• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Petrol Pump

Loot
ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ହାଣିଲେ, ୨ ଲକ୍ଷ ଲୁଟିଲେ

ରାଜଗାଙ୍ଗପୁର ଲୋମଲୋଇ ଛକରେ ଏହୁ ଲୁଟ୍ ଅଭିଯୋଗ ଆସିଛି।

Young girl works at petrol pump to support family in Kandhamal
ସ୍ୱପ୍ନ ପୂରଣ ଲାଗି ଗ୍ରାଜୁଏସନ୍‌ ପରେ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ଗ୍ରାଜୁଏଟ୍‌

ଇଚ୍ଛା ଅଛି ବହୁତ ପଢିବାକୁ ହେଲେ ପାଖରେ ଟଙ୍କାର ଅଭାବ ରହିଛି । ଲକ୍ଷ୍ୟ ପୂରଣ ପାଇଁ ସେ ପଛଘୁଞ୍ଚା ଦେଇନାହାନ୍ତି ବରଂ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି । ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳୁଛି, ଭାଇ-ଭଉଣୀ ପଢୁଛନ୍ତି ପୁଣି ନିଜ ସ୍ୱପ୍ନ ପୂରଣ ଲାଗି ଚେଷ୍ଟା କରୁଛନ୍ତି

Petrol pump assistant refuses Rs 2000 note, pumps out fuel from bike
୨୦୦୦ ଟଙ୍କିଆ ଦେଖି ସ୍କୁଟିରୁ ପେଟ୍ରୋଲ୍‌ କାଢ଼ିନେଲେ କର୍ମଚାରୀ; ଭାଇରାଲ ହେଲା ଭିଡିଓ

ପେଟ୍ରୋଲ ପମ୍ପର କର୍ମଚାରୀମାନେ ଯୁବକଙ୍କ ସ୍କୁଟିରୁ ପେଟ୍ରୋଲ ବାହାର କରିନେଇଥିଲେ । ଏସବୁକୁ ଦେଖିବା ପରେ ଯୁବକ ଜଣକ କର୍ମଚାରୀମାନେ ଗାଡ଼ିରୁ ପେଟ୍ରୋଲ ବାହାର କରୁଥିବା ବେଳର ଏକ ଭିଡିଓ କରିଥିଲେ ।

Rs 2000 withdrawal
ବଜାରରେ ପୁଣି ହାଉଜାଉ ସବୁଠୁ ବଡ଼ ନୋଟ୍, ଆଗ ଅପେକ୍ଷା ୮ ଗୁଣା ବଢ଼ିଯାଇଛି ବ୍ୟବହାର

ବ୍ୟାଙ୍କ କାଉଣ୍ଟରରେ ସୁବିଧାରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଗ୍ରାହକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି RBI।

Petrol Pump
ରାଜଧାନୀରେ ତେଲ ପାଇଁ ହାହାକାର ! ଅଧିକାଂଶ ଟାଙ୍କିରେ ନାହିଁ ପେଟ୍ରୋଲ-ଡିଜେଲ

କାଳେ ପେଟ୍ରୋଲ ଅଭାବ ଦେଖା ଦେବ, ଲୋକଙ୍କୁ ସେହି ଡର ଘାରିଛି । ତେଣୁ ଲୋକଙ୍କ ଏହି ଭିଡ଼ ଦେଖା ଦେଇଛି । କେତେକ ସ୍ଥାନରେ ପେଟ୍ରୋଲ ପମ୍ପରେ ତେଲ ପୁରା ସରିଯାଇଥିବାର ସୂଚନା ମିଳିଛି ।

Petrol pumps to remain shut in Odisha for 2 days । Big updates here
ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ଧର୍ମଘଟ; ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ

ଆସନ୍ତା ଦୁଇ ଦିନ ପାଇଁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ...

Caught On Cam| Armed Miscreants Loot From Petrol Pump In Odisha
ମୁଣ୍ଡରେ ବନ୍ଧୁକ ଦେଖାଇ ପମ୍ପ ଲୁଟିଲେ

ଅଧ ରାତିରେ ଆସିଲେ, ବନ୍ଧୁକ ଦେଖାଇ ଲୁଟ୍‌ କଲେ...ସିସିଟିଭିରେ କଏଦ ହେଲା ଭିଡ଼ିଓ

Miscreants Lift Mobile Phone From Customer In Petrol Pump In Odisha’s Baliguda
ପେଟ୍ରୋଲ ପମ୍ପରେ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ !

ପେଟ୍ରୋଲ୍‌ ପମ୍ପରୁ ଚୋରି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଏକ ପେଟ୍ରୋଲ ପମ୍ପରେ ଜଣେ ଚୋର ଦିନ ଦ୍ଵିପହରରେ ଗାଡି ଭିତରେ ଥିବା ମୋବାଇଲକୁ ଅତି ସତର୍କତାର ସହ ଚୋରି କରି ଚମ୍ପଟ ମାରୁଥିବାର ଦେଖିବାକୁ ମିଳିଛି ।

Miscreants Lift Mobile Phone From Customer In Petrol Pump In Odisha’s Baliguda
ପେଟ୍ରୋଲ ପମ୍ପରେ ଦିନ ଦ୍ୱିପ୍ରହରରେ ଚୋରି, ଚୋର ମୁହଁ ଅଛି ସିସିଟିଭିରେ

