• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Tourism

Hotel Fake Website
ରୁମ୍‌ ବୁକ୍ କରୁଥିଲେ ସାବଧାନ ! ପୁରୀ-ଭୁବନେଶ୍ୱରର ବିଭିନ୍ନ ହୋଟେଲ୍‌ ନାଁରେ ରହିଛି ଫେକ୍‌ ୱେବ୍‌ସାଇଟ୍

ନକଲି ୱେବସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ । ପୁରୀ ଓ ଭୁବନେଶ୍ବରରେ ଠକେଇକୁ ନେଇ ବଢ଼ିଲା ଚିନ୍ତା

Hawakhana
ରାଜା ଏଇଠି ପବନ ଖାଇବାକୁ ଆସୁଥିଲେ ...

ରାଜାଙ୍କର ହାୱା ଖାନା । ହରିଶପୁରର ରାଜା ଏଇଠି ସମୁଦ୍ର କୂଳିଆ ପବନ ଖାଇବାକୁ ଆସୁଥିଲେ । ଓଡିଶାର ଏହି ଐତିହ୍ୟକୁ ପୁନରୁଦ୍ଧାର ନ କଲେ ସବୁଦିନ ପାଇଁ ହଜିଯିବ ରାଜାଙ୍କର ହାୱା ଖାନା ।

Mayurbhanj’s Debakunda
ପର୍ଯ୍ୟଟକଙ୍କ ମନମୋହୁଛି ଦେବକୁଣ୍ଡର ପ୍ରାକୃତିକ ପରିବେଶ

ନୂଆ ବର୍ଷ ଆସିଲେ ମନେପଡେ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ l ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ କରିଥାଏ ଆନମନା l ଜଙ୍ଗଲ ପାହାଡ଼ ଘେରା ମଧ୍ୟରେ ଅବସ୍ଥାପିତ କରିଛନ୍ତି ମା ଅମ୍ବିକା। ପ୍ରକୃତିର ସବୁଜିମା ଭିତରେ ବହିଯାଉଥିବା ଝରଣାକୁ ଉପଭୋଗ କରି ବଣ ଭୋଜି କରି ବେଶ ମଜା ଉଠାଇଥାନ୍ତି ପର୍ଯ୍ୟଟକ l

Odisha Tourism
ମହକ ହରାଉଛି କି ରାଜ୍ୟ ପର୍ଯ୍ୟଟନ ?

ଦେଶୀ ହୁଅନ୍ତୁ କି ବିଦେଶୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି ଓଡ଼ିଶା । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେପ୍ଟେମ୍ବର ୨୭ ବିଶ୍ୱ ପର୍ଯ୍ୟଟନ ଦିବସରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ବା ଭାରତ ପର୍ଯ୍ୟଟନ ପରିସଂଖ୍ୟାନ-୨୦୨୨ରୁ ଏହା ସ୍ପଷ୍ଟ ହୋଇଛି ।

Odisha Tourism
ଆସୁନାହାନ୍ତି ଦେଶୀ କି ବିଦେଶୀ ପର୍ଯ୍ୟଟକ! ମହକ ହରାଉଛି କି ରାଜ୍ୟ ପର୍ଯ୍ୟଟନ

ବେଳାଭୂମି, ଐତିହ୍ୟ ଓ ମନୋରମ ପରିବେଶ ସବୁକିଛି ଥାଉ ଥାଉ, ଆମ ରାଜ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏତେ ପଛରେ କାହିଁକି? ପ୍ରଚାର ପ୍ରସାର ଓ ଭିତ୍ତିଭୂମିର ଅଭାବ ପାଇଁ ଫିକା ପଡ଼ୁଛି କି ଆକର୍ଷଣ? କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ଅନୁଯାୟୀ  ୨୦୨୧ରେ ଉଭୟ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଦୃଷ୍ଟିରୁ, ଶ୍ରେଷ୍ଠ ୧୦ ରାଜ୍ୟ ତାଲିକାରେ ସ୍ଥାନ ପାଇନି ଓଡ଼ିଶା ।

Odisha Tourism
ପର୍ଯ୍ୟଟନ ଶିଳ୍ପକୁ ବେହାଲ କରିଛି କରୋନା

କରୋନା ମାଡ଼ରେ ଧରାଶାୟୀ ରାଜ୍ୟ ପଯର୍ୟଟନ କ୍ଷେତ୍ର । ଏହି କ୍ଷେତ୍ର ଉପରେ ନିର୍ଭର କରୁଥିବା ପରିବାରଙ୍କ ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି । ହୋଟେଲ ହେଉ କି, ଟୁର୍ସ ଆଣ୍ଡ ଟ୍ରାଭେଲ୍ସ ଅବା ପଯର୍ୟଟନସ୍ଥଳୀ ନିକଟରେ ଛୋଟମୋଟ ଦୋକାନ ଖୋଲି ପେଟ ପୋଷୁଥିବା ବ୍ୟବସାୟୀଙ୍କ ହାତ ବନ୍ଦ କହିଲେ ଚଳେ । ଆଗକୁ ଯଦି ସଂକ୍ରମଣ ସ୍ଥିତିରେ ସୁଧାର ନଆସେ ତେବେ ଏମାନଙ୍କ ଅବସ୍ଥା ଆହୁରି ଖରାପ ହେବାର ଆଶଙ୍କା ରହିଛି ।

Nandankanan Zoological Park
ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ

ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ଗାଇଡଲାଇନ୍‌ ଅନୁମତି ଦେଇଛନ୍ତି। ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ କେଉଁ ଆଧାରରେ ନନ୍ଦନକାନନ ଖୋଲାଯିବ ତାହାର ତର୍ଜମା କରିଥିଲେ ନିର୍ଦ୍ଦେଶକ ମନୋଜ ମହାପାତ୍ର। 

sea-beach
ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ମିଳିଲା ମାନ୍ୟତା

ଭୁବନେଶ୍ୱର: ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ଆଜି ବିଧିବଦ୍ଧ ଭାବେ ମିଳିଲା ମାନ୍ୟତା। ଆନୁଷ୍ଠାନିକ ଭାବେ ଆଜି ସମୁଦ୍ରକୂଳରେ ଲାଗିଛି ବ୍ଲୁଫ୍ଲାଗ୍। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର୍ ଭିଡିଓ କନ୍ଫେରେନ୍ସିଂରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ପୁରୀ ବିଚ୍‌ରେ ଆଜି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଚ୍‌ରେ ବ୍ଲୁଫ୍ଲାଗ୍‌କୁ ଉଡ଼ାଇଛନ୍ତି। ପୁରୀ ସମେତ ୮ଟି ବିଚ୍‌ର ଏକାସଙ୍ଗେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ପ୍ରଦୂଷଣମୁକ୍ତ କରିବା ନେଇ ପଦକ୍ଷେପ ପାଇଁ ପୂର୍ବରୁ […]