• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pakistan

India vs Pakistan
କେବେ ଖେଳାଯାଇଥିଲା ଭାରତ-ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍‌, ଜାଣନ୍ତୁ କ’ଣ ଥିଲା ଏହାର ରେଜଲ୍ଟ...

ଆମେ ଭାରତ ଓ ପାକିସ୍ତାନ କ୍ରିକେଟ ଇତିହାସକୁ ଦେଖିବା ତାହାଲେ ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍‌ ୧୯୫୨ରେ ଖେଳାଯାଇଥିଲା। ଏହା ଏକ ଟେଷ୍ଟ ମ୍ୟାଚ୍‌ ଥିଲା।

India vs Pakistan
ମ୍ୟାଚ୍ ଦେଖିବା ପାଇଁ ରୋଗୀ ହୋଇଗଲେ ଦର୍ଶକ, ହସ୍ପିଟାଲ ବୁକ୍ କରୁଛନ୍ତି କ୍ରିକେଟ୍ ପ୍ରେମୀ

ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦ ହସ୍ପିଟାଲରେ ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା। ସାଧାରଣତଃ ଅସୁସ୍ଥତା ଯୋଗୁଁ ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି।

Pakistan Blast
ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ, ୫୨ ମୃତ

ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ପୋଲିସ୍ ଅଫିସର ହେଉଛନ୍ତି ଡିଏସ୍‌ପି ନୱାଜ ଗଶ୍‌କୋରି। ଅନ୍ୟପକ୍ଷରେ ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Pakistan TV Show
ପାକିସ୍ତାନରେ ଲାଇଭ୍ ଟିଭି ଡିବେଟ୍‌ରେ ପିଟାପିଟି !

ଲାଇଭ୍ ଟିଭି ଶୋ’ରେ ଏଭଳି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ବି ସମାନ ଘଟଣା ପାକିସ୍ତାନରେ ଘଟିଛି ।

Pakistan
ପାକିସ୍ତାନରୁ ବିମାନରେ ଭିକାରୀ ଯାଉଛନ୍ତି କୁଆଡେ ?

ମିଳିଥିବା ସୂଚନା ଅନୁସାରେ ବିଦେଶରେ ଗିରଫ ହୋଇଥିବା ଭିକାରୀମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନର। ପାକିସ୍ତାନରୁ ବହୁ ସଂଖ୍ୟାରେ ଭିକାରୀ ଏବେ ଇରାନୀ ଓ ସାଉଦି ଆରବ ଜେଲରେ ରହିଛନ୍ତି।

Pakistan
ବିଶ୍ୱକପ୍ ପାଇଁ ପାକିସ୍ତାନକୁ ମିଳିଲା ଭିସା, ଏହି ଦିନ ଭାରତରେ ପହଞ୍ଚିବ ପାକ୍ କ୍ରିକେଟ ଟିମ୍

ବାସ୍ତବରେ ଭିସା ପାଇବାରେ ବିଳମ୍ବ ହେତୁ ପାକିସ୍ତାନ କ୍ରିକେଟ ବୋର୍ଡ ‍ଆଇସିସି ପାଖରେ ଅଭିଯୋଗ କରିଥିଲା। ଭିସା ବିଳମ୍ବ ହେତୁ ପାକିସ୍ତାନ ଦଳର ଅଭ୍ୟାସ ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଇସିସି ନିକଟରେ ଅଭିଯୋଗ କରିଥିଲା ପିସିବି

Pakistan Cricket Team
୪ ମାସ ହେଲା ପାକିସ୍ତାନ କ୍ରିକେଟରଙ୍କୁ ମିଳିନି ଦରମା, ବିଶ୍ୱକପ ଖେଳିବେ କେମିତି ?

କ୍ରିକେଟ ପାକିସ୍ତାନର ରିପୋର୍ଟ ଅନୁସାରେ, ଗତ ଚାରି ମାସ ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କୁ ନା ମ୍ୟାଚ୍ ଫି’ ଦେଇଛି ନା ମାସିକ ଦରମା ପ୍ରଦାନ କରିଛି । ଏଭଳି ପରିସ୍ଥିତିରେ ଯୁବ ଖେଳାଳିଙ୍କ ଆଗରେ ଆର୍ଥିକ ସମସ୍ୟା ଉପୁଜିଛି ।

General VK Singh
‘ସିନେମାଠୁ ଆରମ୍ଭ କରି କ୍ରିକେଟ ପର୍ଯ୍ୟନ୍ତ, ସବୁ ସମ୍ପର୍କ ଭାଙ୍ଗିଲେ ବୁଦ୍ଧି ଶିଖିବ’

ଉଦ୍ଧବ ଶିବସେନା ବି ଏହି ମନ୍ତବ୍ୟକୁ ସମର୍ଥନ କରିଛିା ଭାରତ-ପାକିସ୍ତାନ ମ୍ୟାଚ୍ କୁ ରଦ୍ଧ କରିବା ସହ ସବୁ ପ୍ରକାର ସମ୍ପର୍କ ଭାଙ୍ଗିବାକୁ ଦାବି କରିଛି ଦଳା

Mutton Biryani
ବିରିୟାନୀ ପ୍ଲେଟ୍‌ରେ ନଥିଲା ମଟନ୍‌; ଭୋଜି ମଝିରେ ଉଡ଼ିଲା ଚେୟାର୍‌..ଦେଖନ୍ତୁ..

ମଟନ ବିରିୟାନୀ ପାଇଁ ଝଗଡ଼ା । ଅତିଥି ମଟନ ବିରିୟାନୀ ଖାଉଥିବା ବେଳେ ସେଥିରୁ ମଟନ ନ ବାହାରିବାରୁ ପାଟିଟୁଣ୍ତ ଲାଗିଲା । ତା’ପରେ..

Terrorist Attack
ପାକିସ୍ତାନରେ ଆତଙ୍କୀ ହମଲା; ଚୀନ୍‌ ଇଞ୍ଜିନିୟରଙ୍କ ଗାଡ଼ି ଉପରେ ଆକ୍ରମଣ

ଆଜି ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ସଶସ୍ତ୍ର ବିଦ୍ରୋହୀମାନେ ଚୀନ୍‌ ଇଞ୍ଜିନିୟର୍‌ମାନଙ୍କର ଗାଡ଼ି ଉପରେ ଆକ୍ରମଣ କରିଥିବା କଥା ‘ଦି ବାଲୋଚିସ୍ତାନ୍‌ ପୋଷ୍ଟ୍‌’ ରିପୋର୍ଟ କରିଛି।

India's New Jersey
ଇତିହାସରେ ପ୍ରଥମ; ପାକିସ୍ତାନ ନାମ ଲେଖାଥିବା ଜର୍ସି ପିନ୍ଧି ଫିଲ୍ଡକୁ ଓହ୍ଲାଇବ ଟିମ୍‌ ଇଣ୍ତିଆ !

ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ୨୦୨୩ ରେ ଟିମ୍‌ ଇଣ୍ତିଆର ଜର୍ସିରେ ପାକିସ୍ତାନର ନାମ ରହିପାରେ । ଏନେଇ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Pakistan
ପାକିସ୍ତାନର କୁମ୍ଭୀର କାନ୍ଦଣା ! ବିରାଡ଼ି ବୈଷ୍ଣବ ଭଳି ଜପୁଛି ଶାନ୍ତି ଓ ସୁସଂପର୍କର ମନ୍ତ୍ର

ଏବେ ଘୋର ରାଜନୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ। ଲୋକେ ଭୋକରେ ଡହଳବିକଳ ହେଉଥିବା ବେଳେ, ଖାଦ୍ୟଦର ଆକାଶଛୁଆଁ ।

pakistan blast
ପାକିସ୍ତାନରେ ପ୍ରତିମାସ ଫୁଟୁଛି ବୋମା, ଆତଙ୍କୀ ହମଲାରେ ଲହୁଲୁହାଣ ଆତଙ୍କବାଦର ପ୍ରାୟୋଜକ 

