• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Citizens Award

Odisha Citizens Award
ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୩; ସମ୍ମାନିତ ହେଲେ ରାଜ୍ୟର ୯ ପ୍ରତିଭାବାନ ବ୍ୟକ୍ତିତ୍ୱ

ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୩ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।

Odisha Citizen Award 2023
ଓଡ଼ିଶା ସିଟିଜେନ୍ ଆୱାର୍ଡ ୨୦୨୩; ୧୧ତମ ସଂସ୍କରଣ ପାଇଁ ପ୍ରଥମ ଜୁରୀ ବୈଠକ

ଭୁବନେଶ୍ୱରସ୍ଥିତ ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ବସିଥିବା ପ୍ରଥମ ଜୁରୀ ବୈଠକରେ, ପୁରସ୍କାର ପାଇବାକୁ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସମ୍ପର୍କରେ ଆଲୋଚନା ହୋଇଛି ।

Odisha Citizens Award
ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ଜୁରିର ପ୍ରଥମ ବୈଠକ ସରିଲା

ପରବର୍ତ୍ତୀ ବୈଠକରେ ନାଁ ସର୍ଟଲିଷ୍ଟ କରାଯିବ । ତା ପରେ ହେବ ଅନ୍‌ଲାଇନ୍ ଭୋଟିଂ । ଅନ୍‌ଲାଇନ୍ ଭୋଟିଂ ଓ ଜୁରି ମତକୁ ନେଇ ବିଜେତା ଘୋଷଣା ।

odisha Citizens award
ଓଡ଼ିଶା ସିଟିଜେନ୍ସ ଆୱାର୍ଡ: ରାଜନୀତିରେ ସପ୍ତଗିରି, କ୍ରୀଡ଼ାରେ ଦୀପଗ୍ରେସ ପୁରସ୍କୃତ

ସମସ୍ତ ବର୍ଗରେ ମନୋନୀତ ଅନ୍ୟ ୩ ଜଣ ବ୍ୟକ୍ତିବିଶେଷ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏଥିପାଇଁ ଏକ୍ସପର୍ଟ ମାନଙ୍କୁ ନେଇ ବିଚାରକ ମଣ୍ଡଳୀ ଗଠନ ସହ ଅନଲାଇନରେ ଲୋକଙ୍କ ଠାରୁ ମତ ସଂଗ୍ରହ କରାଯାଇଥିଲା। 

Odisha Citizens Award Meeting
OCA 2021: ଓଡ଼ିଶା ସିଟିଜେନ୍ସ ଆୱାର୍ଡ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟ ଜୁରୀ ବୈଠକ

ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଜୁରୀ ବୈଠକରେ ସମସ୍ତ ୯ଟି ବର୍ଗରୁ ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ୪ଜଣ ଲେଖାଏଁଙ୍କୁ ସର୍ଟଲିଷ୍ଟ କରାଯାଇଥିଲା। ଏବେ ଅନଲାଇନ୍ ଭୋଟିଂ ମାଧ୍ୟମରେ ଲୋକଙ୍କଠାରୁ ମତାମତ ଲୋଡାଯିବ।

odisha citizens award
୯ଟି ବର୍ଗରେ ପ୍ରଦାନ ହେବ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୧

ଓଡିଶା ଟେଲିଭିଜନ୍ ନେଟୱର୍କ ପକ୍ଷରୁ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୧ ପାଇଁ ପ୍ରଥମ ପର୍ଯ୍ୟାୟ ଜୁରୀ ବୈଠକ ଅନୁଷ୍ଠିତ ହୋଇଛି। ରାଜନୀତି, ଶିକ୍ଷା, ସମାଜସେବା, କ୍ରୀଡା, ମନୋରଞ୍ଜନ, କୃଷି, କଳା ଓ ସଂସ୍କୃତି, ବାଣିଜ୍ୟ ଓ ସ୍ୱାସ୍ଥ୍ୟ କ୍ଷେତ୍ର ଭଳି ୯ଟି ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତ ବିଶେଷଙ୍କୁ ପୁରସ୍କୃତ କରାଯିବ।

otv
ଓଟିଭିର ଓଡ଼ିଶା ସିଟିଜେନସ୍ ଆୱାର୍ଡ ୨୦୧୯: ୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ବିିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଓଟିଭି ପକ୍ଷରୁ ଓଡ଼ିଶା ସିଟିଜେନସ୍ ଆୱାର୍ଡ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୯ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଛି। ଓଟିଭିର ଓଡ଼ିଶା ସିଟିଜେନସ୍ ଆୱାର୍ଡ(ଓସିଏ) ୨୦୧୯ରେ କୃଷି କ୍ଷେତ୍ରରେ ବିଜୟ ପାଠକ, ଶିକ୍ଷା କ୍ଷେତ୍ରରେ ପ୍ରଫେସର ମାଧବ ଚନ୍ଦ୍ର ଦାଶ ଏବଂ କଳା ଓ ସଂସ୍କୃତି କ୍ଷେତ୍ର ଲାଗି ମୋଗଲ ତାମସା ନିର୍ଦ୍ଦେଶକ ବାଦଲ ସିକଦାରଙ୍କୁ ସମ୍ମାନିତ କରାଯାଇଛି। ସେହିପରି […]

jury
ଓଡ଼ିଶା ସିଟିଜେନ ଆଓ୍ୱାର୍ଡ଼ ୨୦୧୮

ଭୁବନେଶ୍ୱର : ଓଡ଼ିଶା ଟେଲିଭିଜନ ଲିମିଟେଡ୍ ପକ୍ଷରୁ ପ୍ରଦତ୍ତ ଓଡ଼ିଶା ସିଟିଜେନ ଅାଓ୍ୱାର୍ଡ଼-୨୦୧୮ ପାଇଁ ପ୍ରଥମ ପର୍ଯ୍ୟାୟ ଚୟନ କମିଟିର ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୮ଟି ପ୍ରମୁଖ ବିଭାଗ ଯଥା କୃଷି, କ୍ରୀଡ଼ା, ଉଦ୍ୟୋଗ, କଳା ଓ ସଂସ୍କୃତି, ମନୋରଞ୍ଜନ, ରାଜନୀତି, ସାମାଜିକ ସେବା ଏବଂ ଶିକ୍ଷା ଅାଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅାସିଥିବା ପ୍ରତିଭାଶାଳୀ ବ୍ୟକ୍ତିତ୍ୱଙ୍କୁ  ଚୟନ କରାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ମିହିର […]