୧୮ତମ ପାରା ଆଥଲେଟିକ୍ ଚାମ୍ପିଅନସିପ୍ : ୪ ଜଣ ଦିବ୍ୟାଙ୍ଗ ଖେଳାଳି ମନୋନୀତ Mar 17, 2018 କଟକ : ଅଦମ୍ୟ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ଫଳରେ ଅସାଧ୍ୟ ବି ସାଧନ କରିହୁଏ। ଆଉ ଏହା ପ୍ରମାଣ କରି ଦେଖାଇଛନ୍ତି ୪ ଜଣ ଦିବ୍ୟାଙ୍ଗ ଖେଳାଳି। ସାଲେପୁର ପାଇଁ…