• translate

Tag: Odisha

Omicron Threat
ଓଡ଼ିଶାକୁ ଘାରୁଛି ଓମିକ୍ରନ୍ ଚିନ୍ତା

ଓଡ଼ିଶାକୁ ଘାରୁଛି ଓମିକ୍ରନ୍ ଚିନ୍ତା । ରାଜ୍ୟରୁ ଏପର୍ଯ୍ୟନ୍ତ କେହି ଜଣେ ହେଲେ ବି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ ହେଁ, ନଭେମ୍ବର ୨୯ ପରେ ପଜିଟିଭ ଥିବା ୨୪୬ ଜଣଙ୍କର ନମୁନାକୁ ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଅପରପକ୍ଷରେ ଚିନ୍ତାର କଥା ହେଉଛି, ଓମିକ୍ରନ ରିସ୍କ ଦେଶରୁ ଆସିଥିବା ୮ଶହ ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କ ଠିକଣା ମିଳୁନି ।

Omicron Scare: 246 Returnees From ‘At-Risk’ Nations To Odisha Test Positive For Covid-19
ରିସ୍କ ଦେଶରୁ ଆସିଥିବା ୨୪୬ କୋଭିଡ୍ ପଜିଟିଭ୍

ରିସ୍କ ଦେଶରୁ ଆସିଥିବା ୨୪୬ କୋଭିଡ ପଜିଟିଭ୍ । ଭୁବନେଶ୍ୱର ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା । ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି

Andhra Milk sale in Odisha
ଓଡ଼ିଶାରେ ବିକ୍ରି ହେଉଛି ଆନ୍ଧ୍ରର ସରକାରୀ କ୍ଷୀର

ବିକ୍ରି ପାଇଁ ଉଦ୍ଦିଷ୍ଟ ନଥିବା କ୍ଷୀର ପ୍ୟାକେଟ ଉପରେ ସ୍ପଷ୍ଟ ଭାବେ ଲେଖା ଥିବା ସତ୍ତ୍ବେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି କଳାବେପାରୀ।

Jhankarpali PEO In Vigilance Net
ସମ୍ବଲପୁର ଯୁଯୁମୁରାର PEOଙ୍କ ଘରେ ରେଡ୍

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧତ୍କାରୀ। ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି PEOଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ ।

40% travellers who came to Odisha from 8 ‘at-risk countries’ yet to be traced.
୪୦% ବିଦେଶ ଫେରନ୍ତାଙ୍କ ତଥ୍ୟ ମିଳୁନି

ଓମିକ୍ରନ ନେଇ ଚିନ୍ତା ବଢୁଥିବା ବେଲେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ତଥ୍ୟ ମିଳୁନି । ରାଜ୍ୟକୁ ଓମିକ୍ରନ ଆକ୍ରାନ୍ତ ଦେଶରୁ ୮ ଶହରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଶା ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ପତ୍ତା ମିଳୁନି ।

Cyclone Jawad Weakens, Heavy Rainfall In Several Parts Of Odisha
ଆସନ୍ତାକାଲିଠୁ ଶୁଖିଲା ପାଗ

ଆସନ୍ତାକାଲିଠୁ ଶୁଖିଲା ପାଗ। ଜୱାଦ୍ ପ୍ରଭାବରେ ଉପକୂଳ ତଥା ସଂଲଗ୍ନ ଜିଲ୍ଲାରେ ପାଗ ମେଘୁଆ ରହିଛି। ଆଜି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା।

Health Minister Naba Kishore Das On Omicron Scare In Odisha
କେତେ ମାତ୍ରାରେ ସଂକ୍ରମିତ ହେଉଛି, ତାହା ଉପରେ ଗବେଷଣା ଚାଲିଛି : ମନ୍ତ୍ରୀ ନବ ଦାସ

ଓମିକ୍ରନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଅଭୟବାଣୀ ଶୁଣାଇଛନ୍ତି। ଓମିକ୍ରନ ନେଇ ଆଲୋଚନା ଚାଲିଛି, ଭୟର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। କିଏ କେଉଁଠୁ ଆସୁଛି ତଥ୍ୟ ଦେବାକୁ କେନ୍ଦ୍ରକୁ ଅନୁରୋଧ କରୁଛୁ। ହୁ ସଠିକ୍ ତଥ୍ୟ ଦେଇନି, ଓଡ଼ିଶା ପୂରା ନଜର ରଖିଛି ବୋଲି ମନ୍ତ୍ରୀ କହିଛନ୍ତି।

Risky Ride To Schools Is A Daily Affair For These 500 Students In Odisha’s Malkangiri
ଆଇନ ଉଲ୍ଲଘଂନ କରି ରାସ୍ତାରେ ଗଡୁଛି ସ୍କୁଲ ବସ

ସ୍କୁଲକୁ କିଭଳି ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ଗାଡିରେ ଯାଇପାରିବେ, ସେନେଇ ଆଇନକୁ କଡାକଡି କରିଛନ୍ତି ସରକାର । ହେଲେ ମାଲକାନଗିରି ଜିଲ୍ଲାରେ ଖୋଦ ପ୍ରଶାସନିକ ସ୍କୁଲ ବସ୍ ଆଇନକୁ ଉଲ୍ଲଂଘନ କରି ରାସ୍ତାରେ ଗଡୁଛି । । ଦେଖିନ୍ତୁ ଏହି ରିପୋର୍ଟ ।

Elephant Herd Damages Crops In Odisha’s Sundargarh
ବଣାଇରେ ହାତୀ ଉତ୍ପାତ

ସୁନ୍ଦରଗଡ଼ ବଣାଇରେ ହାତୀ ଉତ୍ପାତ । କୁଳିପୋଷ ରେଂଜରେ ଫସଲ ନଷ୍ଟ କରୁଛନ୍ତି ହାତୀ ପଲ । ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ ।

Winter Chill Returns To Odisha’s Koraput
କୋରାପୁଟରେ ବଦଳିଲା ପାଗର ମିଜାଜ୍

କୋରାପୁଟ ଲାଗୁଛି ଦେରାଦୁନ୍ ପରି। ସହରକୁ ଫେରିଲା ଶୀତ ସହ କୁହୁଡ଼ି I ପାହାଡରେ କୁହୁଡିର ଚାଦର ବଢାଉଛି ସୌନ୍ଦର୍ଯ୍ୟ

Khola Katha- Senior BJP Leader Jaynarayan Mishra Takes A Jibe At Odisha CM Naveen Patnaik
'ବିଡ଼ିଓ ଏଇଠି ବ୍ଲକ ସଭାପତି'

ଏଠି ଲୋକଙ୍କ କଥାରେ କିଛି ହୁଏ ନାହିଁ। ପ୍ରଶାସକଙ୍କୁ ନେଇ ଶାସନ କରନ୍ତି ନବୀନ ବାବୁ....ରାଜ୍ୟରେ କଲେକ୍ଚର ପ୍ରେସିଚଡେଂଟ୍‌ ଓ ଏସ୍‌ପିମାନେ ସେକ୍ରେଟାରୀ ପରି କାମ କରୁଛନ୍ତି। ଖୋଲାକଥାରେ ହଟ୍‌ସିଟ୍‌ରେ ବସି ଏମିତି କହିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର

Cyclone Jawad|LIVE Updates From Cuttack | Odisha
କଟକ ପ୍ରଶାସନ ବାତ୍ୟା ସମ୍ମୁଖୀନ ପାଇଁ ପୂରା ପ୍ରସ୍ତୁତ

କଟକରେ କେମିତି ରହିଛି ବାତ୍ୟାର ସ୍ଥିତି ଦେଖନ୍ତୁ ଭିଡିଓ...।

Cyclone Jawad Impact & Preparedness | Updates From Krushnaprasad (BAR) Odisha
ବାତ୍ୟା ଅଶ୍ରାୟସ୍ଥଳୀ ଯିବାକୁ ଅମଙ୍ଗ ହେଉଛନ୍ତି ଲୋକେ

କୃଷପ୍ରସାଦରେ ବାତ୍ୟା ନେଇ ପ୍ରଶାସନ କେତେ ପ୍ରସ୍ତୁତ ଅଛି ଶୁଣନ୍ତୁ ଏ ଭିଡିଓରେ...।

Cyclone Jawad Lay 360 KM South-Southwest Of Puri :HR Biswas
ଗୋପାଳପୁରଠାରୁ ୩୬୦କିମି ଦୂରରେ ରହିଛି ବାତ୍ୟା

ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଗୋପାଳପୁରଠାରୁ ଦକ୍ଷିଣରେ ୩୬୦ ଦୂରରେ ରହିଛି ଜୱାଦ ।

Special Story | MLA Prashant Jagdev\'s Action Hints At Chilika BJD Infighting | Odisha
ଜଳଜଳ ଦିଶୁଛି ବିଜେଡିର ଫାଟ, ଢୋଲ ଭିତରେ ମୂଷା

ବିଜେଡି କନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ମୁକୁଟ ପିନ୍ଧିବାକୁ ସମସ୍ତେ ହାଇଁପାଇଁ । ଆରମ୍ଭ ହୋଇଗଲାଣି ଗୋଛି କଟାକଟି।

berhampur bride
"ସାତ ଜନ୍ମର ସମ୍ପର୍କ ତିଆରି କରିବା ପାଇଁ ସାତଦିନର ସମୟ"

ସ୍ୱାମୀଙ୍କ ସହ ରହିବା ପାଇଁ ପଣ କରିଥିବା ତପସ୍ୱିନୀଙ୍କ କଠୋର ତପସ୍ୟାର ଅନ୍ତ ଘଟିଲା। ଶେଷରେ ଫଳବତୀ ହେଲେ ତପସ୍ୱିନୀ। ସ୍ୱାମୀ ସହ ସମ୍ପର୍କ ସୁଧାରିବା ପାଇଁ ତାଙ୍କୁ ମିଳିଲା ୭ଦିନ। ଗୋଟିଏ ଛାତ ତଳେ ଏକାଠି ରହିବେ ତପସ୍ବିନୀ ଓ ସ୍ୱାମୀ ସୁମିତ ।

Cyclone Jawad- Odisha Govt All Set To Face & Tackle Situation, Informs Law Min Pratap Jena
ବାତ୍ୟା ପାଇଁ ଆମେ ପୁରା ପ୍ରସ୍ତୁତ : ପ୍ରତାପ ଜେନା

ବାତ୍ୟା ପାଇଁ ଆମେ ପୂରା ପ୍ରସ୍ତୁତ : ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବେ ଲୋକେ : ପ୍ରତାପ ଜେନା

Cyclone Jawad Preparatory In Odisha\'s Kendrapada
ଆସୁଛି ବାତ୍ୟା : କେନ୍ଦ୍ରାପଡ଼ାରେ ପ୍ରସ୍ତୁତ ଚଳାଇଛନ୍ତି ଅଗ୍ନିଶମ କର୍ମଚାରୀ

ଆସୁଛି ବାତ୍ୟା : କେନ୍ଦ୍ରାପଡ଼ାରେ ପ୍ରସ୍ତୁତ ଚଳାଇଛନ୍ତି ଅଗ୍ନିଶମ କର୍ମଚାରୀ...ଷ୍ଟାଟ୍‌ ହେଉଛି ଗଛକଟା ମେସିନ୍‌

Gandhi Shanti Pratisthan Chairman Kumar Prasanth On 7-Day Visit To Odisha
୭ ଦିନିଆ ଓଡ଼ିଶା ଗସ୍ତରେ କୁମାର ପ୍ରଶାନ୍ତ

୭ ଦିନିଆ ଓଡ଼ିଶା ଗସ୍ତରେ କୁମାର ପ୍ରଶାନ୍ତ: ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେବେ ଯୋଗ…

Cyclone Jawad- Odisha SRC Instructs All Collectors To Remain Alert During Virtual Meet
ସ୍ଥାନାନ୍ତରଣ ହେବେ କଚ୍ଚାଘର ଲୋକେ

ବାତ୍ୟା ପାଇଁ ୧୭ ଜିଲ୍ଲାକୁ ସତର୍କ କରାଇଲେ SRC : ୨୨୫ ଏନଡ଼ିଆରଏଫ୍‌ ମୁତୟନ ପାଇଁ ନିର୍ଦ୍ଦେଶ, କଚ୍ଚାଘର ଲୋକଙ୍କୁ କରାଯିବ ସ୍ଥାନାନ୍ତର

Watch This Odisha Man\'s Inspiring Jungle Survival Tales
ଜଙ୍ଗଲ ବୟ କୄଷ୍ଣଚନ୍ଦ୍ର... ଖାଉଛନ୍ତି କଞ୍ଚା ମାଉଁସ, ପିଉଛନ୍ତି ଯୋକ ରକ୍ତ...

ଶିମିଳିପାଳର ଘଞ୍ଚ ଜଙ୍ଗଲ ଭିତରେ ରହୁଛନ୍ତି ଏ ଲୋକଟି। ନିଜେ ଜଙ୍ଗଲରେ ରହୁଛନ୍ତି। ପୁଅକୁ ବି ଜଙ୍ଗଲରେ ରଖିଛନ୍ତି। ପୋକଯୋକ ଯାହାକୁ ଦେଖିଲେ ଖାଉଛନ୍ତି। ଆଉ ପାଣିରୁ ଯୋକ ଆଣି ତାହାର ରକ୍ତ ପିଉଛନ୍ତି। ଏମିତି ନିଆରା ବିଷୟରେ ଜାଣନ୍ତୁ ଆହୁରି ଅନେକ କଥା...

tapaswini and sumit
୭ ଦିନ ସାଙ୍ଗ ହୋଇ ରହିବେ ତପସ୍ୱିନୀ-ସୁମିତ

୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖା ସାକ୍ଷାତକୁ କୋର୍ଟ ବାରଣ କରିଛନ୍ତି। ୭ ଦିନ ପରେ ପୁଣି କୋର୍ଟରେ ହେବ ମାମଲାର ଶୁଣାଣି ହେବ।

18 Years On, Wait For Bridge Over Baitarani River In Jajpur Continues
ଯନ୍ତ୍ରଣା ଦେଉଛି ବାଉଁଶ ପୋଲ

ଗତ ୧୮ ବର୍ଷ ଧରି ବାଉଁଶ ପୋଲ ଉପରେ ନିର୍ଭର କରି ରହିଛନ୍ତି ଗାଁ ଲୋକେ । ଅଢେଇ ବର୍ଷ ପୂର୍ବେ ଭିତ୍ତିପ୍ରସ୍ତର ସ୍ଥାପନ ସରିଥିଲେ ମଧ୍ୟ ଆଜି ଯାଏ ନିର୍ମାଣ ହୋଇପାରିନି ପୋଲ ।

Cyclone Update | Response Teams To Be Sent To Different Dists By Friday, Says Odisha SRC
ବାତ୍ୟା ପାଇଁ ୩୨ NDRF ଟିମ୍

କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସମ୍ଭାବ୍ୟ ବାତ୍ୟା ସମୀକ୍ଷା କରିଛନ୍ତି.. ପ୍ରଭାବିତ ହେବାକୁ ଥିବା ରାଜ୍ୟ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର ମୁଖ୍ୟ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି..

India Observes World AIDS Day 2021, Odisha’s Sudarsan Pattnaik Creates Sand Art On Puri Sea Beach
ବାଲୁକା କଳାରେ HIV ସଚେତନତା

ଏବେ ବି ବିଶ୍ୱରେ ୩ କୋଟି ୭୭ ଲକ୍ଷ ଲୋକ ଏଡସ୍ ସହ ସଂଗ୍ରାମ କରୁଛନ୍ତି.. କରୋନା ମହାମାରୀ ପରେ ଏଡସ୍ ପୀଡ଼ିତଙ୍କ ସମସ୍ୟା ବଢ଼ିଯାଇଛି..