• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Police

Kantabanji SDPO Controversy
କାହିଁକି ଦାଦନ ଚାଲାଣକାରୀଙ୍କୁ ଜୁଆଡ଼ି ଦର୍ଶାଇଥିଲେ ଏସ୍‌ଡିପିଓ ?

ଜବତ ଟଙ୍କାରେ ପୋଲିସ୍ ଜାଲିଆତି କରିଥିବା ଅଭିଯୋଗ । କଣ୍ଟାବାଞ୍ଜିର ଏକ ଲଜ୍‌ରୁ ଟଙ୍କା ଜବତ ମାମଲାରେ ଜାଲିଆତି ନେଇ ଓଟିଭିରେ ପ୍ରସାରିତ ଖବରରେ ମୋହର ମାରିଲା ବଲାଙ୍ଗିର ପୋଲିସ। ଏସପି କହିଛନ୍ତି ଜବତ ପରିମାଣରେ ଜାଲିଆତି ହୋଇଛି । ଏହାର ତଦନ୍ତ ଚାଲିଛି ।

ଗୋଚାଲାଣ ମାମଲା
ଗୋଚାଲାଣକୁ ରୋକି ହରଡ଼ଘଣାରେ ଗୋ ସେବକ

ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ୍।

Glitches During Computer Based Test For Odisha Police SI Exam
ଓଡ଼ିଶା ପୋଲିସ SI ପରୀକ୍ଷାରେ ବିଭ୍ରାଟ !

ଟେକ୍ନିକାଲ ସମସ୍ୟା ଯୋଗୁ ଓଡ଼ିଶା ପୋଲିସ SI ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି। ପରୀକ୍ଷାର୍ଥୀଙ୍କ ଅଭିଯୋଗ, ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ ହୋଇପାରୁନାହିଁ। 

Home Guard
ଖୁସି ଖବର ! ବଢ଼ିଲା ହୋମ୍‌ଗାର୍ଡଙ୍କ ଦରମା

ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ପୂର୍ବବତ୍ ବଳବତ୍ତର ରହିବ ।

Fake Note
ସମ୍ବଲପୁରରୁ ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ

୧୦ ବର୍ଷ ଭିତରେ ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ ଜବତ ହୋଇଛି।

PPE Kit
ହସ୍ପିଟାଲରେ ଭୂତ ପକାଇଲା ଶହ ଶହ ପ୍ୟାକେଟ ପିପିଇ କିଟ୍‌ !

ଗତକାଲି ଓଟିଭି କ୍ୟାମେରା କଏଦ ହୋଇଥିଲା ପିପିଇ କିଟ ପଡିଥିବା ଭିଜୁଆଲ। କିନ୍ତୁ ଆଜି ସକାଳେ ଦେଖିଲା ବେଳକୁ ପିପିଇ କିଟ୍ ଉଭାନ।

Matric Exam
ପ୍ରଶ୍ନପତ୍ର ଗୁଜବକାରୀଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଏପ୍ରିଲ ୨୯ରୁ ମେ ୭ ମାଟ୍ରିକ ଓ ଏପ୍ରିଲ ୨୮ରୁ ମେ ୩୧ ହେବ +୨ ପରୀକ୍ଷା ଆରମ୍ଭ ହେବ। 

BJP Leader Reaction on Driver Protest
ସାରା ରାଜଧାନୀରେ ଠେଙ୍ଗା ବାଡ଼ି ବୁଲିଲା, ପୋଲିସ ଗଲା କୁଆଡେ?

ଡ୍ରାଇଭର ଭାଇମାନଙ୍କ ପ୍ରତି ଆମର ସହାନୁଭୂତି ଅଛି। କିନ୍ତୁ କାଲି ଯେଉଁଭଳି ସେମାନେ ବ୍ୟବହାର କଲେ ତାହା ନିନ୍ଦନୀୟ।

