• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Oas Result

result
ପ୍ରକାଶ ପାଇଲା OAS ରେଜଲ୍ଟ, ସୁଦେବ କୁମାର ପୃଷ୍ଟି ଟପ୍ପର

ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ, ପ୍ରଣବ ରଂଜନ ସାହୁ ତୃତୀୟ । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ପୁଅ ଏବଂ ୫ ଝିଅ ଅଛନ୍ତି ।

OAS Result
ଏତେ ଖୁସି ଭିତରେ ବି ଗଭୀର ଦୁଃଖ ! ବାପାଙ୍କ ଆଶା ପୂରଣ ହେଲା, କିନ୍ତୁ ସେ ନାହାନ୍ତି..

ଜଗତସିଂହପୁରର ସ୍ୱର୍ଗତ ମନୋଜ ମହାନ୍ତିଙ୍କ ଝିଅ ସ୍ୱହା ମହାନ୍ତି । ସାରା ଓଡିଶାରେ ୩୪ ନମ୍ବର ରାଙ୍କ ରଖି ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

OAS Result Day
କଥାରେ ଅଛି ପଢ଼ିବା ପିଲା ଯେମିତି ବି ପାଠ ପଢ଼ିବେ, ତାହା ଏଠି ପ୍ରମାଣିତ.. ପଢ଼ନ୍ତୁ ଅନେକ ଉଦାହରଣ

ଏହି ସବୁ କାହାଣୀ ଜାଣିବା ପରେ ନିସ୍କର୍ଷ ହେଲା, ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ଏମାନେ ଶତପ୍ରତିଶତ ପ୍ରମାଣ କରି ଦେଖାଇଛନ୍ତି ।

OAS
ସମାଜ ପାଇଁ ଉଦାହରଣ; ଦୃଷ୍ଟି ଶକ୍ତି ନାହିଁ, ହେଲେ OAS ପରୀକ୍ଷାରେ ପାସ୍

୨୬୨ ରାଙ୍କ ରଖି ସଫଳତା ପାଇଥିବା ବାଣପୁରର ଅଲାଇଡିହ ଗ୍ରାମର ପ୍ରସନ୍ନ କୁମାର ପଣ୍ଡା । ପରୀକ୍ଷାରେ ସଫଳତା ପରେ ଏବେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।

OAS Result
ବାହାରିଲା ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ରେଜଲ୍ଟ, ଟପ୍ ଟେନ୍‌ରେ ବାଜି ମାରିଲେ ମହିଳା

୨୪ ବର୍ଷିଆ ତେଜସ୍ୱିନୀ ବେହେରା ଓସିଏସ୍ ଟପ୍ପର । ପ୍ରଥମ ତିନିଟି ସ୍ଥାନରେ ତିନି ମହିଳା ।

OAS Topper, Tejaswini Behera
OAS Result: ତେଜସ୍ୱିନୀ ଥରକେ ଟପ୍ପର, ଶୁଭଙ୍କରୀ ଦ୍ୱିତୀୟ ଥରରେ ରାଙ୍କ ୨

ଲିଷ୍ଟରେ ନାଁ ରହିବ ବୋଲି ସେ ନିଶ୍ଚିତ ଥିଲେ । ଆର୍ଥାତ୍‌ OAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ତାଙ୍କର ପ୍ରଗାଢ଼ ବିଶ୍ୱାସ ଥିଲା ।

OAS Result
OAS ରେଜଲ୍ଟ, ପ୍ରଥମ ତିନି ସ୍ଥାନରେ ଛାତ୍ରୀ

OAS ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ପରୀକ୍ଷାର୍ଥୀ । ୩୯୨ ଜଣଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ।

Biswajeet-Umashankar
ପରିଶ୍ରମ ହିଁ ସଫଳତାର ଚାବିକାଠି, ଯାହାକୁ ପ୍ରମାଣ କରିଛନ୍ତି ଉମାଶଙ୍କର-ବିଶ୍ୱଜିତ

ହାତରେ ରେଞ୍ଚି ଖଣ୍ଡେ ଧରି ପାଟର୍ସକୁ ପାର୍ଟସ ଯୋଡ଼ି ଅବିଳମ୍ବେ ଚଳନ୍ତା ସାଇକେଲଟିଏ ଛିଡ଼ା କରି ଦେଉଥିବା ଲକ୍ଷ୍ମଣ ଆଜି ଯେ ତାଙ୍କ ସ୍ୱପ୍ନର ମଣିଷକୁ ସଠିକ୍ ବାଟରେ ଛିଡ଼ା କରି ପାରିଛନ୍ତି । ସେଥିରେ ଖୁସି ନହେବେ ବା କେମିତି ।

Ashwini Kumar Panda
ପ୍ରକାଶ ପାଇଲା OAS ରେଜଲ୍ଟ : ଅଶ୍ୱିନୀ କୁମାର ପଣ୍ତା ଟପ୍ପର

ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା(OAS) ପରୀକ୍ଷାର ଫଳାଫଳ । ଏଥର ବିଭିନ୍ନ ବର୍ଗର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ଓ ତୃତୀୟରେ ରଶ୍ମୀରେଖା ପାତ୍ର ରହିଛନ୍ତି। ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ମୋଟ ୧୫୩ଜଣଙ୍କ ପ୍ରାର୍ଥୀଙ୍କ ନାଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ସୁପାରିଶ କରିଥିବାବେଳେ ଏଥିରେ ୫୬ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଖୁସିର କଥା ଏହା ଯେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି ।