• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odia Actor

Barun Bisoi
ଦାରିଂବାଡ଼ିରୁ ବଲିଉଡ୍‌; ଫଲି ଆର୍ଟିଷ୍ଟ ଭାବେ ନାଁ କଲା ଓଡ଼ିଆ ପୁଅ

ଫିଲ୍ମ ସୁଟିଂ ପରେ ପୋଷ୍ଟ ପ୍ରଡକସନରେ ଏହି ସାଉଣ୍ଡ ସୃଷ୍ଟି କରାଯାଇଥାଏ ଏବଂ ଏହା ପଛରେ ଥିବା କଳାକାରଙ୍କୁ କୁହାଯାଏ ଫଲି ଆର୍ଟିଷ୍ଟ । କହିବାକୁ ଗଲେ ଫିଲ୍ମକୁ ଜୀବନ୍ୟାସ ଦେଇଥାନ୍ତି ଫଲି ଆର୍ଟିଷ୍ଟ ।

Pintu Nanda
ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କୁ ଅଶ୍ରୁଳ ବିଦାୟ

ପରିବାର, ପ୍ରୀୟଜନ, ବନ୍ଧୁ ତାଙ୍କ ଅନ୍ତିମ ସତ୍କାରରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ପଟିଆ ସ୍ଥିତ ବାସଭବନରେ ପିଣ୍ଟୁଙ୍କୁ ଆଜି ଶହ ଶହ ଫ୍ୟାନ୍ସ ଓ ସମର୍ଥକ ଶେଷ ଦର୍ଶନ କରିଥିଲେ ।

Pintu Nanda
ଠକିଦେଲେ ପିଣ୍ଟୁ ଭାଇ !

ଯକୃତଜନିତ ରୋଗରେ ପୀଡ଼ିତ ଏହି ଲୋକପ୍ରିୟ କଳାକାର ଗତ ରାତି ୧୧ଟା ୨୫ ମିନିଟରେ ମେଡିକାଲର ଭେଣ୍ଟିଲେଟର ଭିତରେ ନୀରବି ଯାଇଛନ୍ତି ।ଯାହାଙ୍କ ପରଲୋକରେ ଭାଙ୍ଗିପଡ଼ିଛନ୍ତି ଫ୍ୟାନଙ୍କ ସହ ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ । ଲୁହ ଝରାଉଛନ୍ତି ସାଥୀ କଳାକାର । ସ୍ତବ୍ଧ ଓଲିଉଡ ।

Post Mortem Report Of Odia Actor Raimohan Parida
ଆସିଲା ଓଡ଼ିଆ ଅଭିନେତା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Raimohan Parida
ରାଇମୋହନଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ, ତଦନ୍ତ ପାଇଁ ପହଞ୍ଚିଲା ପୋଲିସ

କମିଶନରେଟ୍ ପୋଲିସର ଏକ ୪ ଜଣିଆ ଟିମ୍ ଗତକାଲି ରାଇମୋହନଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରିଛନ୍ତି ।

Ollywood actor Sritam Das expresses shock over Raimohan's death
‘କାଲି ସାଙ୍ଗଙ୍କୁ ପୁରୀ ପ୍ରସାଦ, ଚା’ ଦେଇଥିଲେ...ଆଜି ଚାଲିଗଲେ’

ରାଇମୋହନଙ୍କ ମୃତ୍ୟୁକୁ ନେଇ ଶ୍ରୀତମ କହିଛନ୍ତି, ‘ନିଜକୁ ତିଆରି କରିଥିବା ମଣିଷ ହଠାତ୍‌ ଆତ୍ମହତ୍ୟା କରିବା କଥା ବିଶ୍ୱାସ ହେଉନି। ତେଣୁ ନିଶ୍ଚିତ ଭାବେ ଏହାର ତଦନ୍ତ କରାଯାଉ।’

Ollywood actor Raimohan Parida dies by suicide
କ’ଣ ଥିଲା ରାଇମୋହନଙ୍କ ସହ ସିଦ୍ଧାନ୍ତଙ୍କ ଶେଷ କଥା ?

ଅଚାନକ୍‌ ରାଇମୋହନଙ୍କ ମୃତ୍ୟୁକୁ କେହିବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ‘ବିଶ୍ୱାସ ହେଉନି ରାଇ ଭାଇ ଆତ୍ମହତ୍ୟା କରିଛନ୍ତି।

Odia Actor Raimohan Parida Commits Suicide
ଆତ୍ମହତ୍ୟା କଲେ ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା

ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। 

Odia Actor Arrested
‘ଅଭିନେତ୍ରୀଙ୍କ ଜୀବନ ସହ ଖେଳୁଥିଲେ ମିଲନ’

ଅଭିନେତ୍ରୀଙ୍କ ଜୀବନ ସହ ଖେଳୁଥିଲେ ମିଲନ। ବିବାହ ପ୍ରଲୋଭନ ଦେଖା ଟଙ୍କା, ବୁଲେଟ, କାର, ସୁନା ଭଳି ସାମଗ୍ରୀ ଦେଇଥିବା ସମ୍ପୃକ୍ତ ଯୁବତୀ ଅଭିଯୋଗ କହିଛନ୍ତି।

Odia TV serial Actor Detained
ଓଡ଼ିଆ ଟିଭି ସିରିଏଲ୍ ଅଭିନେତା ଥାନାରେ ଅଟକ

ଥାନାରେ ଅଟକ ଓଡ଼ିଆ ଟିଭି ସିରିଏଲ୍ ଅଭିନେତା। ଓଡ଼ିଆ ସିରିଏଲ୍‌ରେ ଅଭିନୟ କରିଥିବା ସୁମନଙ୍କ ବିରୋଧରେ ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି। 

Odia Film Puspa
ସାଉଥ୍‌ ଫିଲ୍ମରେ ଓଡ଼ିଆ ପୁଅଙ୍କ କମାଲ୍‌, ଜବରଦସ୍ତ ଡାଇଲଗରେ କିଣୁଛନ୍ତି ଦର୍ଶକଙ୍କ ମନ

ସାଉଥ୍‌ ଫିଲ୍ମ ପୁଷ୍ପାରେ କମାଲ କଲେ ଓଡ଼ିଆ ପୁଅ। ଜବରଦସ୍ତ ଡାଇଲଗ୍‌ ସାଙ୍ଗକୁ ଧମାକାଦାର ଆକ୍ଟିଂରେ ଦର୍ଶକଙ୍କ କିଣିଲେ ମନ... ଗାଁରୁ ଛୁଟିଲା ପ୍ରଶଂସାର ସୁଅ। ମାଆ କହିଲେ- ପୁଅ ମୋର ଆହୁରି ଭଲ ଭଲ ଫିଲ୍ମ କରିବ

Actor Mihir Das
ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କହିଲେ ଡାକ୍ତର

ବରିଷ୍ଠ ଓଡ଼ିଆ ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି। 

bijay-mohanty
କାଲି ଓଡ଼ିଶା ଫେରିବେ ବିଜୟ ମହାନ୍ତି

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଫେରିବେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜୟ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଅଣାଯିବ। ଗତ କିଛିଦିନ ହେଲା ଅସୁସ୍ଥ ହୋଇ ସେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କୁ ଓଡ଼ିଶା ଫେରାଇ ଆଣି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବ। ସେଠାରେ ତାଙ୍କ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି। […]