• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Parents

Girl Child
ଜନ୍ମ କଲା ଛୁଆକୁ ପୋଷ୍ୟ ସନ୍ତାନ ପାଇଁ ଦେଇଦେଲେ ଦମ୍ପତି, କହିଲେ ଛୁଆ ପାଳିବାକୁ ଆମ ପାଖରେ ସମୟ ନାହିଁ

କାମ ପ୍ରେସରର ଦ୍ୱାହି ଦେଇ ଜଣେ ଦମ୍ପତି ମାତ୍ର ୩ ମାସର ଶିଶୁକୁ ଲାଳନପାଳନ କେନ୍ଦ୍ରକୁ ଟେକି ଦେଇଛନ୍ତି । ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିନେବାକୁ ନିଜର ୩ ମାସର ଝିଅକୁ ଟେକି ଦେବା ଯେତିକି ଆଶ୍ଚର୍ଯ୍ୟକର, ସେତିକି ଘୃଣ୍ୟ ମଧ୍ୟ ।

These are the 6 ways to make child obedient and safe
Parenting Tips: ଜିଦ୍‌ଖୋର୍ ପିଲାକୁ ୧୫ ମିନିଟ୍‌ରେ ବୁଝାଇବା ପାଇଁ ଜାଣନ୍ତୁ ଉପାୟ

ଅନେକ ରିସର୍ଚ୍ଚରୁ ଏହା ଜଣାଯାଇଛି ଯେ ଯଦି କୌଣସି ପିଲାକୁ ଗାଳି ଦିଆଯାଏ କିମ୍ବା ଅଧିକ ମାଡ ଦିଆଯାଏ, ତେବେ ସେ ଜିଦ୍‌ଖୋର ଏବଂ ରାଗି ହୋଇଯାଏ। ଏହା ବ୍ୟତୀତ ସେମାନଙ୍କ ଭିତରେ ନକରାତ୍ମକତା ମଧ୍ୟ ସୃଷ୍ଟି ହୁଏ। ଏପରି ପରିସ୍ଥିତିରେ, କିଛି ବାପାମାଆଙ୍କ ପାଇଁ ଟିପ୍ସର ଆବଶ୍ୟକତା ରହିଛି। ସେ ବିଷୟରେ ଜାଣିବା ଜରୁରୀ।

How to make your child physically fit and stronger keep these 5 things in mind
Parenting Tips: ପିଲାମାନଙ୍କୁ ଶକ୍ତିଶାଳୀ କରିବା ଚକ୍କରରେ କରନ୍ତୁ ନାହିଁ ଏହି ଭୁଲ୍, ନଚେତ…

ପିଲାମାନେ ବଢିବା ସହିତ ପାଠ ପଢାପଢି ଏବଂ ଅନ୍ୟାନ୍ୟ କାମ ହେତୁ ସେମାନଙ୍କର ଶାରିରୀକ କାର୍ଯ୍ୟକଳାପ କମିଯାଏ। ଏହା ସେମାନଙ୍କର ଶାରିରୀକ ବୃଦ୍ଧି ଉପରେ ବହୁତ ପ୍ରଭାବ ପକାଇଥାଏ। ଯଦି ଆପଣ ନିଜ ପିଲାକୁ ଶକ୍ତିଶାଳୀ ଏବଂ ଫିଟ୍ କରିବାକୁ ଚାହୁଁଛନ୍ତି, ତେବେ କିଛି ଜିନିଷ ପ୍ରତି ନିହାତି ଧ୍ୟାନ ଦେବା ଜରୁରୀ।

effective parenting tips how to raise all rounder child
Parenting Tips: ଆପଣଙ୍କ ପିଲାକୁ ଅଲ୍‌ରାଉଣ୍ଡର୍ କରିବାକୁ ଚାହୁଛନ୍ତି କି… ଆପଣଙ୍କ ପାଇଁ ଟିପ୍ସ

