• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Otv Impact

OTV IMPACT
ଖବର ବାଜିଲା ପରେ ପହଞ୍ଚିଲେ ସହୃଦୟ ବ୍ୟକ୍ତି, ହେଲେ ପହଞ୍ଚିଲାନି ପ୍ରାଶାସନ

ଆରପାରିକୁ ଚାଲିଗଲେ ବାପା-ମା’ । ଅନାଥ ହୋଇଗଲେ ୫ ଭାଇ-ଭଉଣୀ । ଆଉ ଖବର ପ୍ରସାରଣ ପରେ ଦୁଃଖୀ ଅନାଥିନୀ ଭାଇ-ଭଉଣୀଙ୍କ ନିକଟରେ ସହୃଦୟ ବ୍ୟୃକ୍ତି ପହଞ୍ଚି ସାହାଯ୍ୟର ହାତ ବଢ଼ାଇଛନ୍ତି । ହେଲେ ଏଯାଏଁ ପହଞ୍ଚିପାରିନି ପ୍ରଶାସନ ।

OTV Impact
ମୁଣ୍ଡ ନେଇଛି ମୁକୁଳା ଡ୍ରେନ୍; ଓଟିଭିରେ ଖବର ପ୍ରସାରଣ ପରେ CMCର ତତ୍ପରତା

କଟକ ନୂଆବଜାର ଅଞ୍ଚଳର ମହିମା ନଗରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଯାଜପୁର ଜିଲ୍ଲାର କିନ୍ତୁ ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।

OTV Impact: Helpless family gets aid in Bhadrak
ଅକାଳରେ ଚାଲିଗଲା ସ୍ୱାମୀଙ୍କ ଜୀବନ; ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ, ବାପ ଛେଉଣ୍ଡ ଏବେ ୩ ଝିଅ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭୁଇଁପୁର ଗାଁର ମଦନମୋହନ ବିଶ୍ୱାଳଙ୍କ ପୁଅ ମନ୍ମଥ ବିଶ୍ୱାଳ । ତିନି ମାସ ତଳେ ସେ କାମ କରିବାକୁ ତାମିଲନାଡୁ ଇରୋଡକୁ ଯାଇଥିଲେ । ସେଠାରେ ଏକ ଘରୋଇ ସୂତା କଳରେ କାମ କରୁଥିଲେ ।

OTV Impact
ଖବର ବାଜିଲା ସାହାଯ୍ୟ ମିଳିଲା

ସ୍ୱାମୀର ଫଟୋ ଦେଖି ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ । କୁନି ଝିଅର ଆଖିରୁ ବି ଶୁଖୁନି ଲୁହ । ଗରିବ ଅଭାବୀ ପରିବାର ବୋଲି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲା ଭେଣ୍ଡିଆ ପୁଅ । ହେଲେ ଆଉ ଫେରିଲାନି । ଏମିତି କି ପୁଅର ଶବ ଦେଖିପାରିଲେନି ବୁଢ଼ା ବାପା । ପୂରା ଦୁଃଖରେ ଭାଙ୍ଗିପଡ଼ିଲା ପରିବାର ।

OTV Impact
ଷ୍ଟାଡିୟମ୍ ହେବ କ୍ରିକେଟ୍ ହବ୍

ଅସଜଡା ହୋଇ ପଡ଼ି ରହିଥିଲା ଏଇ ଷ୍ଟାଡିୟମ୍... ଏବେ ହରାଭରା ହେବ...ଦିନେ ଖାଲଖମାରେ ପରିପୂର୍ଣ୍ଣ ଥିବା ଏଇ ଷ୍ଟାଡିୟମ୍ ଏବେ ସବୁଜ ଘାସ ଗାଲିଚାରେ ରଙ୍ଗୀନ୍ ହୋଇଯିବ। ଓସିଏ ଚୁକ୍ତି କରିବା ପରେ ଏବେ ଏଇ ଷ୍ଟାଡିୟମ୍ ପାଲଟିବ କ୍ରିକେଟ୍ ହବ।

