• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Olympic

 tribal young archers
ଉପାନ୍ତରୁ ଅଲିମ୍ପିକ ସ୍ୱପ୍ନ : ତୀରନ୍ଦାଜ ପ୍ରଶିକ୍ଷଣ ନେଉଛନ୍ତି ୬୦ରୁ ୭୦ ଆଦିବାସୀ ଯୁବକ

ଜିଲ୍ଲା ପ୍ରଶାସନ ଓ ହାଲ୍ ପକ୍ଷରୁ ମିଳିତ ପ୍ରୟାସ,ପୂର୍ବପୁରୁଷଙ୍କ ଆତ୍ମରକ୍ଷା କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ

Hockey team
୧୭ରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ହକି ଖେଳାଳିଙ୍କୁ କରାଯିବ ସମ୍ବର୍ଦ୍ଧନା, ଏବେଠୁ ସଜେଇ ହେଲାଣି ରାଜଧାନୀ

ସେହିଭଳି ପଦକ ଜିତି ନଥିଲେ ବି ଦମଦାର ପ୍ରଦର୍ଶନ ବଳରେ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିବା ମହିଳା ଦଳର ଦୁଇ ସଦସ୍ୟ ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ବି ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେମାନଙ୍କ ଶ୍ରମ, ନିଷ୍ଠା ଓ ତ୍ୟାଗକୁ ମୁଖ୍ୟମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିଲେ।

hockey
ଅଲିମ୍ପିକ୍ସରେ ଇତିହାସ ରଚି ଓଡ଼ିଶା ଫେରିଲେ ଓଡ଼ିଆ ହକି ଖେଳାଳି : ବିମାନ ବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଶା ଫେରିଲେ ଟୋକିଓ ଅଲିମ୍ପିକ୍ ପଦକ ବିଜେତା । ବ୍ରୋଞ୍ଜ ବିଜୟୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ଫେରିଛନ୍ତି । ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପୋ ବି ଫେରିଛନ୍ତି । ଭୁବନେଶ୍ୱର ବିମାନ-ବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।

indian-mens-hockey-team
୪୧ ବର୍ଷ ମରୁଡ଼ି ପରେ ପଦକ ପାଇଲା ଭାରତୀୟ ହକି ଦଳ, ଜାଣନ୍ତୁ କେତେ ସଂଘର୍ଷ ପୂର୍ଣ୍ଣ ଥିଲା ମ୍ୟାଚ୍‌?

ରୋହିଦାସଙ୍କୁ ଭୁରି ଭୁରି ପ୍ରଶଂସା କରି ପୂର୍ବତନ ହକି ଅଲିମ୍ପିଆନ୍ ଆଶିଷ ବଲାଲ ତାଙ୍କୁ ସାଇଲେଣ୍ଟ ହିରୋ ଭାବେ ବର୍ଣ୍ଣନା କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ସେ ଏକାକୀ ୧୫ଟି ପେନାଲ୍ଟି କର୍ଣ୍ଣରକୁ ରୋକିବାରେ ସମର୍ଥ ହୋଇଥିବା କହିଛନ୍ତି। ସେହିପରି ପୂର୍ବତନ ହକି ଅଲିମ୍ପିଆନ ପି ସୁବୟା ମଧ୍ୟ ଗୋଲକିପର ଶ୍ରୀଜେଶ ଏବଂ ରୋହିଦାସଙ୍କୁ ଏହି ମ୍ୟାଚର ରିଆଲ ହିରୋ ବୋଲି କହିଛନ୍ତି।

