• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Onion Price

Onion Price Hike
ପିଆଜ ଦରରେ ଲାଗିଛି ନିଆଁ, କୁଆଡେ ଯାଉଛି ଓଡ଼ିଶା ପିଆଜ ?

ବଜାରରେ ପିଆଜ ଦର କେଜି ପିଛା ୭୦ ଟପିଲାଣି । ମହାରାଷ୍ଟ୍ର ନାସିକରୁ ପର୍ଯ୍ୟାପ୍ତ ପିଆଜ ଆସୁନି ବୋଲି ଏପରି ଅବସ୍ଥା । ହେଲେ ଓଡ଼ିଶାରେ କ'ଣ ପିଆଜ ହେଉନି ? ଉତ୍ପାଦିତ ପିଆଜ ଯାଉଛି କୁଆଡ଼େ ?

Onion Price
ହାଣ୍ଡିଶାଳରୁ ହୋଟେଲ୍ ମେନ୍ୟୁ, ଟେନସନ୍ ଦେଉଛି ମହଙ୍ଗା ପିଆଜ

ଘର ହାଣ୍ଡିଶାଳଠାରୁ ହୋଟେଲର ମେନୁ। ପିଆଜ ପାଇଁ ସବୁ ପ୍ରଭାବିତ। ଏପରିକି ଦହିବରା ପ୍ଲେଟରୁ ବି ଉଭାନ ହୋଇଯାଇଛି ପିଆଜ। ଆମିଷ ଆଇଟମ୍ ରାନ୍ଧିବାକୁ ତ ଏବେ ଚିନ୍ତା କରିବା ପାଇଁ ପଡୁଛି।

Onion Price
ହାଣ୍ଡିଶାଳରୁ ହୋଟେଲ୍ ମେନ୍ୟୁ, ଟେନସନ୍ ଦେଉଛି ମହଙ୍ଗା ପିଆଜ

ପିଆଜ ଦରକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କମ୍ ଦରରେ ଲୋକଙ୍କୁ ପିଆଜ ବିକ୍ରି କଲେଣି ରାଜନେତା। ଏ ଦୃଶ୍ୟ ହେଉଛି ଜୟପୁରର। ଯେଉଁଛି କଂଗ୍ରେସ ନେତ୍ରୀ ମୀନାକ୍ଷୀ ବାହିନୀପତି ଜିଲା କଂଗ୍ରେସ କାର୍ଯ୍ୟାଳୟ ଆଗରେ ୩୦ ଟଙ୍କା ଦରରେ ଲୋକଙ୍କୁ ପିଆଜ ବିକ୍ରି କରୁଛନ୍ତି।

Onion price hike
ପିଆଜ ମହଙ୍ଗା ଦାୟୀ କିଏ ?

୮୦ ଟଙ୍କାରେ କିଣିଲେ ୨୦ରେ ବିକିଲେ । ଟେନସନ ବଢାଇଲାଣି ପିଆଜ ଦର । କୃଷି ମନ୍ତ୍ରୀଙ୍କ ବାସଭବନ ଆଗରେ ପିଆଜ ବିକିଲା ଛାତ୍ର କଂଗ୍ରେସ। ବିଜେପିର ପ୍ରଶ୍ନ କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ପିଆଜ ମିଶନ୍ ?

Onion Price Doubles Within One Month
ମାସକରେ ପିଆଜ ଦର ଡବଲ୍‌: ଥିଲା ୨୫, ଏବେ କିଲୋ ୫୦ ଟଙ୍କା...

ମାସକ ମଧ୍ୟରେ ପିଆଜ ଦର ଦୁଇ ଗୁଣା ବୃଦ୍ଧି ପାଇଛି । ମାସକ ପୂର୍ବରୁ ପିଆଜ କିଲୋ ପ୍ରତି ୨୫ ଟଙ୍କା ଥିବାବେଳେ ଏବେ କିଲୋ ୫୦ ଟଙ୍କା ।

onion price touches Rs 35/kg
ଖାଉଟି ଛାନିଆ ! ଟମାଟୋ ତାଉ ନଯାଉଣୁ, ବଢ଼ିଲାଣି ପିଆଜ ଦର

କନ୍ଦାଉଛି ପିଆଜ । ୨ ସପ୍ତାହରେ ବଢିଲାଣି ୧୦ ଟଙ୍କା । ସେପ୍ଟେମ୍ୱରରେ ୭୦ ଛୁଇଁବା ଆଶଙ୍କା । ରାଜଧାନୀରେ ପିଆଜ ଏବେ କିଲୋ ପିଛା ୩୫ରୁ ୪୦ ଟଙ୍କା ରହିଛି । କଟକରେ ବିକ୍ରି ହେଉଛି ୩୦ରୁ ୩୫ ଟଙ୍କାରେ ।

Govt imposes 40% export duty on onion to devlop local supplies
ପିଆଜ ରପ୍ତାନୀରେ ରୋକ୍ ଲଗାଇବାକୁ ବ୍ୟବସ୍ଥା କଲେ ସରକାର

ବଜାରରେ ଏବେ ପିଆଜ କିଲୋ ପ୍ରତି ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେପ୍ଟେମ୍ବରରେ ତାହା ଦୁଇ ଗୁଣା ଅର୍ଥାତ୍ ୫୫ରୁ ୬୦ ଟଙ୍କାରେ ବିକ୍ରି ହେବା ଆଶଙ୍କା ରହିଛି।

Onion Sell
ଚାଷୀଙ୍କୁ କନ୍ଦାଉଛି ପିଆଜ; କିଲୋକୁ ୫ରୁ ୭ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ

ପିଆଜ, କେବେ ଖାଉଟୀଙ୍କୁ କନ୍ଦାଏ ତ ଆଉ କେବେ ଚାଷୀଙ୍କୁ । ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣ ସୁବିଧା ଅଭାବରୁ ହାଣ୍ଡିଶାଳର ଅତି ଦରକାରୀ ପରିବା ଯେ ହୀନ ଦରରେ ବିକ୍ରି ହେବ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ।

"ଦରଦାମ ବୃଦ୍ଧି ଆମର ଦୋଷ ନୁହେଁ ପାଣିପାଗର ଦୋଷ"

ହାତ ଟେକି ଦେଲେ ସରକାର, କହିଲେ- ଆଳୁ, ଟମାଟର ଏବଂ ପିଆଜ ଦାମ ପାଣିପାଗ ଉପରେ ନିର୍ଭର କରେ

onion
ରାଜ୍ୟରେ ପିଆଜ ଦର ଅଣାୟତ୍ତ : ଦୁଇ ଦିନ ଭିତରେ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି

ପୁଣି ବଢ଼ିଲା ପିଆଜ ଦର । ଅକ୍ଟୋବର ଆରମ୍ଭରୁ ତଥା ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ପୁଣି ବଢ଼ିଲା ପିଆଜ ଦର । ତୈଳ ଦର ପରେ କନ୍ଦାଇଲା ପିଆଜ । ଗତ ୨ ଦିନ ଭିତରେ ପିଆଜ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି ପାଇଛି । ମହଙ୍ଗା ମାଡ଼କୁ ନେଇ ଖାଉଟି ହିନସ୍ତା ହେଉଛନ୍ତି । ଏମିତି ତ ଦର ବୃଦ୍ଧି ହେଲେ ସାଧାରଣ ଲୋକଙ୍କ ପରିବା ଡାଲାରୁ ହଜିଯିବ ପିଆଜ