Bairagi Sethi
୨୮ ବର୍ଷର କାମକୁ ୮ ଦିନରେ କଲା ଓଟିଭି; ବୈରାଗୀଙ୍କୁ ମିଳିଲା ନୂଆ ଆଲବମ୍‌

ପୁଚୁକି ଗାଲି ଫେମ୍ ବୈରାଗୀଙ୍କୁ ମିଳିଲା କାମ । ଏକ ନୂଆ ଆଲବମରେ ନଜର ଆସିଛନ୍ତି ବୈରାଗୀ ।

OTV Impact
ଓଟିଭିରେ ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ମିଳିଲା ସହାୟତା

ଓଟିଭିରେ ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ମିଳିଲା ସହାୟତା। ଦୀର୍ଘଦିନ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ, ତେବେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଚିକିତ୍ସାରେ ବାଧା ଉପୁଜିଥିଲା।

OTV Impact: Dead Man Comes Out Alive
ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଗଲା !

ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଲା । ୫ ମାସର ଭତ୍ତା ବି ପାଇଲା...ଜାଣନ୍ତୁ କଣ ଥିଲା ପୂରା ଘଟଣା

OTV Impact
ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଗଲା !

ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଲା । ୫ ମାସର ଭତ୍ତା ବି ପାଇଲା...ଜାଣନ୍ତୁ କଣ ଥିଲା ପୂରା ଘଟଣା

OTV Impact
ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଲା ତାଲା...ଏବେ ସୁରକ୍ଷିତ କୁନି କୁନି ପିଲା

ଫେବୃୟାରୀ ୨୦ରେ ଶଙ୍କରା-୬ ଖଇରାପଡାର ଭଙ୍ଗାଦଦରା ଅଙ୍ଗନବାଡି କେନ୍ଦ୍ରର ଅବସ୍ଥାକୁ ନେଇ ଓଟିଭିରେ ଏକ ରିପୋର୍ଟ ପରିବେଷଣ କରାଯାଇଥିଲା । ଯାହାପରେ ପ୍ରଶାସନ ତତ୍ପରତା ଦେଖାଇଛି.। ପୂର୍ବରୁ ଗ୍ରାମବାସୀ ଯେତେ ଅଭିଯୋଗ କଲେ ବି ପ୍ରଶାସନ କର୍ଣ୍ଣପାତ କରୁନଥିଲେ କିନ୍ତୁ ଖବର ପ୍ରସାରଣ ପରେ ବିନିକା ବିଡିଓ, ସ୍ଥାନୀୟ ସରପଞ୍ଚ ପହଞ୍ଚି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବା ସହ ନିକଟସ୍ଥ ଏକ ସ୍କୁଲରେ ପିଲାଙ୍କ ପାଠପଢା ଲାଗି ବ୍ୟବସ୍ଥା କରାଇଛନ୍ତି।

OTV Impact
ଅଙ୍ଗନବାଡ଼ି କେନ୍ଦ୍ରରେ ପଡିଲା ତାଲା.. ଏବେ ସୁରକ୍ଷିତ କୁନି କୁନି ପିଲା

ଓଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନର ତତ୍ପରତା..ଏବେ ସୁରକ୍ଷିତ କୁନି କୁନି ପିଲା.

200-year-old pond renovated in Odisha's Bhadrak
ଦିନେ କେହି ଆଡ଼ ଆଖିରେ ଚାହୁଁ ନଥିଲେ, ଆଜି ନୂଆ ରୂପ ନେବାକୁ ଯାଉଛି ୨୦୦ ବର୍ଷ ପୂର୍ବର ଡିଗି ପୋଖରୀ

ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ପୋଖରୀ ଏବେ ହେବାକୁ ଯାଉଛି ପଦ୍ମ ପୋଖରୀ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଥିବା ପ୍ରାୟ ୨୦୦ ବର୍ଷ ପୂର୍ବର ଐତିହାସିକ ଡିଗି ପୋଖରୀ ଏବେ ନୂଆ ରୂପ ନେବାକୁ ଯାଉଛି।

