• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Patna

Bihar Spider Girl
କୁନି Spider Girl, ଆଖି ପିଛୁଳାକେ ଚଢ଼ିଯାଉଛନ୍ତି ଚିକ୍କଣ କାନ୍ଥରେ ! ଦେଖନ୍ତୁ ଭିଡିଓ

ସ୍ପାଇଡର ଗାର୍ଲ ଆମେରିକା କି ଲଣ୍ଡନର ନୁହଁନ୍ତି । ସେମାନଙ୍କୁ ଭାରତରେ ଦେଖିବାକୁ ମିଳିଛି । କୁନି କୁନି ଦୁଇ ଭଉଣୀ । ଯେଉଁମାନଙ୍କ ପାଖରେ ରହିଛି ସ୍ପାଇଡର ମ୍ୟାନ୍‌ ଭଳି ସୁପର ପାୱାର ।

biha
ସ୍ତ୍ରୀ ପାଇଁ ମୁଁ ବିକିବି କିଡନୀ : ଟଙ୍କା ଯୋଗାଡ଼ ହେଲେ ଭେଟିବାକୁ ଅନୁମତି ଦେବେ ଶ୍ୱଶୁର ଘର ଲୋକେ

କିଡନୀ ନିଅ . . . କିଡନୀ ନିଅ । ରାସ୍ତାରେ ଜୋର ଜୋରରେ ଚିତ୍କାର କରୁଛନ୍ତି ଯୁବକ । ବିହାରର ରାଜଧାନୀ ପାଟନାରେ ପୋଷ୍ଟର ଲଗାଇ କିଡନୀ ବିକ୍ରି ପାଇଁ ଲୋକଙ୍କ ସାମ୍ନାରେ ନେହୁରା ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବକ ତାଙ୍କ କିଡନୀ ବିକ୍ରି କରିବା ପାଇଁ ହାତରେ ପୋଷ୍ଟର ଧରି ପାଟନା ରାସ୍ତାରେ ବୁଲୁଛନ୍ତି

city bus pass
୨୫ ଟଙ୍କାରେ ବସ୍ ପାସ୍ : ଡିଜିଟାଲ ଟିକେଟ୍ ନେଇ ବୁଲିପାରିବେ ପୂରା ଦିନ

ପାଟନା ସିଟି ବସ୍ ସେବା ପାଇଁ ମାତ୍ର ୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ୨୪ ଘଣ୍ଟା ପାଇଁ ପାଇଁ ବୈଧ ହେବ ଏହି ପାସ୍ । ଜଣେ ଯାତ୍ରୀ ରାତି ୧୨ଟା ସମୟରେ ପାସ୍ କଲେ, ପରଦିନ ରାତି ୧୨ଟା ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ସକାଳ ୭ ଟାରେ ଅଫିସ୍ ଯିବାବେଳେ କେହି ପାସ୍ ନେଲେ ସନ୍ଧ୍ୟାରେ ଫେରିବା ପରେ ମଧ୍ୟ ସେହି ପାସରେ ଘରକୁ ଫେରିହେବ ।

Tarkari Express
‘ତରକାରୀ ଏକ୍ସପ୍ରେସ’ ଶୁଭାରମ୍ଭ, ଘରେ ଡେଲିଭରୀ ହେବ ଶସ୍ତା ପନିପରିବା

ବିହାରର ପାଟନାବାସୀଙ୍କ ପାଇଁ ଖୁସି ଖବର । ପରିବା କିଣିବା ପାଇଁ ଆଉ ବଜାର କିମ୍ବା ମଣ୍ଡିକୁ ଯିବାକୁ ପଡିବ ନାହିଁ । ଘରେ ବସି ରାଜଧାନୀବାସୀ ପାଇପାରିବେ ତାଜା ଓ ସତେଜ ପନିପରିବା । ମାତ୍ର କିଛି ଘଣ୍ଟାରେ ସିଧାସଳଖ କ୍ଷେତରୁ ଘରେ ଆସି ପହଞ୍ଚିବ ପରିବା । ଯାହାର ଦର ମଧ୍ୟ ବଜାର ମୂଲ୍ୟ ଠାରୁ କମ୍ ରହିବ । ଏନେଇ ଏକ ଯୋଜନାକୁ ଉନ୍ମୋଚନ କରାଯାଇଛି ।