ଚଳିତବର୍ଷ ଶେଷ ଆଡ଼କୁ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ଦେଶର ପଲିଟିକାଲ୍ ମାହୋଲ୍ ବି ସରଗରମ ହେଉଛି। ତେବେ ରାଜନୈତିକ ସଭାରେ ଏଭଳି ଆତଙ୍କୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି ।

Bomb Blast In Pakistan
ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪୦ ମୃତ, ୮୦ରୁ ଅଧିକ ଆହତ

ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ। ବିସ୍ଫୋରଣରେ ୪୦ ମୃତ, ୮୦ ଆହତ। ଖାଇବର ପଖତୁନଖ୍ୱାରେ ବିସ୍ଫୋରଣ ହୋଇଛି।

No Plans To Marry, She Will Return To India: Pak Friend Of Indian Woman
‘ବିବାହ କରିବାର ପ୍ଲାନିଂ ନାହିଁ’; ପ୍ରେମିକକୁ ଭେଟି ପାକିସ୍ତାନରୁ ଫେରିବେ ଅଞ୍ଜୁ

ସୀମା-ସଚିନଙ୍କ ପରେ ଏବେ ଅଞ୍ଜୁ-ନସରୁହ୍ଲା ଲଭ୍ ଷ୍ଟୋରୀ ଖୁବ୍‌ ଚର୍ଚ୍ଚାରେ ରହିଛି । ଭାରତୀୟ ପୁଅ ପ୍ରେମରେ ପଡ଼ି ସୀମା ଡେଇଁ ଆସିଥିଲେ ସୀମା ହାଇଦର । ଆଉ ଏବେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ବର୍ଡର ଡେଇଁଛନ୍ତି ଭାରତର ଅଞ୍ଜୁ ।

India - Pakistan
ଜାତିସଂଘରେ ପାକିସ୍ତାନକୁ ଆମେରିକାର ବିରୋଧ, ଭାରତ କଲା ସମର୍ଥନ !

ୟୁଏନ୍‌ଏଚ୍‌ଆରସିରେ ମୋଟ ୪୭ ସଦସ୍ୟ ଅଛନ୍ତି। ଓଆଇସିରେ କେବଳ ୧୯ ଦେଶ ସଦସ୍ୟ ଅଛନ୍ତି। ଏହି ପ୍ରସ୍ତାବ ଉପରେ ଚୀନ୍ ସମର୍ଥନ ଦେଇଛି। ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ବେଲଜିୟମ୍, ଜର୍ମାନୀ, ରୋମାନିଆ, ଲିଥୁଆ, କୋଷ୍ଟାରିକା ଓ ଫିନଲ୍ୟାଣ୍ଡ ସମେତ ୧୨ ଦେଶ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ।

Love Story
ଏମିତି ବି ହୁଏ...ପ୍ରେମ ପାଇଁ ସୀମା ଡେଇଁଲେ ‘ସୀମା’

PUBG ଖେଳୁ ଖେଳୁ ହୋଇଗଲା ପ୍ରେମ । ଏମିତିକି ପ୍ରେମିକକୁ ପାଇବା ପାଇଁ ବର୍ଡର ପାର୍‌ କରିଗଲେ ମହିଳା ।

ODI World Cup 2023
ପାକିସ୍ତାନକୁ ICC ଝଟକା; ଅହମ୍ମଦାବାଦରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ

ପୁଣି ବିଶ୍ୱକପ୍‌ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ । ବିଶ୍ୱକପ୍ ୨୦୨୩ ପାଇଁ ଜାରି ହୋଇଛି କାର୍ଯ୍ୟସୂଚୀ । ଅକ୍ଟୋବର ୧୫ରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ । ଅହମ୍ମଦାବାଦରେ ପାକିସ୍ତାନକୁ ଭେଟିବ ଭାରତ । ଅକ୍ଟୋବର ୫ରୁ ବିଶ୍ବକପ୍ କ୍ରିକେଟ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଅହମ୍ମଦାବାଦରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଅକ୍ଟୋବର ୮ରେ ଚେନ୍ନାଇରେ ପ୍ରଥମ ମ୍ୟାଚ ଖେଳିବ ଭାରତ । ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ । ପାକିସ୍ତାନ ଟିମ୍ ଭାରତ ଆସିବା ନେଇ ଅନିଶ୍ଚିତତା ରହିଛି ।

