• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

Arpan Rath
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରିଲା, କିନ୍ତୁ ପୁରୀରେ ପହଞ୍ଚିଲାନି ଭକ୍ତଙ୍କ ଗୁଆ-ଚାଉଳ

ଗାଁ ଗାଁରେ ବୁଲିଲା ଅର୍ପଣ ରଥ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଠାରୁ ସଂଗ୍ରହ ହେଲା ଗୁଆ-ଚାଉଳ। ଏଥିପାଇଁ ପାଣି ଭଳି କୋଟି କୋଟି ଟଙ୍କା ବି ଖର୍ଚ୍ଚ କଲେ ସରକାର। ହେଲେ ପରିକ୍ରମା ପ୍ରକଳ୍ପ ତ ଲୋକାର୍ପଣ ହେଲା, କିନ୍ତୁ ମହାପ୍ରଭୁଙ୍କ ପାଖରେ ପହଞ୍ଚିଲାନି ଭକ୍ତଙ୍କ ଗୁଆ-ଚାଉଳ।

Tara Bahinipati on Rabi Nanda
ମଞ୍ଚ ଉପରେ ମୁହାଁମୁହିଁ ହେଲେ ତାରା-ରବି, ଭାଷଣରେ ପରସ୍ପରକୁ କଲେ ଆକ୍ଷେପ

ଖାଲି ଏତିକି ନୁହେଁ ପରିସ୍ଥିତି ନିୟନ୍ତ୍ରଣକୁ ନଆସିବା ପରେ ପୋଲିସ୍ ଆସି ବୁଝାସୁଝା କରିଥିଲା। ଏହାପରେ ବିବାଦ ଥମି ନଥିଲା। ରବିଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ତାରା।

 liquor shops closed on January 17 & 22
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ୧୭ ଓ ୨୨ ତାରିଖରେ ବନ୍ଦ ରହିବ ମଦ ବିକ୍ରି

ଆସନ୍ତାକାଲି ଓ ଆଗାମୀ ୨୨ ତାରିଖରେ ଜିଲ୍ଲାରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।

Parikrama Prakalpa
ଆସନ୍ତାକାଲି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଦିନ ଗୋଟାଏରୁ ସାଢ଼େ ଗୋଟାଏ ଶୁଭଲଗ୍ନ

ସରି ଆସୁଛି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରତୀକ୍ଷା। ପାଖେଇ ଆସୁଛି ମହାଯଜ୍ଞରେ ପୂର୍ଣ୍ଣାହୂତି ମୂହୁର୍ତ୍ତ। ଆସନ୍ତାକାଲି ବୁଧବାର, ପୌଷ ଶୁକ୍ଳ ସପ୍ତମୀ ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।

BJP target BJD
କଣ୍ଟ୍ରୋଲ ଦୋକାନରେ CMଙ୍କ ପୋଷ୍ଟର ପ୍ରସଙ୍ଗ, ବିଜେଡି ଓ ରାଜ୍ୟ ପୋଲିସ୍‌କୁ ବିଜେପିର ଟାଗେର୍ଟ

ପୋଲିସ୍ ଯେମିତି ରାଜ୍ୟ ସରକାରଙ୍କ ପୋଷ୍ଟରକୁ ସୁରକ୍ଷା ଦେଉଛନ୍ତି ସେ ସବୁ ଦେଖିଲେ ଲାଗୁଛି, ଓଡ଼ିଶା ପୋଲିସ ବିଜୁ ଜନତା ଦଳର ସିକ୍ୟୁରିଟିଗାର୍ଡ ସାଜିଛି।

Governor Of Odisha
ରାଜ୍ୟ ସରକାରଙ୍କୁ ଆଇନା ଦେଖାଇଲେ ରାଜ୍ୟପାଳ; କହିଲେ, ରାଜ୍ୟରେ ଠିକ୍‌ ଭାବେ ହୋଇନି ଜଳସେଚନ ବ୍ୟବସ୍ଥା

୭୦% ଲୋକେ ଗାଁରେ ବସବାସ କରି ଚାଷ ଉପରେ ନିର୍ଭର କରନ୍ତି। ବଡ଼ ଡ୍ୟାମ୍ ବଦଳରେ ଛୋଟ ଜଳସେଚନ ବ୍ୟବସ୍ଥା କଲେ ସୁଫଳ ମିଳନ୍ତା ବୋଲି କହିଛନ୍ତି ରାଜ୍ୟପାଳ ।

Parikrama Prakalpa
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: କାଲିଠୁ ମହାଯଜ୍ଞ, ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ ପାଇଁ ଭକ୍ତିମୟ ଶ୍ରୀକ୍ଷେତ୍ର। ଯଜ୍ଞ ପ୍ରତିଷ୍ଠାର ତୃତୀୟ ଦିନରେ ଅଙ୍କୁର ପୂଜନ ପରେ ଚାଲିଛି ଯଜ୍ଞ ଅଧିବାସ।

Arpan Rath
ଅର୍ପଣ ରଥ ପରିକ୍ରମା ବଢାଉଛି ବିଜେଡି ପାଇଁ ଅଡୁଆ, ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଫଟୋକୁ ନେଇ ତେଜୁଛି ବିବାଦ

ଅର୍ପଣ ରଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଫଟୋକୁ ନେଇ ତେଜୁଛି ବିବାଦ। ଉପକୂଳରୁ ଉପାନ୍ତ ସବୁଠି ବିରୋଧ।

Govt Holiday
୧୭ ତାରିଖରେ ସରକାରୀ ଛୁଟି, ବନ୍ଦ ରହିବ ସରକାରୀ ଅଫିସ୍‌, ସ୍କୁଲ ଏବଂ କଲେଜ

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା

Son Bitten His Mother
ଭତ୍ତା ଟଙ୍କା ଦେଲାନି ମାଆ, ନିସ୍ତୁକ ମାଡ଼ ମାରିଲା କୁଳାଙ୍ଗାର ପୁଅ

ଏହି ଘଟଣା ପରେ ଛଳ ଛଳ ଆଖିରେ ନିଜର ଦୁଃଖ ବଖାଣିଛନ୍ତି ୭୦ ବର୍ଷୀୟ ବୃଦ୍ଧା ଜଣଙ୍କ। ସେ କହିଛନ୍ତି, ମୁଁ କିଛି ଭୁଲ କରିନି, ତଥାପି ମୋତେ ସାନ ପୁଅ ପ୍ରମୋଦ ବହୁତ ମାରିଲା

40,000 crore scam during Covid
‘କୋଭିଡ୍ ସମୟରେ ୪୦ ହଜାର କୋଟି ଦୁର୍ନୀତି’: ବିଜେପି

ଖର୍ଚ୍ଚ ହୋଇଥିବା ୪୦ ହଜାର କୋଟି ଟଙ୍କାର ୟୁସି ନାହିଁ । ଦୁର୍ନୀତି ଓ ଅନିୟମିତତା ପାଇଁ ସବୁ ବ୍ଲକକୁ ୪ ଶହ କୋଟି ଫାଇନ୍ ପଡ଼ିଛି ।

Vigilance SP
ଭିଜିଲାନ୍ସ ଏସପି ପରିଚୟ ଦେଇ ଠକୁଥିଲେ, ଅଭିଯୁକ୍ତକୁ ବାନ୍ଧିଲା କମିଶନରେଟ୍ ପୋଲିସ୍

ରାୟଗଡ଼ାର ଠିକାଦାର ମନୋଜ କୁମାର ଚୌଧୁରୀ ଅଭିଯୋଗ କରିଛନ୍ତି, ଭିଜିଲାନ୍ସ ଅଫିସ୍ କାମର ଠିକା ଦେବାର ଲୋଭ ଦେଖାଇ ତାଙ୍କଠୁ ୭ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଛି ମନୋଜ କୁମାର ମାଝୀ।

New Voters’ conference
ବିଜେପି-ବିଜେଡି ଟାର୍ଗେଟରେ ନୂଆ ଭୋଟର

ନିର୍ବାଚନ ପୂର୍ବରୁ ନୂଆ ଭୋଟରଙ୍କୁ ନିଜ ପକେଟକୁ ନେବାକୁ ବିଜେପି-ବିଜେଡି ମଧ୍ୟରେ ଫାଇଟ୍। ବିଜେପିର ନବ ମତଦାତା ସମ୍ମିଳନୀ ବନାମ ବିଜେଡିର ନୂଆ ଓ ଆଉ ସୋସିଆଲ ମିଡିଆ ପ୍ରତିଯୋଗିତା।

 Assam CM Himanta Biswa Sarma
ମୋଦି ସରକାରରେ ଦ୍ରୁତ ବଦିଳିଛି ଉତ୍ତର- ପୂର୍ବାଞ୍ଚଳ ଛବି: ବିଶ୍ୱଶର୍ମା

ଆସାମ ସହ ପୂରା ଉତ୍ତର-ପୂର୍ବାଞ୍ଚଳ ଏବେ ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଦୌଡ଼ୁଛି। ଓଟିଭି ଫୋରସାଇଟରେ ଭାଗ ନେଇ ଏହା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।

Parikrama Prakalpa
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆଉ ୩ ଦିନ

ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ । ଏଠାରେ ହିଁ ୠଗ୍, ଯଦୁ, ଶାମ୍, ଅଥର୍ବ ଆଦି ୪ ବେଦର ବ୍ରାହ୍ମଣ କରିବେ ଯଜ୍ଞ କାର୍ଯ୍ୟ ।

Pranab Prakash Das
ସମ୍ବଲପୁରରୁ ଲଢିବେ କି ପ୍ରଣବ ପ୍ରକାଶ ଦାସ ? ରୋହିତ ପୂଜାରୀଙ୍କ ମନ୍ତବ୍ୟ ପରେ ବଢ଼ିଲା ଚର୍ଚ୍ଚା

ରୋହିତ ପୂଜାରୀ କହିଛନ୍ତି, ଯଦି ପ୍ରଣବ ପ୍ରକାଶ ଦାସ ଲଢନ୍ତି ଆମେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ୭ଟି ଯାକ ବିଧାନସଭା ସହ ଆଖପାଖ ସମସ୍ତ ଲୋକସଭା ଆସନ ଜିତିବୁ।

Aparajita Sarangi
‘ମହାପ୍ରଭୁ ୯ ଦିନ ପାଇଁ ମନ୍ଦିରରୁ ବାହାରନ୍ତି, ଏଠି କେମିତି ଗାଁ ଗାଁ ବୁଲୁଛନ୍ତି'

ଗୁଆ ଦେଇ ନିମନ୍ତ୍ରଣ କରାଯାଏ, କିନ୍ତୁ ଏଠି ଗୁଆ ନେଇ ନିମନ୍ତ୍ରଣ ହେଉଛି। ଏହା କି ପ୍ରକାର ନିମନ୍ତ୍ରଣ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି।

Himanta Biswa Sarma
‘ଓଡ଼ିଶାରେ ବିଜେପି ସରକାର କରିବ, ମୁଁ ଶପଥ ଉତ୍ସବକୁ ଆସିବି’

ଓଡ଼ିଶାରେ ଯଦି ନବୀନ ବ୍ରାଣ୍ଡ ଅଛି, ବିଜେପିକୁ ୩୮ ପ୍ରତିଶତ ଭୋଟ୍ ମିଳିଲା କିପରି ବୋଲି ପ୍ରଶ୍ନ କରିଛନ୍ତି ବିଶ୍ୱଶର୍ମା । ଯଦି ୧ କୋଟି ଲୋକ ଜଣଙ୍କୁ ବ୍ରାଣ୍ଡ ମାନୁ ନାହାନ୍ତି, ତା’ହେଲେ ଆଉ ୩୦ରୁ ୫୦ ଲକ୍ଷ ଭୋଟ୍ ଆସିବାକୁ କେତେ ସମୟ ଲାଗିବ।

Parikrama Prakalpa
ସରିଲା ଅଙ୍କୁରାରୋପଣ ବିଧି, କାଲି ଅଙ୍କୁରପୂଜନ ସହ ହେବ ଯଜ୍ଞ ଅଧିବାସ

ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ । ଏଠାରେ ହିଁ ୠଗ୍, ଯଦୁ, ଶାମ୍, ଅଥର୍ବ ଆଦି ୪ ବେଦର ବ୍ରାହ୍ମଣ କରିବେ ଯଜ୍ଞ କାର୍ଯ୍ୟ । ଏ

Barun Das
‘ଭଲ କଣ୍ଟେଣ୍ଟ କଲେ ଲୋକେ ପଇସା ଦେଇ ନିଶ୍ଚୟ ଦେଖିବେ’

ସମାଜରେ ମିଡିଆର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ମିଡିଆ ହାତରେ ରହିଛି ସମାଜକୁ ଧ୍ୱଂସ କରିବା ଆଉ ସୁନ୍ଦର ଭାବେ ଗଢ଼ିବାର ଶକ୍ତି । ଆମେ ଦେଶର ପ୍ରଗତି କଥା କେବଳ ସରକାରଙ୍କ ଉପରେ ନିର୍ଭର କରେ ବୋଲି ଭାବୁ ।

Satyabadi CHC
ଛି ! ଏଇ ମେଡିକାଲକୁ ଆସିଲେ ରୋଗ ବଢିଯିବ..

ଭାଙ୍ଗି ପଡିଛି ଛାତ, ଦେଖାଯାଉଛି ରଡ୍.. ବିପର୍ଯ୍ୟସ୍ଥ ଅବସ୍ଥାରେ ଚାଲିଛି ରୋଗୀ ସେବା.. ରୋଗୀ ଟିଏ ସୁସ୍ଥ ହେବା ପାଇଁ ତିଆରି ହୋଇଥିଲା ଏହି ସ୍ୱାସ୍ଥ୍ୟକେନ୍ଦ୍ର କିନ୍ତୁ ଆଜି ଏହାର ପରିବେଶ ଦେଖିଲେ ଲାଗେ ଯେମିତି ଭଲ ମଣିଷ ବି ଏଠାକୁ ଆସିଲେ ସଂକ୍ରମଣର ଶିକାର ହୋଇ ଫେରିବ..

Nayagarh Ram Mandir
ସେଇ ଜାନୁଆରୀ ୨୨.. ଓଡ଼ିଶାରେ ବି ପ୍ରତିଷ୍ଠା ହେବ ରାମ ମନ୍ଦିର..

ଇତିହାସ ସୃଷ୍ଟି କରିବ ଜାନୁୟାରୀ ୨୨ ତାରିଖ..ସେପଟେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବ ଆଉ ଏପଟେ ଓଡ଼ିଶାର ଫତେଗଡ଼ ରାମ ମନ୍ଦିର ବି ପ୍ରତିଷ୍ଠା କରାଯିବ.. ହୁଏତ ପ୍ରଭୁ ରାମଙ୍କ ଏହା ହିଁ ଇଚ୍ଛା ଥିଲା.. ତିଥି ଖୋଜୁ ଖୋଜୁ ସ୍ଥିର ହେଲା ଜାନୁଆରୀ ୨୨ ତାରିଖ..

Nua O Odisha
ନୂଆ ‘ଓ’ କାର୍ଯ୍ୟକ୍ରମ ପାଇଁ ଘୁଞ୍ଚିଲା ପରୀକ୍ଷା, ୧୩ରେ ଥିବା ପରୀକ୍ଷା ହେବ ୨୪ ତାରିଖରେ

ଆସନ୍ତାକାଲି ଏହି ୟୁନିଭରସିଟିର ବିଭିନ୍ନ କ୍ଲାସର ପରୀକ୍ଷା ହେବାର ଥିଲା। କିନ୍ତୁ ଆସନ୍ତାକାଲି ମଧ୍ୟ ସମ୍ବଲପୁର ମନ୍ଦୋଲିଆ ଗ୍ରାଉଣ୍ଡରେ ନୂଆ ଓ କାର୍ଯ୍ୟକ୍ରମ ହେବାର ଅଛି।

Naxal
ପୋଲିସ୍‌ ଇନଫର୍ମର ସନ୍ଦେହ, ନିଜର ପୁରୁଣା ସାଥୀକୁ ହତ୍ୟା କଲେ ନକ୍ସଲ

ଆଗରୁ ନେଲସନ ନକ୍ସଲ ସଂଗଠନରେ ସକ୍ରିୟ ଥିଲେ। ପରେ ଏଥିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ।

Rahul Gandhi
ଭାରତ ଯୋଡ଼ ନ୍ୟାୟ ଯାତ୍ରା: ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ

୪ଟି ଜିଲ୍ଲା ଦେଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି ।