ମାଆଙ୍କ ପରେ ଏବେ ଦୀପାଙ୍କର ଜୀବନ ନେଲା କ୍ୟାନ୍ସର
ଭୁବନେଶ୍ୱର: କର୍କଟ ରୋଗ ପାଇଁ ଅକାଳରେ ଝଡ଼ିଗଲେ ଆଲବମ୍ କୁଇନ୍ ଦୀପା ସାହୁ। ୨ ବର୍ଷରୁ ଅଧିକ ସମୟ ଧରି କର୍କଟ ସହ ନିରବଚ୍ଛିନ୍ନ ଲଢେଇ ପରେ ୩୮ ବର୍ଷ ବୟସରେ…
ଓଡ଼ିଆ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ. Odia Actress Deepa Sahu Death. For More update read OTV Khabar.