College Girl Student Attack On Police
ତାତିଲେ ଛାତ୍ରୀ; ପିନ୍ଧିଲେ ବୁର୍ଖା, ପୋଲିସକୁ ନିର୍ଧୂମ ପିଟିଲେ... ଦେଖନ୍ତୁ ଭିଡିଓ

ଛାତ୍ରୀମାନେ ବୁର୍ଖା ପିନ୍ଧିବା ସହ ହାତରେ ବାଡ଼ିଧରି ପୋଲିସକୁ ବାଡ଼େଇଛନ୍ତି । ସୂଚନା ଅନୁସାରେ ପ୍ରଥମେ ଇସଲାମାବାଦରେ ଲାଲ ମସଜିଦର ମୌଲାନା ଅବଦୁଲ ଅଜିଜଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

Man paints chicken green
କୁକୁଡା ଦେହରେ କଲର ମାରି କରିଦେଲେ ଶୁଆ !

କି ବୁଦ୍ଧି ! କୁକୁଡାକୁ ରଙ୍ଗ ମାରି କରିଦେଲେ ଶୁଆ...ପୁଣି ଦାମ୍‌ କହିଲେ ୭ ହଜାର । ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ

Fake SIM Card
ପାକିସ୍ତାନରେ କେମିତି କାମ କରୁଥିଲା ଓଡ଼ିଶା ସିମ୍ ?

କେଉଁ ଉପାୟରେ ଓଟିପି ନେଇ ଆଇଏସଆଇ ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଅପରେଟ୍ କରୁଥିଲେ ଓଡ଼ିଶା ଫୋନ୍ ନମ୍ବର ? ରାକେଟର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାକୁ ଆସନ୍ତାକାଲି ରିମାଣ୍ଡରେ ଆଣି ଗୋଟି ଗୋଟି କରି ସତ ଓଗାଳିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ ଏସଟିଏଫ୍।

 ISI agents
ସିମ୍‌ ଓଡ଼ିଶାର, ବ୍ୟବହାର କରୁଥିଲେ ପାକିସ୍ତାନ ଗୁଇନ୍ଦା ସଂସ୍ଥା; ବନ୍ଧାହେଲେ ୩ ଓଡ଼ିଆ

ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ITI ଶିକ୍ଷକ ଥିବା ଜଣା ପଡ଼ିଛି । STFର ସୂଚନା ଅନୁସାରେ ଏମାନେ ଅନ୍ୟମାନଙ୍କ ନାଁରେ ବିପୁଳ ପରିମାଣରେ ପ୍ରିଆକ୍ଟିଭ୍ ସିମ୍ କିଣୁଥିଲେ । ସେଥିରୁ OTP ଜେନେରେଟ୍ କରି ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କୁ ବିକ୍ରି କରୁଥିଲେ ।

pakistan
ପାକିସ୍ତାନର ଅଭିଶପ୍ତ ପ୍ରଧାନମନ୍ତ୍ରୀ ଆସନ : ଯିଏ ବସିଛି, ଭୋଗିଛି ଦୁର୍ଦ୍ଦଶା

ଗିରଫ ହେବାରେ ଇମ୍ରାନ ଖାନ୍ ପ୍ରଥମ ନୁହଁନ୍ତି । ଆଗରୁ ବି ଗିରଫ ହୋଇଛନ୍ତି ଓ ଜେଲ୍ ଯାଇଛନ୍ତି ପାକିସ୍ତାନର ଅନେକ ପ୍ରଧାନମନ୍ତ୍ରୀ