ଦିନ ବେଳେ ପେଟ୍ରୋଲ ପମ୍ପରେ ଲୋକ ଅଛନ୍ତି । ସତର୍କତାର ସହ ଚୋର ଆସିଲା । ଚୋରି କଲା । କେହି ଦେଖିପାରିଲେନି । କିନ୍ତୁ ଧରିଛି ସିସିଟିଭି ।

ଘରେ ପୂରେଇ ବାପ ପୁଅଙ୍କୁ ନିସ୍ତୁକ ମାଡ଼, ସିଗାରେଟ୍ ଖାଇ ଭିଡିଓ କଲେ

ଓଡ଼ିଶାରେ ତାଲିବାନୀ ବର୍ବରତା। ବାପ ପୁଅଙ୍କୁ ଗୋଟିଏ ଘରେ ପୂରେଇ ନିସ୍ତୁକ ପିଟିଲେ। ଖାଲି ସେତିକି ନୁହେଁ, ପୁଅକୁ ନିର୍ଦ୍ଦେଶ ଦେଲେ ବାପକୁ ପିଟି। ସମସ୍ତେ ମିଶି ସିଗାରେଟ୍ ଖାଇଲେ ଆଉ ନିଜ ନିଜ ମୋବାଇଲରେ ମାଡ଼ ବେଳର ଭିଡିଓ ସୁଟିଂ କଲେ।

petroll
ତେଲ ଦେବା ବେଳେ ଆପଣଙ୍କୁ ଏମିତି ଠକିଥାନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ

ଅନେକ ସମୟରେ ଦେଖାଯାଏ ପମ୍ପ କର୍ମଚାରୀମାନେ ମିଟର କଂଟାରେ ଏପଟ ସେପଟେ କରିଦିଅନ୍ତି। ଆଉ ଫଳ ସ୍ୱରୂପ ୧୦୦ ଟଙ୍କାରେ ପେଟ୍ରୋଲ ପକାଇଲେ ବି ସେତିକି ଟଙ୍କାରେ ଆପଣ ତେଲ ପାଇନଥାନ୍ତି। ତେଣୁ ଆପଣମାନେ ଧ୍ୟାନର ସହ ଦେଖନ୍ତୁ ଆପଣ ଯେତିକି ଟଙ୍କାରେ ତେଲ ଭରିବା ଲାଗି କହିଛନ୍ତି କର୍ମଚାରୀ ସେତିକି ପରିମାଣରେ ତେଲ ମିଟର୍‌ କଂଟାରେ ସେଟ୍‌ କରୁଛନ୍ତି କି ନାହିଁ?

CPI MLA
୫୧ ଲିଟର୍‌ ତେଲ ପକାଇଲେ ବିଧାୟକ। ହେଲେ ଗାଡ଼ି ଗଲା ମାତ୍ର ୫୦୦ ମିଟର

ପ୍ରତିଦିନ ଦେଶରେ ପେଟ୍ରୋଲ ପମ୍ପରେ ଦୁର୍ନୀତି ଓ ଠକାମୀ ମାମଲାର ଚିତ୍ର ସାମ୍ନାକୁ ଆସୁଛି। ଆଉ ଏଭଳି ଅଭିଯୋଗ ଦେଶର ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି। ତେବେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ସାଧାରଣ କଥା ନୁହେଁ

Special Story | Tips To Stay Safe From Petrol Pump Scam
ତେଲ ଦେବା ବେଳେ ଆପଣଙ୍କୁ ଏମିତି ଠକିଥାନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ...

ନିତିଦିନ ଆପଣ ଗାଡ଼ିରେ ପେଟ୍ରୋଲ ପକାଉଛନ୍ତି କି? ସାବଧାନ! କାରଣ ଏମିତି ଉପାୟରେ ଆପଣଙ୍କୁ ଲୁଟୁଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ।

Miscreants Loot Cash From Petrol Pump Staff
ବାଇକ୍‌ରେ ଆସିଲେ, ପେଟ୍ରୋଲ ପକାଇଲେ; ବନ୍ଧୁକ ଦେଖାଇ ଝାମ୍ପି ନେଲେ ଟଙ୍କା ବ୍ୟାଗ୍‌

ସିସିଟିଭରେ କଏଦ ହେଲା ପେଟ୍ରୋଲ ପମ୍ପରେ ଡକାୟତି ସମୟର ଦୃଶ୍ୟ। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍‌ ଲୁଟି ନେଇଥିବା ଦୃଶ୍ୟ CCTVରେ କଏଦ ହୋଇଛି।

bjd
ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ବିଜେଡ଼ିର ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଭୁବନେଶ୍ୱର: ତୈଳ ବଜାରରେ ନିଆଁ। ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢି ବଢି ଚାଲିଛି।  ଏହାର ପ୍ରତିବାଦରେ କେନ୍ଦ୍ରକୁ ଟାର୍ଗେଟ୍ କରି ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛି ବିଜେଡ଼ି। ବିଜେଡିର ଯୁବ ଓ ଛାତ୍ରବାହିନୀ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଉଛି।  ଗତକାଲି ମଧ୍ୟ ବିଜେଡି ପକ୍ଷରୁ ଯାଜପୁର ଜିଲ୍ଲା ବଡଚଣାରେ ଥିବା ପେଟ୍ରୋଲ ପମ୍ପରେ ଧାରଣା ଦିଆଯାଇଥିଲା।  ତେବେ ବିଜେପି ଏହାର ଜବାବ ରଖିଛି। ଦଳ କହିଛି, […]