Tokyo
ଟୋକିଓରେ ଭାରତୀୟ କ୍ରୀଡ଼ାବିତଙ୍କ ଶ୍ରେଷ୍ଠ ସଫଳତା

ଏପଟେ ଟୋକିଓରେ ଦେଶପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି ଦେଶର ଯୁବ କ୍ରୀଡ଼ାବିତ୍ ୱେଟ୍ ଲିଫଟର ମୀରାବାଇ ଚାନୁ ଓ କୁସ୍ତିରେ ରୌପ୍ୟ ଜିତି ରବି କୁମାର ଦହିୟା ପ୍ରମାଣିତ କରିଦେଇଛନ୍ତି ଯେ ଭାରତୀୟ ଆଥଲେଟ୍ ଅନ୍ୟମାନଙ୍କଠୁ କୌଣସି ଗୁଣରେ କମ୍ ନୁହନ୍ତି । ଡବଲ ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ, ବକ୍ସିଂ ଷ୍ଟାର ଲଭ୍ଲିନା ବୋରଗୋହେନ୍, ରେସଲର ବଜଗଙ୍ଗ ପୁନିଆ ବ୍ରୋଞ୍ଜ ଜିଣି ଭାରତୀୟ କ୍ରୀଡ଼ାକୁ ନୂଆ ଉଚ୍ଚତାକୁ ନେଇଥିବା ବେଳେ ୪୧ ବର୍ଷ ପରେ ହକି ପଦକ ଜିଣି ହୃତ ଗୌରବ ଫେରାଇ ଆଣିଛି ଭାରତୀୟ ପୁରୁଷ ହକି ଦଳ।

PM Modi
ମହିଳା ହକି ଟିମ୍ ସହ କଥା ହେଲେ ମୋଦି

ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନ୍ଫରେନସିଂ ଜରିଆରେ କଥା ହେଲେ ନରେନ୍ଦ୍ର ମୋଦି। ବ୍ରିଟେନ ବିରୋଧରେ ଲଢୁଆ ପ୍ରଦର୍ଶନ ପାଇଁ ସାବାସୀ ମଧ୍ୟ ଜଣାଇଲେ। ଏହାସହ ଆପଣମାନେ ସମସ୍ତେ ଭଲ ଖେଳିଲେ ବୋଲି ଖେଳାଳିଙ୍କୁ କହିଲେ ପ୍ରଧାନମନ୍ତ୍ରୀ। କେବଳ ଏତିକି ନୁହେଁ ବରଂ ସାରା ଦେଶ ଆପଣଙ୍କ ପାଇଁ ଗର୍ବ କରୁଛି ବୋଲି ମୋଦି ସେମାନଙ୍କୁ କହିଛନ୍ତି

hocky
ହକି ଖେଳାଳିଙ୍କ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ସରକାର

ଭାରତୀୟ ହକି ଲାଗି ଅବିସ୍ମରଣୀୟ ଦିନ। ପଞ୍ଜାବରୁ ସାମିଲ ହୋଇଥିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ନଗଦ ୧ କୋଟି ଲେଖାଏଁ ଅର୍ଥରାଶି ପୁରସ୍କାର ଘୋଷଣା କରି ମୁଁ ଆନନ୍ଦିତ ହୋଇଛି । ଏହାସହ ସେ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଆସିବା ବାଟକୁ ପୂରା ଦେଶ ଚାହିଁବସିଛି ବୋଲି ସେ କହିଛନ୍ତି। ଭାରତୀୟ ହକି ଟିମ୍‌ରେ ସ୍କିପର୍‌ ମନପ୍ରୀତ୍‌ ସିଂହଙ୍କ ସମେତ ପଞ୍ଜାବର ୮ଜଣ ଖେଳାଳି ଅଛନ୍ତି।

Tokyo Olympic
ସଫଳତା ପଛରେ ରହିଛି ହୃଦୟଥରା ସଂଘର୍ଷର କାହାଣୀ, ଅଲିମ୍ପିକ୍ସରେ ଭାଗ ନେବା ନଥିଲା ସହଜ କଥା

ରାନୀ ରାମପାଲ୍- ରାନୀଙ୍କ ନେତୃତ୍ୱରେ ଟୋକିଓରେ ଭାରତର ଟେକ ରଖିପାରିଛନ୍ତି ଭାରତୀୟ ମହିଳା ହକି ଦଳ । ହେଲେ ରାନୀଙ୍କ ପିଲାବେଳ ଖୁବ୍ କଷ୍ଟରେ କଟିଥିଲା। ୨ ଓଳି ୨ ମୁଠା ପେଟପୁରା ଖାଇବାକୁ ମିଳୁନଥିଲା, ବର୍ଷାଦିନେ ନର୍ଦ୍ଦମା ପାଣିରେ ଘର ଭରିଯାଉଥିବା ବୋଲି ନିଜେ କହିଛନ୍ତି ହରିୟାନା କୁରୁକ୍ଷେତ୍ରର ରାନୀ। ତାଙ୍କ ବାପା ରିକ୍ସା ଟାଣି ପରିବାର ପୋଷୁଥିଲେ ଓ ମାଆ ପର ଘରେ କାମ କରୁଥିଲେ। ଦିନକୁ ୮୦ ଟଙ୍କା ରୋଜଗାରରେ ଝିଅର ହକି ଖେଳିବା ସ୍ୱପ୍ନ ପୂରଣ କରିବା ସମ୍ଭବ ନଥିଲା

dutee-chand
ନିରାଶ କଲେ ଦୂତି ଚାନ୍ଦ

ଶହେ ମିଟରରେ ଦୂତି ଭଲ କରିପାରିନଥିଲେ ମଧ୍ୟ ତାଙ୍କର ଆଉ ଏକ ଇଭେଣ୍ଟ ଅଛି। ୨ ଶହ ମିଟର ଦୌଡ଼ରେ ମଧ୍ୟ ସେ ଭାଗ ନେବେ। ଦେଶର ଏକମାତ୍ର ଆାଥଲେଟ୍‌ ଭାବେ ଦୁଇଟି ଇଭେଣ୍ଟରେ ସେ ଭାଗ ନେବାର ସୁଯୋଗ ପାଇଛନ୍ତି।

Mirabai Chanu
ମୀରାବାଇ ଚାନୁଙ୍କ ରୌପ୍ୟ ହୋଇପାରେ ସ୍ୱର୍ଣ୍ଣ

ମୀରାବାଇ ଚାନୁଙ୍କ ରୌପ୍ୟ ପଦକ ହୋଇପାରେ ସ୍ୱର୍ଣ୍ଣ। ଏହାକୁ ନେଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ଭାରତର ୨୬ ବର୍ଷୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଶନିବାର ଟୋକିଓ ଅଲମ୍ପିକ୍‌ରେ ଭାରୋତ୍ତୋଳନରେ ଦେଶ ପାଇଁ ପ୍ରଥମ ରୌପ୍ୟ ପଦକ ଜିତି ‍ଇତିହାସ ରଚିଛନ୍ତି।

Olympic 2021
ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଯାତ୍ରା ଆରମ୍ଭ

ପଜିଟିଭ୍‌ ଚିହ୍ନଟ ନେଇ ଶନିବାର ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି। ଟୋକିଓ ଅର୍ଗାନାଇଜିଂ କମିଟିର ପ୍ରବକ୍ତା ମାସା ଟାକାୟା ପ୍ରେସ୍‌ କନ୍‌ଫରେନ୍ସରେ ସୂଚନା ଦେଇ କହିଛନ୍ତି, ‘ଭିଲେଜ୍‌ରୁ ଜଣେ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Naveen Patnaik
ଓଡ଼ିଶା ଅଲମ୍ପିଆନ୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜିତିଲେ ୬ କୋଟି

ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଓଡ଼ିଶା ଆଥଲେଟଙ୍କ ପାଇଁ ଖୁସି ଖବର । ସେମାନଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

mana Patel
ସନ୍ତରଣକାରୀ ମାନା ପଟେଲଙ୍କୁ ଅଲମ୍ପିକ୍‌ ଟିକେଟ୍

ନୂଆଦିଲ୍ଲୀ: ଭାରତର ଆଉ ଜଣେ ସନ୍ତରଣକାରୀଙ୍କୁ ଅଲମ୍ପିକ୍ସ ଟିକେଟ୍ । ଦେଶର ପ୍ରଥମ ମହିଳା ସୁଇମର ଭାବେ ମାନା ପଟେଲ ଟୋକିଓ ଅଲମ୍ପିକ୍ସରେ ଭାଗ ନେବେ । ବ୍ୟାକ୍ ଷ୍ଟ୍ରୋକ୍ ଇଭେଣ୍ଟରେ ସିଧାସଳଖ ତାଙ୍କୁ ଅଲମ୍ପିକ୍ସକୁ ଏଣ୍ଟ୍ରି ମିଳିଛି । ବିଶ୍ୱବିଦ୍ୟାଳୟ…