କେଉଁ ବାପାମାଆ ବା ନ ଚାହାନ୍ତି ସେମାନଙ୍କ ପିଲା ଅଲ୍‌ରାଉଣ୍ଡର୍ ହେଉ ବୋଲି। ପିଲାମାନଙ୍କର ଉନ୍ନତ ବିକାଶ ପାଇଁ, ଅଧ୍ୟୟନରେ ଭଲ ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କ ପାଇଁ କ୍ରୀଡା କିମ୍ବା ଅନ୍ୟାନ୍ୟ ଜିନିଷରେ ଅଂଶଗ୍ରହଣ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତେବେ ପିଲାମାନଙ୍କର ଅଲ୍‌ରାଉଣ୍ଡ୍‌ ବିକାଶ ପାଇଁ କ’ଣ କରିବା ଜରୁରୀ ଆସନ୍ତୁ ଜାଣିବା।

Dry fruits for child mind work like chanakya
Parenting Tips: ପ୍ରତିଦିନ ପିଲାଙ୍କୁ ଦିଅନ୍ତୁ ଏହି ପାଞ୍ଚଟି ଜିନିଷ; ଚାଣକ୍ୟ ପରି କାମକରିବ ମୁଣ୍ଡ

ଡ୍ରାଏ ଫ୍ରୁଟ୍ସ କେବଳ ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ ବରଂ ତାଙ୍କ ମସ୍ତିଷ୍କ ବିକାଶରେ ମଧ୍ୟ ସାହାଯ୍ୟ କରେ। ସେମାନେ କିଛି ଜିନିଷ ଉପରେ ଭଲଭାବେ ଧ୍ୟାନ ଦେବାକୁ ସକ୍ଷମ ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ପିଲାମାନଙ୍କ ମସ୍ତିଷ୍କକୁ ଉନ୍ନତ କରିବା ପାଇଁ ଆପଣ ସେମାନଙ୍କ ଖାଦ୍ୟରେ କେଉଁ ଡ୍ରାଏ ଫ୍ରୁଟ୍ସ ସାମିଲ କରିବା ଉଚିତ।

How to deal with kids food tantrums to avoid crying
Parenting Tips: ପିଲାମାନେ ଖାଇବାକୁ ହଇରାଣ କରୁଛନ୍ତି କି… ଏହି ନଖରାମୀକୁ ଏଡାଇବା ପାଇଁ ୬ଟି ଉପାୟ

ବିଶେଷକରି ଖାଇବା ସମୟରେ ବାପାମାଆଙ୍କ ପାଇଁ ଛୋଟ ପିଲାମାନଙ୍କ ନଖରାମୀକୁ ପରିଚାଳନା କରିବା କଷ୍ଟକର ହୋଇପଡେ। ଏଭଳି ପରିସ୍ଥିତିରେ ପିଲା ଖାଇବା ବେଳେ ପ୍ରାୟ ପାଟି ବନ୍ଦ କରିଦିଅନ୍ତି। ସେମାନଙ୍କ ଏହି ନଖରାମୀକୁ ଏଡାଇବା ପାଇଁ ଜାଣନ୍ତୁ ୬ଟି ଉପାୟ।

5 ways to make your child cultured obedient
Parenting Tips: ପିଲାମାନଙ୍କୁ ନମ୍ର ଓ ଭଦ୍ର କରିବାକୁ ଚାହୁଁଛନ୍ତି କି… ଆପଣାନ୍ତୁ ଏହି ୫ ଉପାୟ

ଯଦି ଆପଣଙ୍କର ପିଲା ନକାରାତ୍ମକ ପ୍ରତିକ୍ରିୟା ଆରମ୍ଭ କରି ଦେଇଛନ୍ତି କିମ୍ବା ସଠିକ୍ ବ୍ୟବହାର କରୁନାହାଁନ୍ତି, ତେବେ ଏହା ନିଶ୍ଚିତ ଯେ ସେ ନକାରାତ୍ମକ ଶକ୍ତି ଦ୍ୱାରା ଘେରି ରହିଛନ୍ତି କିମ୍ବା ଅବସାଦରେ ପୀଡିତ ଅଛନ୍ତି। ଜାଣନ୍ତୁ କିପରି ଆଣିବେ ବାଟକୁ।