death Suspense
୩ ଯୁବତୀ ଝୁଲିପଡ଼ିବାର କାରଣ କହିଲା ପୋଲିସ୍

ରାତି ଅନ୍ଧାରରେ ଏ ଦୃଶ୍ୟ ଦେଖିବା ପରେ ହଠାତ ତାଜୁବ ହୋଇଯାଇଥିଲା ପୁରା ତୋହରା ଗାଁ।

False Case Filed
ମହଙ୍ଗା ପଡ଼ିଲା ମିଛ ମାମଲା ରୁଜୁ କରି ଗିରଫ କରିବା

ଆଳିର ଆଠକଣିଆ ଛକରେ ଏକ ପିକଅପଗାଡ଼ିରେ ବେଆଇନ ଗୋଚାଲାଣ ହେଉଥିଲା।

Cyber Crime
ପୋଲିସ ପଞ୍ଝାରେ ଧରାପଡ଼ିଲା ପ୍ରଫେସରଙ୍କୁ ଚୂନ ଲଗାଇଥିବା ଠକ

ଅଭିଯୁକ୍ତଙ୍କ ଠାରୁ ୧୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ କମ୍ପାନୀର ସିମ୍ କାର୍ଡ ଜବତ କରିଛି।

Loot And Firing
ଦିନ ଦ୍ୱିପହରରେ ଆତଙ୍କରାଜ୍: ଗୁଳି ମାରି ଛଡ଼ାଇନେଲେ ଟଙ୍କା

ଘଟଣାସ୍ଥଳରେ ୨ ସାଇଣ୍ଟିଫିକ୍ ଟିମ୍ ଅନୁଧ୍ୟାନ କରୁଛନ୍ତି।

Digital beauty scare on social media.
ମାତିଛନ୍ତି ଡିଜିଟାଲ ସୁନ୍ଦରୀ

ସୋସିଆଲ ମିଡ଼ିଆରେ ଡିଜିଟାଲ ସୁନ୍ଦରୀ ଆତଙ୍କ । ଲୋକଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରିବା ଉଦ୍ଦେଶ୍ୟରେ ସାଇବର ଅପରାଧୀମାନେ ‘ଅଶ୍ଳୀଳ ଚାର୍ଟକୁ ଆୟୁଧ କରୁଛନ୍ତି । ଏହି ପରିପେକ୍ଷୀରେ ଡିଜିଟାଲ ସୁନ୍ଦରୀଙ୍କ କବଳରୁ ନିଜକୁ ରକ୍ଷା କରିବାକୁ ଓଡ଼ିଶା ପୋଲିସ ଲୋକଙ୍କୁ ସତର୍କ କରାଇଛନ୍ତି । ଏନେଇ ଓଡ଼ିଶା ପୋଲିସ୍‌ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି ।

Election Violence
ଭୋଟ୍‌ ବେଳେ ସୀମା ଟପିଗଲା ରାଜନୈତିକ ହିଂସା

ପୁରୀ ଜିଲ୍ଲାର କଣାସ ବ୍ଲକ ବଡାଲ ପଞ୍ଚାୟତରେ ମତଦାନବେଳେ ବୁଥ୍ ଜବରଦଖଲ ଉଦ୍ୟମ ଅଭିଯୋଗ ହୋଇଛି, ଯାହାର ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ ଜବରଦଖଲକାରୀ। 

ଗଞ୍ଜେଇ ବ୍ୟବସାୟୀ ଅଭିଯୁକ୍ତ ନାରାୟଣ ପତି
ଆଖି ଆଗରେ ପୋଲିସ ନେଇଗଲେ ୨୦ ବର୍ଷର ଅର୍ଜିତ କଳା ଟଙ୍କା

ଘରୁ ବାହାରୁଛି ବିଡା ବିଡା ଟଙ୍କ।। ପୋଲିସ କର୍ମଚାରୀ ମଧ୍ୟ ଦେଖିକି ତାଜୁବ

ସରପଞ୍ଚଙ୍କ ପୋଡ଼ିଯାଇଥିବା ଘର
ରାଜନୈତିକ ଆକ୍ରୋଶ ରଖି ପୋଡ଼ିଦେଲେ ସରପଞ୍ଚଙ୍କ ଘର

ର୍ନିବାଚନ ଥିବାରୁ ଆକ୍ରୋଶମୂଳକ ଭାବେ ଜୀବନରୁ ମାରି ଦେବାପାଇଁ ଏଭଳି କାର୍ଯ୍ୟ କରାଯାଇଥିବା ଅଭିଯୋଗ

