• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Orphan Girl

Orphan girl
ଜେଜେମାର ଶୁଦ୍ଧକ୍ରିୟା ପାଇଁ ଘର ଘର ବୁଲି ଭିକ ମାଗୁଛି ଅସହାୟ ନନ୍ଦିନୀ

ପ୍ରଥମେ ବାପା, ମାଆ ତା ପରେ ପରେ ବଡ ଭାଇ, ଯାହା ମୁଁହ ଟିକେ ଚାହିଁ ଦିନ କାଟୁଥିଲେ ଶେଷରେ ସେ ଜେଜେମାଆ ବି ଏକା କରିଛାଡିଗଲା । ଆଉ ଏବେ ସମଜ ଓ ପରମ୍ପରା ନନ୍ଦିନୀଙ୍କ ବୋଝ ଉପରେ ନଳିତା ବିଡା ପାଲଟିଛି ।

Orphan girl
ବାପା ଯିବାପରେ, ମୂଲ ଆଣିଲେ ଚୁଲି ଜଳୁଛି

ଆଶା ରଖିଥିଲେ ପାଠ ପଢ଼ିବେ, ବ୍ୟାଙ୍କରେ ଚାକିରି କରିବେ । ସେଥିପାଇଁ ବାପା ତାଙ୍କୁ ବି.କମରେ ପାଠ ପଢ଼ାଉଥିଲେ । ହେଲେ ହଠାତ୍ ବାପାଙ୍କ ପରଲୋକ ପରେ ସବୁକିଛି ଏପଟ୍ ସେପଟ୍ ହୋଇଗଲା । ଆଉ ପେଟ ଚାଖଣ୍ଡକ ପାଇଁ ପର ଦୁଆରେ ମୂଲ ଲାଗିବାକୁ ପଡ଼ିଲା ।

Orphan girl
ବାପା-ମାଆ ଯିବା ପରେ...ବଡ ଭାଇର ସାହାରା ପାଲଟିଛି ସାନ ଭଉଣୀ

ବାପା ନାହାନ୍ତି କି ମାଆ ନାହାନ୍ତି । ମାଆ ପରି ବଡ ଭାଇର ସେବା କରୁଛି ସାନ ଭଉଣୀ । ଖୁଆଇ ଦେବାଠୁ ଶୁଆଇ ଦେବା ସବୁ କାମ କରୁଛି କୁନି ଭଉଣୀ । ମାନସିକ ଅନଗ୍ରସର ଭାଇ ଥିବାରୁ ଇଚ୍ଛା ନଥିଲେ ବି ହାତରେ କପଡା ବାନ୍ଧି ରଖୁଛି... ରାକ୍ଷୀ ବାନ୍ଧିବା ପାଇଁ ହାତରୁ ଖୋଲିଛି ଗାମୁଛା

Orphan girl
ସୁଧାର ଗୃହରେ ରଖିଥିଲେ...କନ୍ୟାଦାନ କରି ପୂଣ୍ୟ କଲେ ଏଡିଏମ୍‌

ସାବାସ୍‌ ପ୍ରଶାସନ । ଦିନେ ରାସ୍ତାରେ ନିର୍ଯାତିତ ହୋଇ ବୁଲୁଥିବା ଝିଅକୁ ଉଦ୍ଧାର କରି ସୁଧାର ଗୃହରେ ରଖିଥିଲେ । ବାହା ହେବା ବୟସ ହେବା ପରେ କନ୍ୟା ଦାନ କଲେ ଅତିରିକ୍ତ ଜିଲ୍ଲାପାଳ । ଧୁମଧାମ୍‌ରେ ହୋଇଥିଲା ବାହାଘର....ବରଯାତ୍ରୀରେ ସାମିଲ ଥିଲେ...।

sarmistha
ବାପା-ମାଆ ଛେଉଣ୍ଡ ଶର୍ମିଷ୍ଠା ହେଲେ ଟପର୍, ଆଇଏଏସ ଅଫିସର ହେବାକୁ ଲକ୍ଷ୍ୟ

ଏ ଝିଅର ନିଷ୍ଠାକୁ ମାନିବାକୁ ପଡିବ । ବାପାମାଆ ଦୁଇ ଜଣଯାକ ଜଣକ ପରେ ଜଣେ ଚାଲିଗଲେ । ଘରେ ଆଉ କେହି ନଥିଲେ । ପ୍ରଶାସନ ଝିଅଟିକୁ ଆଣି ଗୋଟିଏ ଶିକ୍ଷାଶ୍ରମରେ ରଖି ପାଠ ପଢାଇଲା । ଏ ବର୍ଷ ଦଶମ ପାସ୍ କଲା । ହେଲେ ତା ପରେ ସମସ୍ତଙ୍କୁ ଚମକାଇଦେଲା, ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ହେବାର ଲକ୍ଷ୍ୟ ରଖିଛି ଶର୍ମିଷ୍ଠା।