School
ଉଠିଲା ବାସନ୍ଦ; ପୁଣି ସ୍କୁଲ ଗଲେ, ଏକାଠି ବସିଲେ

୧୦ ଦିନ ହେଲାଣି ସବୁକିଛି ବନ୍ଦ ଥିଲା। ଓଟିଭିରେ ଖବର ପ୍ରସାରଣ ହେବା ପରେ ସ୍କୁଲ ଗଲେ ପିଲା..ଏକାଠି ବସିଲେ, ସାଙ୍ଗ ହୋଇ ଖାଇଲେ। ହେଲେ ବାସନ୍ଦକୁ ନେଇ ଥମୁନି ଆରୋପ ପ୍ରତ୍ୟାରୋପ

Humanity
ଅନାଥ ହେବା ପରେ ମାଡ଼ି ବସିଲା ଦୁଖ, ଏବେ ଦୁଇ ଭଉଣୀଙ୍କୁ କୋଳେଇ ନେଲା ପ୍ରଶାସନ

ବାପା-ମାଆ ଚାଲିଯିବା ପରେ ବଡଭାଇ ସିନା ପଚାରିଲାନି ହେଲେ ସାନ ଭାଇ ଦୁଇ ଭଉଣୀଙ୍କୁ ମଣିଷ କରିବାକୁ ଯେଉଁ ସଂକଳ୍ପ କରିଥିଲେ ତାହା ଆଜି ପୂରଣ ହେବାକୁ ଯାଉଛି ।

Odisha Govt to provide free sanitary pads
OTVର ମହାପ୍ରଭାବ: ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ମିଳିବ ସାନିଟାରୀ ପ୍ୟାଡ୍‌

ଟିଭିର ମହାପ୍ରଭାବ। ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବାଣ୍ଟିବେ ରାଜ୍ୟ ସରକାର। ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ରିଲିଫ୍‌ କମିଶନର(SRC) ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟାବଶ୍ୟକ ରିଲିଫ କିଟ୍ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳର ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ ନେଇ ଚିଠିରେ ଉଲ୍ଲେଖ ରହିଛି।

Land fraud in Bolangir Tehsildar Suspended
ଜମି କେଳେଙ୍କାରୀ ମାମଲା: ବଲାଙ୍ଗିର ତହସିଲଦାର ଓ ଅତିରିକ୍ତ ତହସିଲଦାର ସସ୍‌ପେଣ୍ତ

ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସସ୍‌ପେଣ୍ତ ହେଲେ ବଲାଙ୍ଗିର ତହସିଲଦାର ଓ ଅତିରିକ୍ତ ତହସିଲଦାର ।

Administration Extends Helping Hand To Man Suffering From Kidney Disease
ସ୍ୱାମୀର ଚିକିତ୍ସା ପାଇଁ ଭିକ ମାଗୁଥିଲେ ସ୍ତ୍ରୀ-ପୁଅ, ଖବର ପ୍ରସାରଣ ପରେ ପହଞ୍ଚିଲା ପ୍ରଶାସନ

ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ଚିନ୍ତାମଣୀଙ୍କ ପାଖରେ ପହଂଚିଲା ପ୍ରଶାସନା। କିଡନୀ ରୋଗରେ ପୀଡିତ ଥିବା ଚିନ୍ତାମଣୀଙ୍କ ଘରକୁ ପହଂଚି ତତ୍ପରତା ଦେଖାଇଛି ବ୍ଲକ ପ୍ରଶାସନ। ଗତବର୍ଷ ୨୦୨୧ ଡିସେମ୍ବର ୧୫ ତାରିଖରେ ଆପଣ ଏକା ନୁହନ୍ତ ଟିମ୍‍ ଦ୍ୱାରା ଚିନ୍ତାମଣୀ କିଡନୀ ରୋଗରେ ପୀଡ଼ିତ ଥିବା ପରେ ମଧ୍ୟ ସରକାରୀ ଯୋଜନାରୁ ବଂଚିତ ଥିଲେ।

