• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ouat

World Veterinary Day 2023
World Veterinary Day 2023: ମନ ମୋହିଲା ଚିତ୍ତାକର୍ଷକ ଘୋଡା ଦୌଡ ସାଙ୍ଗକୁ ପୋଷା କୁକୁରଙ୍କ କ୍ୟାଟ୍ ୱକ୍

OUAT ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଚିତ୍ତାକର୍ଷକ ଘୋଡା ଦୌଡ ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

King Cobra With Fractured Ribs Undergoes Surgery At OUAT In Bhubaneswar
ଯୋଡ଼ି ହେବ ଅହିରାଜର ଭାଙ୍ଗି ଯାଇଥିବା ହାଡ଼

ରିଷ୍ଟ୍ରେନିଂ ଟ୍ୟୁବ୍‌ରେ ଅହିରାଜ। ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ସାପର ଚିକିତ୍ସା ହୋଇଛି। ଥାଇଲାଣ୍ଡ୍‌ ଷ୍ଟାଇଲ୍‌ରେ ବିଷଧର କିଙ୍ଗ୍ କୋବ୍ରାକୁ ସ୍ନେକ୍ ହେଲ୍‌ପ୍‌ ଲାଇନ୍ ସଦସ୍ୟ ଧରିଥିବା ଦେଖିବାକୁ ମିଳିଛି। ସ୍ନେକ୍ ହେଲ୍‌ପ୍‌ ଲାଇନ୍ ସଦସ୍ୟ ଅତି ସତର୍କତା ଭାବେ ସାପର ମୁଣ୍ଡକୁ ଧରିବା ପରେ ରିଷ୍ଟେନିଂ ଟ୍ୟୁବ୍‌ରେ ପଶାଇ ଥିଲେ। ଏହାପରେ ଚିକିତ୍ସା ଆରମ୍ଭ ହୋଇଥିଲା।

facebook
ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

ଭୁବନେଶ୍ୱର: ପ୍ରଫେସରଙ୍କ  ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ।  ଭୁବନେଶ୍ୱର OUATର ଡାଇରେକ୍ଟର କ୍ଲିନିକ ମନୋରଞ୍ଜନ ଦାଶଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ ଆସିଥିବା ନେଇ ଅଭିଯୋଗ ହୋଇଛି। ହେଲେ ଏପଟେ କେଉଁ ପରିସ୍ଥିତିରେ ଏପରି ହୋଇଛି ମୁଁ ଜାଣିନାହିଁ ବୋଲି କହିଛନ୍ତି ସମ୍ପୃକ୍ତ ପ୍ରଫେସର।  ଏଥିସହ ଚକ୍ରାନ୍ତର ଶିକାର ହୋଇଥାଇ ପାରେ। ଏ ନେଇ ମୁଁ ପ୍ରଥମେ OUAT ଭିସିଙ୍କୁ ଜଣାଇବି ବୋଲି କହିଛନ୍ତି ପ୍ରଫେସର ମନୋରଞ୍ଜନ।  ଆବଶ୍ୟକ ପଡ଼ିଲେ ପୋଲିସର ସହାୟତା ନେବି ବୋଲି ମଧ୍ୟ ସେ କହିଛନ୍ତି।