଟ ବେଳେ ପିପିଲି ଏନ୍ଏସିର ୭ ନମ୍ବର ୱାର୍ଡରେ ନିର୍ବାଚନା ହିଂସା। ଭୋଟ ବେଳେ ବିପକ୍ଷ ଦଳର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Pipili Vegetable Farmers In Distress Due To Cyclone Jawad
ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିବା ଚାଷ କରିଥିଲେ...ହେଲେ ବାତ୍ୟା ସବୁ ବୁଡେଇ ଦେବ

ବାତ୍ୟା ଖବର ଶୁଣି ପରିବା ଚାଷୀ ମନରେ ଛନକା । ଅମଳ ପୂର୍ବରୁ ବାତ୍ୟା ଆସୁଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।

Man Commits Suicide After Slitting Wife’s Throat In Odisha’s Pipili
ସ୍ତ୍ରୀର ଗଳା କାଟି ସ୍ୱାମୀର ଆତ୍ମହତ୍ୟା

ପାରିବାରିକ ବିବାଦର କରୁଣ ପରିସ୍ଥିତି । ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା ଉଦ୍ୟମ ପରେ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି । ପିପିଲି ନିର୍ମଳା ଗାଁରେ ଘଟିଛି ଏଭଳି ଘଟଣା ।

pipili by election postmortem
ପିପିଲି ପୋଷ୍ଟମର୍ଟମ: କାହାର ବଢିଲା, କାହାର କମିଲା?

ଭୋଟ୍ ସରିଲା, ଆରମ୍ଭ ହେଲା ଫାଇଦା-ଘାଟାର ପୋଷ୍ଟମର୍ଟମ। ଭୋଟ୍ ପ୍ରତିଶତ ହିସାବକୁ ଦେଖିଲେ, ବିଜେଡି ଫାଇଦାରେ ଥିବା ବେଳେ ବିଜେପି ନିଜ ଭୋଟ୍ ବ୍ୟାଙ୍କ ବଜାୟ ରଖିବା ସହ ସାମାନ୍ୟ ଉନ୍ନତି କରିଛି। କିନ୍ତୁ ଢେର୍ ଘାଟା ଖାଇଛି କଂଗ୍ରେସ୍।

Rudra  Maharathy won Pipili Byelection
ବିଜେଡି ଜିତିଲା ପିପିଲି ବାଜି

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମେ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ ହୋଇଥିଲା।

Late Pradeep Maharathy’s Statue Installed In Pipili
ପ୍ରବଳ ଲୋକ। ଏଇ କାହାର ପ୍ରତିମୂର୍ତ୍ତି?

ପିପିଲି ମାଟିରେ ଏତେ ବଡ଼ ପ୍ରତିମୂର୍ତ୍ତି କାହାର ?

Election
ଇଭିଏମ୍‌ରେ ସିଲ୍‌ ହୋଇଛି ପିପିଲି ପ୍ରାର୍ଥୀଙ୍କ ଭାଗ୍ୟ, ୩ରେ ଜଣାପଡ଼ିବ ପିପିଲିର ବାଜିଗର କିଏ?

ଇଭିଏମରେ ସିଲ୍ ପିପିଲି ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ। ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ପିପିଲି ବାସୀ। ଇଭିଏମ ଗୁଡିକ ବର୍ତ୍ତମାନ ପେଣ୍ଠକଟା ୱେର ହାଉସ୍ ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି

Pipili BY Election
କାହାର ହେବ ପିପିଲି? କାଲି ଭୋଟ୍‌, ୩ରେ ଫଳ

ପିପିଲିରେ ହେବ କାହାର ବିଜୟ? ମହାରଥୀଙ୍କ ଗଡରେ କିଏ ମାରିବ ବାଜି ? ଆସନ୍ତାକାଲି ପିପିଲି ବିଧାନସଭା ଆସନ ଲାଗି ଉପ ନିର୍ବାଚନ ହେଉଥିବା ବେଳେ ବଢିଛି ରାଜନୈତିକ ତାତି। ଏପଟେ ଭୋଟ ଗ୍ରହଣ ଲାଗି ସରିଛି ପ୍ରସ୍ତୁତି ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ସାରିଛନ୍ତି। ଇଭିଏମ୍ ଓ ଭିଭିପ୍ୟାଟର ଚେକିଂ ସାଙ୍ଗକୁ ଆନୁସାଙ୍ଗିକ କାଗଜପତ୍ରର ଯାଞ୍ଚ କରାଯାଉଛି।

pipili bypoll
ସରିଲା ପିପିଲି ପ୍ରଚାର

ପିପିଲି ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଏଥିଲାଗି ପ୍ରଚାରରେ ଜି ଜାନ୍ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲିରେ ତାଙ୍କର ପ୍ରଚାର ଜୋରଦାର କରିଥିବା ବେଳେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ମଧ୍ୟ ପରିଶ୍ରମ କରୁଥିବା ନଜର ଆସିଛନ୍ତି ।

election
ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଶନିବାର ମଧ୍ୟାହ୍ନରେ କମିଶନ ଏହି ଘୋଷଣା କରିଛନ୍ତି ।

minor
ପିପିଲି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା : ଜଣେ ନାବାଳକଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ

ପିପିଲି : ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସହ ତାକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ନାବାଳକକୁ ମୁମୂର୍ଷୁ ଅବସ୍ଥାରେ ପିପିଲି ପୋଲିସ ଉଦ୍ଧାର କରି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି। ଗତକାଲି ଅପରାହ୍ଣରେ ୮ ବର୍ଷର ନାବାଳକ ଖେଳୁଥିବା ବେଳେ ପଡୋଶୀ ଜୁମା ଖାଁ ଆମ୍ବ ଦେବାକୁ ପ୍ରଲୋଭନ ଦେଖାଇ ସାଇକେଲରେ ନେଇଯାଇଥିଲା। ପୁରୀ-ଭୁବନେଶ୍ୱର […]

 Torturing Minor Daughter Case
ଶିଶୁକୁ ନିର୍ଯାତନା ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ୭ବର୍ଷର ଶିଶୁକୁ ନିର୍ଯାତନା ଘଟଣାରେ ୨ ଗିରଫ ହୋଇଛନ୍ତି। ପିଲାର ବାପା ବିଲାଲ ଖାଁ ଓ ସାବତ ମାଆକୁ ବାଲିପାଟଣା ପୋଲିସ ଥାନା ଗିରଫ କରିଛି। ଦୁହିଁଙ୍କ ବିରୋଧରେ ୩୦୭ ଭଳି ସଂଗୀନ ଦଫା ଲଗା ଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି

Pipili Girl
ଏମିତି ବାପା କାହାକୁ ନମିଳୁ...

ଭୁବନେଶ୍ୱର ଉପକଣ୍ଠରେ କୁନି ପିଲାଟିକୁ ଲୋମଟାଙ୍କୁରା ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି। ଦ୍ୱିତୀୟ ପତ୍ନୀ ସହ ମିଶି ଖୋଦ୍ ବାପାଟିଏ କଅଁଳ ପିଲାଟିକୁ ଅମାନବୀୟ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। କେବେ ଶିକୁଳିରେ ବାନ୍ଧି ମାଡ଼ ତ ଆଉ କେବେ ଗରମ ପାଣିରେ ହାତ ବୁଡ଼ାଇ ଦଣ୍ଡ ଦେଇଛି