5 tips how to make baby smart and intelligent
Parenting Tips: ପିଲାମାନଙ୍କୁ ବୁଦ୍ଧିମାନ କରିବାକୁ ଚାହୁଁଥିଲେ, ଗ୍ରହଣ କରନ୍ତୁ ଏହି ୫ ଟିପ୍ସ

ଆଜିର ପ୍ରତିଯୋଗିତାମୂଳକ ଯୁଗରେ କିଏ ବା ନିଜ ପିଲାମାନଙ୍କୁ ସ୍ମାର୍ଟ ଓ ବୁଦ୍ଧିମାନ କରିବାକୁ ନ ଚାହେଁ। ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହାନ୍ତି ତେବେ ଏହି ଟିପ୍ସ ଉପରେ ନଜର ପକାନ୍ତୁ।

Three children burnt alive as hut catches fire in Firozabad, parents critical
ପୂରା ପରିବାରକୁ ଜାଳିଦେଲା ନିଆଁ; ୩ ଶିଶୁ ମୃତ, ବାପା-ମା’ ଗୁରୁତର

୩୦ ବର୍ଷୀୟ ସକିଲ ଜଣେ ଗରିବ ହୋଇଥିବାରୁ ସେ ତାଙ୍କ ପତ୍ନୀ ଓ ୩ ପିଲାଙ୍କୁ ଧରି ଏକ କୁଡ଼ିଆରେ ରହିଆସୁଥିଲେ । ନିକଟରେ ସକିଲଙ୍କୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଏକ ଘର ମଧ୍ୟ ମିଳିଥିଲା । ଘର କାମ ଶେଷ ହୋଇନଥିବାରୁ ସେମାନେ କୁଡ଼ିଆରେ ରହୁଥିଲେ ।

Parenting tips to lookafter child
Parenting: ପିଲା ପାଳିବା ସହଜ ନୁହେଁ; ଜାଣନ୍ତୁ ଉତ୍ତମ ପିଲା ଗଢିବାର ୫ଟି ଉପାୟ

ପିଲା ପାଳିବା ସବୁଠାରୁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ପିଲାମାନଙ୍କୁ ଭଲ ଓ ଖରାପ ଜଣେଇବା, ଅନ୍ୟମାନଙ୍କୁ ସମ୍ମାନ ଦେବାର ଅର୍ଥ କ’ଣ ଶିଖାଇବା ନେଇ ବାପାମାଆଙ୍କର ଗୁରୁ ଦାୟିତ୍ୱ ରହିଥାଏ।

Global Day of Parents
କାହିଁକି ଓ କେବେଠୁ ପାଳନ ହେଉଛି Global Day of Parents

ପ୍ରତିଦିନ ଆମେ ବାପାମାଆଙ୍କୁ ସମ୍ମାନ ଓ ଭଲପାଇବା ଦେଉଛନ୍ତି । କିନ୍ତୁ ଆଜି ଏମିତି କିଛି କରିବା ଯାହା ତାଙ୍କ ପାଇଁ ଚିରଦିନ ଯାଏଁ ସ୍ମରଣୀୟ ହୋଇରହିବ।

teen murders parents and siblings
ପୂରା ପରିବାରକୁ ସଫା କରିଦେଲା ୧୮ ବର୍ଷର ପିଲା, କହିଲା- 'ମୋତେ ଖାଇଯାଇଥାନ୍ତେ... ସମସ୍ତଙ୍କୁ ସଫା କରିଦେଲି'

ସେମାନେ 'ମାଂସାଶୀ'... ଯଦି ସେମାନେ ମରିନଥାନ୍ତେ... ତାହାହେଲେ ସେମାନେ ମୋତେ ମାରିଦେଇଥାନ୍ତେ।

Special Story | Parents resort to begging for son’s treatment in Odisha
ପୁଅକୁ ବଞ୍ଚାଇବା ପାଇଁ ଭିକ ମାଗୁଛନ୍ତି ବାପା-ମାଆ

