• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odia Jawans Martyred

Odia Jawans Martyred
କିଏ କହିଲା ପୁଅ ଘରୁ ବିଦା ହୁଏନି ? ଯେବେ ଯାଏ ପଡ଼େ ହରିବୋଲ, ଖଇକଉଡ଼ି

ଯାହାକୁ ଦିନେ ଘରୁ ସାଙ୍ଗରେ ଆଣି ଦେଶ ସେବା ପାଇଁ ପଠାଇଥିଲେ, ଆଜି ତାରି ମରଶରୀରକୁ ପୁଣି ଘରକୁ ଫେରାଇ ନେବାକୁ ଆସିଛନ୍ତି ଯେତେବେଳେ, ଛାତିର କୋହ ଓ ଆଖିର ଲୁହକୁ କେମିତି ବା ଚାପି ରଖିପାରନ୍ତେ ସହିଦ ସରୋଜଙ୍କ ବଡ଼ଭାଇ ମନୋଜ ଦାଶ ।

Odia Jawans Martyred
ଭୁବନେଶ୍ୱରରୁ ଭୁବନ, ସବୁଠି ବୀର ପୁଅର ଝଲକ୍ ପାଇଁ ଭିଡ଼

ଯାହାଙ୍କ ପାଇଁ ଦେଶ ଗର୍ବିତ, ଜନ୍ମମାଟି ବି ପରିଚିତ । ସେଇ ସୁନା ପୁଅ ସହିଦ ସରୋଜ ଦାସଙ୍କୁ ଝୁରୁଛି ଢେଙ୍କାନାଳର କେନ୍ଦୁଢ଼ିପ ଗାଁ ।

Odia Jawans Martyred
କାଲି ଜନ୍ମମାଟିକୁ ଫେରିବ ସହିହ ଯବାନ ସରୋଜଙ୍କ ପାର୍ଥିବ ଶରୀର

ଜନ୍ମମାଟିକୁ ଫେରିବ ସରୋଜଙ୍କ ପାର୍ଥିବ ଶରୀର । କେନ୍ଦୁଢିପ ଗାଁରେ ପାର୍ଥିବ ଶରୀରକୁ ନେଇ ଶୋଭାଯାତ୍ରା ହେବ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ ।

Odia Jawan Death
ସଂସାର ଉଜାଡ଼ି ଦେଲା ସିକ୍କିମ୍ ବନ୍ୟା, ବିବାହକୁ ୭ ମାସ ପୂରିନି, ସ୍ତ୍ରୀ ମଥାରୁ ସିନ୍ଦୂର ନେଇଗଲା କ୍ରୁର ନିୟତି

ମୁର୍ଛା ଯାଉଛି ମାଆ, ବାଉଳି ହେଉଛନ୍ତି ବାପା । ଆଉ ପାଗଳି ପ୍ରାୟ ପତ୍ନୀ । ଅମାନିଆ ଲୁହରେ ଅହରହ ଭିଜୁଛି ସମ୍ପର୍କୀୟ, ସାହି ପଡ଼ିଶା ଓ ସାଙ୍ଗସାଥୀଙ୍କ ଆଖି । ମଙ୍ଗଳବାର ବିଳମ୍ବିତ ରାତିରେ ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିବା

Jawan's Mother Passes Away
ପୁଅ ଯିବାର ୮ ଦିନରେ ଝୁରି ଝୁରି ଚାଲିଗଲା ମାଆ

ସହିଦ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କୁ ଝୁରିଝୁରି ଗୁରୁତର ଅସୁସ୍ଥ ହୋଇ ପଡିଥିବା ତାଙ୍କ ମା ସୁନ୍ଦରୀ ଖୁଣ୍ଟିଆଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି।

Martyr CRPF jawan Sushant Khuntia
ଲୁହରେ ଭିଜିଲା ବୀରମାଟି

ଲୁହରେ ଭିଜିଲା ବୀରମାଟି । ଜନ୍ମଭୂମି ଆନନ୍ଦପୁର ନନ୍ଦିସାହିରେ ଜଳିଲା ଛତିଶଗଡ଼ ମାଓ ହମଲାରେ ସହିଦ ସୁଶାନ୍ତଙ୍କ ଚିତା । ରାଷ୍ଟ୍ରୀୟ ମର୍ଯାଦା ସହ ଶୋକାକୁଳ ପରିବେଶରେ ସରିଲା ଶେଷକୃତ୍ୟ । ୫ କିଲୋମିଟର ବ୍ୟାପି ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ଜନତା

Martyr CRPF jawan Sushant Khuntia
ଲୁହରେ ଭିଜିଲା ବୀରମାଟି ଆନନ୍ଦପୁରର ନନ୍ଦିସାହି

ସହିଦର ମୁକଟ ପିନ୍ଧି ପ୍ରଥମ ଓ ଶେଷଥର ପାଇଁ ଦେହରେ ଜାତୀୟ ପତାକା ଘୋଡ଼ି ହୋଇ ଗାଁକୁ ଫେରୁଥିଲା ବୀର ପୁଅ...ଗାଁ ଦାଣ୍ଡ ଦେଇ ଶୋଭାଯାତ୍ରା ଲମ୍ବିଥିଲା ଯେ ଲମ୍ବିଥିଲା ଆଖି ପାଇବା ଯାଏଁ।

ଓଡ଼ିଆ ପୁଅ ସୁଶାନ୍ତ ଖୁଣ୍ଟିଆ
୨ ବର୍ଷରେ ଲିଭିଗଲା ଗୋଟିଏ ପରିବାରର ୪ ଜୀବନ ଦୀପ

ସ୍ୱାଧୀନତା ଦିବସର ଦିନି ତିନିଟା ପୂର୍ବରୁ ଝାଡଖଣ୍ଡରେ ମାଓ ହମଲା। ଲାଲବାହିନୀ ଗୁଳିରେ ଟଳିପଡ଼ିଲେ CRPF ଯବାନ।

odia jawan
ଦେଶ ପାଇଁ ଜୀବନ ଦେଲେ ୨ ଓଡ଼ିଆ ଯବାନ

ଭୁବନେଶ୍ୱର: ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଓ ଅନ୍ୟଜଣେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ଏ ନେଇ ସରକାରୀ ଭାବେ କୌଣସି ସ୍ପଷ୍ଟ ହୋଇନି। ସୂଚନା ଅନୁସାରେ, ସହିଦ ଯବାନ ନନ୍ଦୁରାମ ସୋରେନ୍‌ଙ୍କ ଘର ରାଇରଙ୍ଗପୁର ବିଜାତଳା ବ୍ଲକ୍‌ ଅନ୍ତର୍ଗତ ଚମ୍ପାରଦା ଗାଁରେ […]