• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pattamundai

Corruption
ଛତୁଆରୁ ବାହାରୁଛି କୁଣ୍ଡା

କୋମଳମତି ଶିଶୁଙ୍କ ଖାଦ୍ୟରେ ସାଲୁବାଲୁ ହେଉଛନ୍ତି ପୋକ । ଆଉ ଛତୁଆରୁ ବାହାରୁଛି କୁଣ୍ଡା । କେନ୍ଦ୍ରାପଡ଼ା ରାଜନଗର ବ୍ଲକରୁ ଆସିଛି ଏହି ଛତୁଆ ଦୁର୍ନୀତି ଅଭିଯୋଗ । ଛତୁଆରେ ବୁଟ, ଚିନାବାଦାମ, ଚିନିର ଉପଯୁକ୍ତ ପରିମାଣ ମିଶୁନଥିବା ବେଳେ ସରକାରଙ୍କ ସୁଷମ ଖାଦ୍ୟ ବଣ୍ଟନରେ ବାଧକ ସାଜିଛି ଲାଭଖୋର ମନୋବୃତ୍ତି । 

BDO VS EX-MLA
ମନୋମୁଖୀ କାର୍ଯ୍ୟ ଓ ପିସି କାରବାରକୁ ବିରୋଧ କରି ବିଡିଓଙ୍କୁ ଘେରିଲା କଂଗ୍ରେସ

ଅଂଶୁମାନ ମହାନ୍ତିଙ୍କ ସହ ବିଡିଓଙ୍କୁ ଘେରିଲେ ଶତାଧିକ କଂଗ୍ରେସ କର୍ମୀ । ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାନଗଲେ ଆନ୍ଦୋଳନ ଧମକ ।

Mother
ପରିଣତ ବୟସରେ ସେବା ପାଇବା କଥା, କିନ୍ତୁ ସେ ପରା ମାଆ ଦିବ୍ୟାଙ୍ଗ ପୁଅର ବୋଝ ମୁଣ୍ଡେଇଛି

ପରିଣତ ବୟସରେ ଯେଉଁ ମା ସେବା ପାଇବା କଥା, ସେଇ ମା ଶାରୀରିକ ଅର୍କମଣ୍ୟ ପୁଅର ବୋଝ କୁ ମୁଣ୍ଡେଇଛି l ମାତୃ ଦିବସରେ ଆସନ୍ତୁ ଦେଖିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରୁ ଏମିତି ଏକ ମା’ର କାହାଣୀ.......

Tragedy
କି ଦୁଃଖ ! ଆଗ ଭେଣ୍ଡିଆ ପୁଅ, ତାପରେ ଝିଅ ଚାଲିଗଲା.. ବାପା ମାଆଙ୍କ କଥା ବୁଝିବ କିଏ ?

୧୦ ମାସ ଗର୍ଭରେ ଧରି ଯାହାକୁ ଜନ୍ମ ଦେଇଥିଲା, ତାହାର ଜୀବନ ଯେତେବେଳେ ଗଲା ସେତେବେଳେ ମାଆର ଅବସ୍ଥା କଣ ହେଉଥିବ ଥରେ ଚିନ୍ତା କରନ୍ତୁ ।

Tution Sir
ଟ୍ୟୁସନ୍‌ ସାର୍‌ଙ୍କ କେଳେଙ୍କାରୀ ! ପିଲାଙ୍କ ମାଆଙ୍କୁ କଲେ ପ୍ରେମ, ମିଳିମିଶି କୁନି ପୁଅକୁ କଲେ ହତ୍ୟା

ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା । ସୁକାନ୍ତ ରାଜ୍ୟ ବାହାରେ କାମ କରୁଥିଲେ । ଆଉ ପରିବାର ବେଶ୍‌ ଭଲରେ ଚଳୁଥିଲା ।

Yojana Ra Hariloot । Road Turns Into Death Trap In Pattamundai
ରାସ୍ତାରେ ମୂଳରୁ ମୁଠାଏ ମାଟି ପଡିନି, କିନ୍ତୁ ବିଲ୍‌ କରି ଖାଇଗଲେ ୧୭ ଲକ୍ଷ...

ଏ ରାସ୍ତାକୁ ଟିକିଏ ଭଲରେ ଦେଖନ୍ତୁ...ମୂଳରୁ ମାଟି ମୁଠାଏ ପଡ଼ିନି କିନ୍ତୁ କାମ ପାଇଁ ବିଲ୍‌ ହୋଇଛି ୧୭ ଲକ୍ଷ ଟଙ୍କା...ଜଣାପଡ଼ିବା ପରେ ଏବେ ପଡୁଛି ପ୍ୟାଚ୍‌...

corona death
କରୋନାର କରୁଣ କାହାଣୀ : ସ୍ତ୍ରୀ ଚାଲିଗଲା ପରେ ଦିନ ମଜୁରିଆ ବାପା ଉପରେ ଦୁଇ ଛୁଆଙ୍କ ଦାୟିତ୍ୱ

ଦିନ ମଜୁରିଆ ଭାବେ କାମ କରନ୍ତି ଅକ୍ଷୟ । ଯେତିକି ରୋଜଗାର ହୁଏ, ସେଥିରେ ପରିବାର ଚଳିଯାଏ । କୋଭିଡରେ ପଡି ସ୍ତ୍ରୀ ଶଶୀକଳା ଆର ପାରିକୁ ଚାଲିଲେ ପରେ ଏବେ ୨ ଟି ଛୋଟ ଛୁଆଙ୍କ ଦାୟିତ୍ୱ ଅକ୍ଷୟଙ୍କ ଉପରେ

Chora-polic
ମଝି ନଈରେ ପୋଲିସ-ଅଭିଯୁକ୍ତ ଲୁଚକାଳି

କେନ୍ଦ୍ରାପଡ଼ା: ମଝି ନଈରେ ପୋଲିସ-ଅଭିଯୁକ୍ତ ଛକାପଞ୍ଝା । ଏକ ମନ୍ଦିରରୁ ମୂର୍ତ୍ତି ଚୋରି ମାମଲାରେ ଅଭିଯୁକ୍ତକୁ ଧରିବାକୁ ଯାଇ ନାକେଦମ୍ ପୋଲିସ୍ । ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ନଈ ଭତରେ ପୋଲିସ-ଅଭିଯୁକ୍ତ ମଧ୍ୟରେ ଚାଲିଥିଲା ପହଁରା…