ଅସାଧ୍ୟ ରୋଗରେ ପଡ଼ିଛି ପୁଅ। ଚିକିତ୍ସା କରାଇବା ପାଇଁ ବାପା-ମାଆଙ୍କ ପାଖରେ ପଇସା ନାହିଁ। କେମିତି ପୁଅକୁ ବଂଚାଇବେ ସେନେଇ ଅନେକ ସଂଘର୍ଷ କରୁଛନ୍ତି। ହେଲେ ଉପାୟ କିଛି ମିଳୁନି। ଶେଷରେ ବାଧ୍ୟ ହୋଇ ଏମିତି ଭିକ ମାଗୁଛନ୍ତି ବାପା-ମାଆ। ଦୋକାନ ଦୋକାନ ବୁଲୁଛନ୍ତି, ପୁଅ ପାଇଁ ଟଙ୍କା ଯୋଗାଡ଼ କରୁଛନ୍ତି...ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ...

Apana Eka Nuhanti।  Parents Seek Financial Help To Cure Son Suffering From Kidney Ailment । Cuttack
ଦୁଇ ଦୁଇଟି କିଡ଼ନୀ ଖରାପ: ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି...ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ

ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳିବା କଷ୍ଟ। ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସେପଟେ ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ। ବାସ୍‌ ସରକାରଙ୍କ ସାହାଯ୍ୟ ମିଳିଲେ ବିନୋଦଙ୍କ ଚିକିତ୍ସା ହେବ...ପୁଣି ଥରେ ପରିବାର ହସିବ

Making News। Dispute Between Parents Over Love Marriage
ଇଲୋ ଇଲୋ...ତୁମେ ମଲେ ମୁଁ ବିଧବା ହେବି, ତୁମେ କାହିଁ ମୁଣ୍ଡ କାଟିବ ମ?

ଆଲୋ ହେ...ତୁ କିଏ ଲୋ? ତୋ ପାଦ ତଳେ ମୋ ଗେରସ୍ତ କାହିଁ ମୁଣ୍ଡ କାଟି ଥୋଇବ? ମୁଁ କଣ ତୋ ପାଇଁ ବିଧବା ହେବି? ଅନେଇଲୁ...

Odisha Parents Seek Aid For Toddler With Fatal Genetic Disorder Who Need Rs 16 Cr Injection
SCBରେ ହେଇପାରିଲାନି ରାଜଭୀରଙ୍କ ଚିକିତ୍ସା

ପୁଅ ରାଜଭୀରକୁ ନେଇ SCB ମେଡିକାଲରୁ ଚାଲିଗଲେ ବାପାମାଆ.. ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ନାହିଁ ବୋଲି ଡାକ୍ତର କହିବା ପରେ ସେମାନେ ଫେରିଗଲେ..

Mother Affairs
ମା'ର ଅନୈତିକ ସମ୍ପର୍କର କାହାଣୀ ବଖାଣିଲେ ଭାଇ ଭଉଣୀ

ବାପା ଜେଲରେ ରହିବା ପରଠାରୁ ଉଭୟେ ଭାଇ ଭଉଣୀ ଚଳିବା ସମସ୍ୟା ହେଉଛି। ହେଲେ ବାହାର ଲୋକ ଘରକୁ ଆସି ମଦ୍ୟପାନ କରି ଯାବତୀୟ ଅନୈତିକ କାମ କରୁଛନ୍ତି। ଏଥିରେ ବିରୋଧ କଲେ ମା ଆମକୁ ପିଟୁଛନ୍ତି।

dgm
ରାଜଧାନୀର ଗାନ୍ଧାରୀ: ସ୍ୱାମୀଙ୍କ ପାଇଁ ଅଳିଆ ଗଦାରେ କଟୁଛି ଜୀବନ

ଏ ଗାନ୍ଧାରୀ ନା ଆଖିରେ କଳା ପଟି ବାନ୍ଧିଛନ୍ତି ନା ଶତ ପୁତ୍ରର ବର ପାଇଛନ୍ତି। ଏ ଗାନ୍ଧାରୀ ସ୍ୱାମୀଙ୍କ ପାଇଁ ବଞ୍ଚି ଥାଉ ଥାଉ ନର୍କକୁ ଆଦରି ନେଇଛନ୍ତି।