Sonepur Boy Loses Hand
ଦିନେ ହାତ ନାହିଁ ବୋଲି କାନ୍ଦୁଥିଲା, ଏବେ ହାତ ଦେଖି ହସୁଛି ପ୍ରଶାନ୍ତ

ରାତି ହେଉ କି ଦିନ ଆଖିରୁ ଝରୁଥିଲା ଧାର ଧାର ଲୁହ। ଓଟିଭିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଆପଣ ଏକା ନୁହଁନ୍ତି’ରେ ଖବର ପ୍ରସାର ପରେ ଛୁଟିଲା ସହାୟତାର ସୁଅ। ହାତ ନଥିବା ହାତ ଲାଗିଲା। ଏବେ ପ୍ରଶାନ୍ତ ଓ ତାଙ୍କ ପରିବାର ମୁହଁରେ ଫୁଟିଛି ହସ...

OTV Impact on Dhenkanal College
ଓଟିଭିରେ ଖବର ପ୍ରସାରଣ ପରେ ରିପୋର୍ଟ ତଲବ

ଓଟିଭି ପ୍ରତିନିଧି ରାଜଶ୍ରୀ ଶତପଥୀଙ୍କ ଦ୍ୱାରା ଢେଙ୍କାନାଳ ଅଟୋନମସ କଲେଜର ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ.. କଲେଜ କର୍ତ୍ତୃପକ୍ଷ ୩ ଦିନ ଭିତରେ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି

OTV Impact- Jajpur Elderly Man Abandoned By Son Welcomed Back By Family
ଖବର ପ୍ରସାରଣ ପରେ ଚେତିଲେ ପୁଅ-ବୋହୂ, ବୁଢ଼ା ବାପାକୁ ଫୁଲ ମାଳ ପକାଇ ଘରକୁ ନେଲେ

୫ ମାସ ତଳେ ଯେଉଁ ପୁଅ-ବୋହୂ ବୁଢ଼ା ବାପାକୁ ଧକ୍କା ମାରି ଘରୁ ବାହାର କରିଦେଇଥିଲା, ଆଜି ଖବର ପ୍ରସାରଣ ପରେ ଫୁଲମାଳ ଦେଇ ଘରକୁ ନେଲେ। ନିଜ ଦୋଷକୁ ସ୍ୱୀକାର କରିବା ସହ ଆଗକୁ ପୂର୍ଣ୍ଣଚନ୍ଦ୍ରଙ୍କର ପୂରା ଯତ୍ନ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଲେ। ଯାଜପୁରର ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ...

otv impact
ଖବର ପ୍ରସାରଣ ପରେ ମିଳିଲା ସହାୟତା, ଦୁନିଆ ଦେଖିଲେ ଅସହାୟ ଗୋବର୍ଦ୍ଧନ

ମାତ୍ର ଦଶ ବର୍ଷ ବୟସରେ ଗୋବର୍ଦ୍ଧନଙ୍କ ଦୃଷ୍ଟିଶକ୍ତି କମିଗଲା । ପରେ ଆଉ ଦେଖାଗଲାନି । ବହୁତ ଅସୁବିଧାରେ ଥିଲେ । ଓଟିଭିରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲେ ସ୍ୱେଚ୍ଛାସେବୀ । ଚିକିତ୍ସା ପରେ ପୁଣି ନିଜ ଆଖିରେ ଦୁନିଆ ଦେଖିଛନ୍ତି ଗୋବର୍ଦ୍ଧନ।

manjula
ଓଟିଭିରେ ଖବର ପ୍ରସାରଣ ପରେ ପଶିଲା ଚେତା,ମଞ୍ଜୁଳାକୁ ମିଳିଲା ସହାୟତା

ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି ।