• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Vigilance

Vigilance scanner
ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କର ଅମାପ ସଂପତି ଦେଖି ଭିଜିଲାନ୍ସ ତାଜୁବ୍

ରାଜାଧନୀ ଭୁବନେଶ୍ୱର ଠାରୁ ଆଇଟି ସିଟି ବେଙ୍ଗାଳୁରୁ । ଯେଉଁଠି ଦେଖ, ସେଇଠି ରହିଛି ଦାମୀ ଆପାର୍ଟମେଣ୍ଟ ଆଉ ଘର । ଭୁବନେଶ୍ୱରର ଏମିତି କୌଣସି ଦାମୀ ଆପାର୍ଟମେଣ୍ଟ ନାହିଁ ଯେଉଁଠି ବସନ୍ତଙ୍କ ଫ୍ଲାଟ୍ ନଥିବ ।

Odisha vigilance
ପୁଣି ବଢ଼ିଲା ପ୍ରଦୀପଙ୍କ ଅଡ଼ୁଆ; ଚାର୍ଜଫ୍ରେମ୍ ଦାଖଲ କଲା ଭିଜିଲାନ୍ସ

ପୂର୍ବରୁ ୨୦୨୩ ଏପ୍ରିଲ୍‌ ୨୨ ତାରିଖରେ ମଧ୍ୟ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ସ୍ପେଶାଲ କୋର୍ଟ ଭିଜିଲାନ୍ସରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ ।

Odisha Vigilance
ମହଙ୍ଗା ପଡ଼ିଲା ସରକାରୀ ନିର୍ମାଣରେ ଦୁର୍ନୀତି; ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର

ହଷ୍ଟେଲ୍ ନିର୍ମାଣରେ ନିମ୍ନମାନର କାମ ହୋଇଥିବା ଭିଜିଲାନ୍ସକୁ ସୂଚନା ମିଳିଥିଲା । ନିମ୍ନମାନର କାଠ, ଅଣ ଓସାରିଆ ଛାତ ସହ ବିଦ୍ୟୁତ୍ ଓ ସାନିଟାରୀ ଫିଟିଂରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ପାଇଥିଲା ଭିଜିଲାନ୍ସ ।

IIC and ASI caught red handed by vigilance
ମାସିକିଆ ବଟି ନେବାବେଳେ IIC, ASIଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ବଟି ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଧରିଛି।

 ASI Mamata Bastia
୧୫ ହଜାର ନେଉଥିଲେ ଲାଞ୍ଚ; ସହିଦନଗର ଥାନା ASIଙ୍କୁ ଧରିଲା ଭିଜିଲାନ୍ସ

ସହିଦ ନଗର ଥାନା ASI ମମତା ବସ୍ତିଆ ଲାଞ୍ଚ ନେଇ ଧରାପଡ଼ିଛନ୍ତି । ୧୫ ହଜାର ଲାଞ୍ଚ ନେଲା ବେଳେ ASIଙ୍କୁ ଭିଜିଲାନ୍ସ ଧରିଛି ।

Odisha Vigilance raids OAS officer Prasanta Kumar Rout’s house
ବାହାରିଲାଣି ନଗଦ ୩ କୋଟି; ବାବୁଙ୍କ ଘର ନା ଟଙ୍କା ଗୋଦାମ !

ରେଡ୍ ଜାରି ରହିଥିବାରୁ ଆହୁରି ଅଧିକ ଟଙ୍କା ଓ ଧନ ସଂପତ୍ତି ମିଳିପାରେ ଅନୁମାନ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭୁବନେଶ୍ୱର, ନବରଙ୍ଗପୁର ଓ ଭଦ୍ରକର ୯ଟି ସ୍ଥାନରେ ଏକକାଳୀନ ଚଢଉ କରୁଛି ।

Odisha Vigilance
ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍‌, ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛନ୍ତି। ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି।

Police Housing
ସରକାରୀ ଚାକିରି କିନ୍ତୁ କୋଟି କୋଟି ଟଙ୍କାର ରଖିଛନ୍ତି ସମ୍ପତ୍ତି

ସରକାରୀ ଚାକିରି କରିଛନ୍ତି କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତି ରଖିଛନ୍ତି, ଯାହାର ହିସାବ ସେ ନିଜେ ବି ଦେଇ ପାରୁନାହାନ୍ତି।

motu iic
ମୋଟୁ ଥାନା IIC ସୁଶାନ୍ତ ସାହୁ ଗିରଫ

ମାଲକାନଗିରି ମୋଟୁ ଥାନା IIC ଗିରଫ । ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଭିଜିଲାନ୍ସ ବିଭାଗ ନିଜ ଟୁଇଟର୍ ହ୍ୟାଣ୍ଡେଲ ଜରିଆରେ ଆଇଆଇସିଙ୍କୁ ଗିରଫ କରାଯଇଥିବା ସୂଚନା ଦେଇଛି ।

vigilance raid on nuapada cdvos house
ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ଗାଡ଼ିରୁ ଭିଜିଲାନ୍ସ ଧରିଲା ୨ ଲକ୍ଷ ୭୭ ହଜାର ଟଙ୍କା

ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ।  ତାଙ୍କ ଗାଡ଼ିରୁ ଜବତ ହୋଇଛି ୨ ଲକ୍ଷ ୭୭ ହଜାର ଟଙ୍କା