Mother Dog
ନିଜ ଛୁଆର ଅନ୍ତିମ ସତ୍କାର କଲା ମାଆ

ହୋମ୍‌ ପାଇପ ଭିତରେ କୁକୁର ଛୁଆ ଫସି ଯାଇଥିବା ବେଳେ ମାଆ କୁକୁରଟି କିଛି ଉପାୟ ନପାଇ ନିଜ ଛୁଆକୁ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲା।

ODISHA DGP
ଆଇନ ଭଙ୍ଗକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ : ଡିଜିପି

ଦାୟିତ୍ୱ ନେବା ପରେ ଅପରାଧୀଙ୍କୁ କଡ଼ା ଚେତାବନୀ ଦେଲେ ଓଡ଼ିଶା ଡିଜିପି। କହିଲେ, ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

Sunil Bansal New Odisha DGP
ସୁନୀଲ ବଂଶଲ ନୂଆ DGP

ସୁନୀଲ ବଂଶଲ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୧୯୮୭ ବ୍ୟାଚ୍‌ର ବରିଷ୍ଠ IPS ଅଫିସର ହେଉଛନ୍ତି ସୁନୀଲ ବଂଶଲ।

IPS officer Sunil Kumar Vansal
ସୁନୀଲ ବଂଶଲ ନୂଆ ଡିଜିପି

ସୁନୀଲ ବଂଶଲ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୧୯୮୭ ବ୍ୟାଚ୍‌ର ବରିଷ୍ଠ IPS ଅଫିସର ହେଉଛନ୍ତି ସୁନୀଲ ବଂଶଲ।

Tara Prasad Bahinipati
କଂଗ୍ରେସ କର୍ମୀ ପଥର ମାରିବା ପ୍ରମାଣ କଲେ ରାଜନୀତି ଛାଡ଼ିଦେବି : ସିପିଙ୍କୁ ତାରାପ୍ରସାଦ ବାହିନୀପତିଙ୍କ ଚ୍ୟାଲେଞ୍ଜ

ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାରିଛି । ତେଣୁ ପୋଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କଂଗ୍ରେସ ଭବନ ଭିତରେ ପଶି ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେଲେ ପୋଲିସ କମିଶନର ଅଫିସ ଘେରାଉ କରିବୁ ବୋଲି ତାରା କହିଛନ୍ତି ।

BJP protest at bhubaneswar
ଲାଠିମାଡ଼ ପରେ ପୋଲିସ ଉପରକୁ ବିଜେପି କର୍ମୀଙ୍କ ଢେଲାମାଡ଼

ପ୍ରଥମ ବ୍ୟାରିକେଡକୁ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ପାଖରେ ଧାରଣା ଦେଇଥିଲା ବିଜେପି। ବିଜେପି କର୍ମୀଙ୍କୁ ଗିରଫ କଲା ବେଳେ ପୋଲିସ ସହ ଠେଲାପେଲା ହୋଇଥିଲା।

police conduct flag march
ଜବରଦଖଲ ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଢେଲାପଥର ମାଡ଼, ପୋଲିସର ଲାଠି ଚାର୍ଜ

ଉତ୍ତ୍ୟକ୍ତ ଲୋକେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡକୁ ଆକ୍ରମଣ କରିଥିଲେ। ଏପରିକି ଉଚ୍ଛେଦ କରୁଥିବା ଜେସିବିକୁ ଭଙ୍ଗାରୁଜା କରିଥିଲେ।

BJP Pressmeet
ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ହାତକୁ ବାନ୍ଧିଛି କିଏ?

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ଗତ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । 

Mahanga Double Murder
ମାହାଙ୍ଗା ଡବଲ ମର୍ଡର: ପୋଲିସର କାର୍ଯ୍ୟଶୈଳୀ ଉପରେ କୋର୍ଟ ଅସନ୍ତୋଷ, ଥାନା IICଙ୍କୁ ନୋଟିସ

୧୦ ତାରିଖ ମଧ୍ୟରେ ନୋଟିସର ଜବାବ ଦେବାକୁ ମଧ୍ୟ ତାଗିଦ୍ କରିଛନ୍ତି କୋର୍ଟ । ୧୦ ତାରିଖ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ ପାଇଁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ।