• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nuapada

Farmers get benefits
ଏମିତି ଚାଷୀ ପାଲଟିଲେ ଦାଦନ ଶ୍ରମିକ

ଆଉ ଦାଦନ ଯିବେନି କି ଶ୍ରମିକ ସର୍ଦ୍ଦାରଠୁ ମାଡ ଗାଳି ଖାଇବେନି.. ନିଜ ହାତରେ ମାଟି ତାଡିବେ ଆଉ ନିଜ ଗାଁ ମାଟିରେ ସୁନା ଫଳାଇବେ.. ଏହି ଶପଥ ନେଇଛନ୍ତି ହଲଦିଖୋଲ ଗାଁର ଦାଦନମାନେ..

Nuapada
ଭଙ୍ଗା ଘର, ଜରି ପାଲ ତଳେ ଜୀବନ

ଭଙ୍ଗା ଦଦରା ଘରଟିଏ। ଘରର ଅଧା କାନ୍ଥ ମାଟିରେ ମିଶି ଗଲାଣି… ଚାଳ ନଇଁ ତଳେ ଲାଗିଲାଣି। ଦଲକାଏ ପବନ ଅସରାଏ ବର୍ଷାରେ କେତେବେଳେ ବି ମାଟିରେ ମିଶିଯିବ ଠିକ୍ ନାହିଁ।

Kukra Tula
ନିଆରା ପର୍ବ କୁକୁରା ତୁଲା: ଷ୍ଟ୍ରିପ୍ ଯେଉଁ ଗାଁକୁ ଗଲେ ମିଳେ କୁକୁଡା

ଆଦିବାସୀ କନ୍ଧ ସମ୍ପ୍ରଦାୟର ଏକ ବିଶେଷ ପର୍ବ ହେଲା ପୋଢ଼ ବଳି। ଆଉ ସେହି ପୋଢ ବଳି ଯାତ୍ରା ପୂର୍ବରୁ କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆୟୋଜନ ହୋଇଛି କୁକରା ତୁଲା

Nuapada Farmer
ଥାଇ ବରକୋଳି ଚାଷ ଦେଇଛି ରୋଜଗାର

ଅଧ ଏକର ଜମିରେ ପରୀକ୍ଷାମୂଳକ ଭାବେ ୧୬୦ଟି ବରକୋଳି ଗଛ ଲଗାଇଥିଲେ । ଯାହା ଏବେ ଦେଇଛି ସଫଳତା ।

Nuapada Tiger
ଯନ୍ତାରେ ବାଘ ଗାଁ ପାଖ ଜଙ୍ଗଲରେ ବୁଲୁଛି ବାଘୁଣୀ, ଭୟଭିତ ଗ୍ରାମବସୀ

କଲରାପତରିଆ ଯନ୍ତାରେ ପଡ଼ିବା ପରେ ବି ନୂଆପଡ଼ା ଲୋକଙ୍କ ମନରୁ ତୁଟୁନି ଭୟ । ବାଘ ପରେ ଏବେ ଘାରିଲାଣି ବାଘୁଣୀ ଭୟ। ସାଥୀକୁ ହରାଇ ଜଙ୍ଗଲରେ ଗର୍ଜନ କରୁଥିବା କହିଛନ୍ତି ଲୋକେ। ଏପଟେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ବାଘ ଦେଖାଦେଲେ ତୁରନ୍ତ ଖବର ଦେବାକୁ କୁହାଯାଇଛି । ଏସବୁ ଭିତରେ ଯନ୍ତାରେ ଥିବା କଲରାପତରିଆର ଚିକିତ୍ସା କରାଯାଉଥିବା ବେଳେ, ମଣିଷ ମରା ହେବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।

Leopard on Terrace
ଘର ଛାତ ଉପରେ ଛକି ବସିଛି କଲରା ପତରିଆ

ଏହି କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ଗାଁରେ ପହଞ୍ଚିଛି ବନ ବିଭାଗର ଏକ ଟିମ୍ । ସପ୍ତାହେ ଭିତରେ ଏହି ଅଞ୍ଚଳରେ ଦୁଇ ଜଣ କଲରାପତରିଆର ଶିକାର ହୋଇଛନ୍ତି ଜଣେ ନାବାଳକ ଓ ଜଣେ ମହିଳା ।

Tiger Terror
ନୂଆପଡ଼ାରେ ଥମୁନି କଲରାପତରିଆ ବାଘର ଆତଙ୍କରାଜ, ପୁଣି ଗାଁରେ ପଶି ନାବାଳକକୁ ଝାମ୍ପିନେଲା

ଧରମବନ୍ଧା ଥାନା କୋଦପାଲି ଗାଁରେ ପଶି ଆକ୍ରମଣ କଲା କଲରାପତରିଆ ବାଘ। ଗାଁରେ ପଶି ନାବାଳକକୁ ଝାମ୍ପିନେଲା ବେଳେ ବଞ୍ଚାଇଲେ ସ୍ଥାନୀୟ ଲୋକ।

Accident
ନୂ‍ଆପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଏହି ଦୁର୍ଘଟଣାର ସୂଚନା ପାଇ ଦମକଳ ବାହିନୀ, ଆମ୍ବୁଲାନ୍ସ ଓ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । କିନ୍ତୁ ଉଦ୍ଧାର ବେଳକୁ ହିଁ ୨ ଜଣଙ୍କ ମୢତ୍ୟୁ ହୋଇଥିଲା।

Locals allege corruption in road construction in Nuapada
କାଦୁଅ ପଚପଚ ରାସ୍ତା ପାଇଁ ୫ ଲକ୍ଷ ବିଲ୍‌

ମୂଳରୁ ରାସ୍ତା କାମ ହୋଇନି, ନାଁକୁ ମୋରମ ପଡିଛି । ହେଲେ ବିଲ୍‌ ହୋଇଛି ୫ ଲକ୍ଷ ଟଙ୍କା..ଶ୍ରମିକଙ୍କୁ ପୁଣି ୩୪୫ ବଦଳରେ ମିଳିଛି ମାତ୍ର ୨୦୦ ଟଙ୍କା

crocodile
ଅଜବ ବିଶ୍ୱାସ: ଏଇ ନଈରେ ହଳଦୀ ଲଗାଇ ଗାଧୋଇଲେ କୁମ୍ଭୀର ଟାଣିନେବ !

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଇଏ ଏମିତି ଏକ ନଦୀ ଯେଉଁଠି କେହି ବି ହଳଦୀ ଲଗାଇ ଗାଧାନ୍ତି ନାହିଁ କି ଲାଲ୍‌ବସ୍ତ୍ର ପିନ୍ଧି ନଈରେ ପଶନ୍ତି ନାହିଁ । ଯଦି ପୂର୍ବପୁରୁଷଙ୍କର ଏହି ପରମ୍ପରାକୁ କେହି ନମାନନ୍ତି କୁମ୍ଭୀର ତାଙ୍କୁ ଆକ୍ରମଣ କରେ, ଗାଁରେ ଝାଡାବାନ୍ତି ବ୍ୟାପେ।

Wild animals strays into residential areas, panic grips locals in Nuapada
ସେବେ ଭାଲୁ ଏବେ ବାଘ...ଭୟରେ ଦିନ କାଟୁଛନ୍ତି ଲୋକ

କେତେବେଳେ ଭାଲୁ କାମୁଡୁଛି ତ ଆଉ କେତେବେଳେ ବାଘ । ୨ ଜଣଙ୍କ ଜୀବନ ଗଲାଣି... ଜଣେ ଗୁରୁତର ହେଲାଣି । ପରିବା ପଚିଲାଣି କିନ୍ତୁ ବିକ୍ରି ପାଇଁ କେହି ନେଉନାହାନ୍ତି । ସ୍ଥିତି ଏମିତି ହେଲାଣି ଯେ ଭୟରେ ଘରୁ ବାହାରିବାକୁ ରାଜି ହେଉ ନାହାନ୍ତି ଲୋକେ ।

This mango tree in Nuapada bears fruit all year around
ଥରେ ନୁହେଁ...ବର୍ଷକୁ ଫଳୁଛି ୩ ଥର ଆମ୍ବ

ଇଏ କେମିତି ସମ୍ଭବ ? ଥରେ କି ଦୁଇ ଥର ନୁହେଁ ବରଂ ବର୍ଷସାରା ବଉଳ ଆସୁଛି, ଆମ୍ବ ଫଳୁଛି । ଅବଶ୍ୟ କଞ୍ଚା ବେଳେ ଟିକିଏ ଖଟା..କିନ୍ତୁ ପାଚିଗଲେ ପୂରା ମିଠା

renovation of ponds
ବନ୍ଧ ଖୋଲିଦେଲ, ଆମେ ଗାଧୋଇବୁ କେମିତି ?

ନୂଆପଡ଼ା ଜିଲ୍ଲାର ବୃହତ୍ତମ ଗାଁ ତୁକଲା । ଗାଁରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ରହୁଛନ୍ତି । ହେଲେ ଗାଧୋଇବା ଏବେ ଗାଁ ଲୋକଙ୍କ ଲାଗି ବଡ଼ ସମସ୍ୟା ଭାବରେ ଉଭା ହୋଇଛି । ବୈଶାଖ ଯାଇ ଆଷାଢ ହେଲାଣି କିନ୍ତୁ ଗାଁରେ ପାଣି ସମସ୍ୟାର ସମାଧାନ ହେଲାନି । ପୂର୍ବରୁ ଗାଁରେ ୨ଟି ପୋଖରୀ ଥିଲା । ଗୋଟିଏର ଅବସ୍ଥା ପୂରା ବେହାଲ ଥିବା ବେଳେ ଅନ୍ୟଟି ଖୋଳାଯାଇଛି । ତେଣୁ ଗାଧୋଇବା ଏଇ ଗାଁ ଲୋକଙ୍କ ଲାଗି ୭ ସପନ ହୋଇଯାଇଛି ।

renovation of ponds
ବନ୍ଧ ଖୋଲିଦେଲ, ଆମେ ଗାଧୋଇବୁ କେମିତି ?

ଶହଶହ ବର୍ଷର ପୁରୁଣା ପୋଖରୀ । ଦଳରେ ଏମିତି ଭର୍ତ୍ତି ହେଲାଣି ପୋଖରୀ କେଉଁଟା, ପଡିଆ କେଉଁଟା ଚିହ୍ନିବା କଷ୍ଟ । ଗାଧୋଇବା ଲାଗି ଏବେ ୨ କିମି ଧାଉଁଛନ୍ତି ଗାଁ ଲୋକେ

FARMERS
ଏଣିକି ଚାଷୀ ଘରେ ପହଞ୍ଚିବ ବିହନ

ଆଉ ଟେନ୍‌ସନ୍‌ ନାହିଁ । ଏଣିକି ବିହନ ଲାଗି କାଟିବାକୁ ପଡ଼ିବନି ସରକାରୀ ଦପ୍ତର ଚକ୍କର...ଘର ଦୁଆର ମୁହଁରେ ଉନ୍ନତମାନର ବିହନ ପହଞ୍ଚାଉଛି ପ୍ରଶାସନ

 build road
ହଜାରେ ଟଙ୍କାଏ ଲେଖାଏଁ ଆଦାୟ କଲେ...ନିଜ ଗାଁ ରାସ୍ତା ନିଜେ କଲେ

ଗୁହାରି ପରେ ବି ଶୁଣିଲାନି ପ୍ରଶାସନ । ହଇରାଣ ହେଉଥିଲେ ଗାଁ ଲୋକେ...ମଣ୍ଡପରେ ବୈଠକ ହେଲା, ୧ ହଜାର ଲେଖାଏଁ ଆଦାୟ ହେଲା । ମହିଳା-ପୁରୁଷ ମିଶି ଏକାଠି ହେଲେ, ଗାଁକୁ ପକ୍କା ରାସ୍ତା କଲେ

poultry faming
ଭାଗ୍ୟ ବଦଳାଇ ଦେଲା ୟୁଟ୍ୟୁବ୍‌....ରୋଜଗାର ଏବେ...

କରୋନା ପାଇଁ ଜୀବିକା ଯାଇଥିଲା...ଏବେ ସେହି କରୋନା ପାଇଁ ଭାଗ୍ୟ ବଦଳିଲା । ୟୁଟ୍ୟୁବ୍‌ ଦେଖି ମାସକୁ ରୋଜଗାର ଏବେ ଲକ୍ଷଲକ୍ଷ

Sarpanch distributes rice
ଭୋଟ୍ ବେଳର ପ୍ରତିଶ୍ରୁତି ପୂରା କଲେ ସରପଞ୍ଚ, ନିଜ ଦରମା ଟଙ୍କା ଖର୍ଚ୍ଚ କରି ଘରେ ଘରେ ଚାଉଳ ପହଞ୍ଚାଇଲେ

କଥା ଦେଇ କଥା ରଖିଲେ ସରପଞ୍ଚ ବାବୁ.. ୩ ଗାଁର ଘରେ ଘରେ ପହଞ୍ଚିଲା ଚାଉଳ.. ବୁଢା ବୁଢୀ, ଅକ୍ଷମଙ୍କ ପାଇଁ ନିଜେ ଚାଉଳ ବୋହି ଘରେ ଦେଇଆସୁଛନ୍ତି.. ଲୋକେ କହୁଛନ୍ତି ସରପଞ୍ଚ ହେବ ତ ଏମିତି..

Locals allege corruption
ଚାଉଳ ନେଇଯାଉଛନ୍ତି ଭୂତ !

ଆଶ୍ଚର୍ଯ୍ୟ ! କିଏ ୫ ବର୍ଷ ହେଲାଣି ତ ଆଉ କିଏ ମରି ୬ ମାସ ହେଲାଣି । କିନ୍ତୁ ସେମାନଙ୍କ ନାଁରେ ଚାଉଳ ଦେଉଛନ୍ତି ସରକାର । ହେଲେ ପାଉନାହାନ୍ତି ପରିବାର । ତେବେ ସେହି ଚାଉଳ ନେଉଛି କିଏ ?

onion farmers
‘କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ପିଆଜ ବିକିବୁ କାହାକୁ ?’

‘କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ପିଆଜ ବିକିବୁ କାହାକୁ ?’

Marigold Farming
ମାଲେମାଲ କରିଦେଲା ଗେଣ୍ଡୁ ଚାଷ...ରୋଜଗାର ଦେଖିଲେ

କେମିତି ରୋଜଗାର କରିବେ ବୋଲି ଭାବୁଥିଲେ, ଚିନ୍ତିତ ଥିଲେ । ଏବେ ଗେଣ୍ଡୁ ଚାଷ କରି ମାଲେମାଲ ହେଲେ । ମାସକୁ ରୋଜଗାର ଜାଣିଲେ ଉଡ଼ିଯିବ ହୋସ୍‌

Unique Bond
ଏମିତି ଭାଇ ଜଗତେ ନାହିଁ । ଦିବ୍ୟାଙ୍ଗ ଭାଇର ସେବା କରୁଛି ଦିବ୍ୟାଙ୍ଗ ଭାଇ

ଭାଇ ଅଛି ଯାହାର, ତାକୁ ଡର କାହାର? ୨୫ ବର୍ଷ ହେଲାଣି ମାନସିକ ଅନଗ୍ରସର ଭାଇର ସେବା କରୁଛି ମୁକ ଭାଇ । ଗାଳିଦେଲେ ଖାଇବାକୁ ଦେଉଛି, ମାଡି ମାରିଲେ ଆଉଁସି ଦେଉଛି

Meet Padmini Majhi, the messiah of Nuapada jungle
ଯୁଆଡେ ଦେଖିଲେ ଖାଲି ବନ...ଭରି ରହିଛି ଔଷଧୀୟ ବୃକ୍ଷ

ଯୁଆଡେ ଦେଖିଲେ ଖାଲି ବନ...ଭରି ରହିଛି ଔଷଧୀୟ ବୃକ୍ଷ। ଜୀବନ ସାରା ଜଙ୍ଗଲ ଜଗିବାକୁ କରିଛନ୍ତି ପଣ

Nuapada’s Tikhali
ସରି ସରି ଯାଉଛି ବିଦାୟୀ ବର୍ଷ ୨୦୨୨, ଏବେ ୨୦୨୩କୁ ସ୍ୱାଗତ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ...

ହାତରେ ଆଉ ଦିନ କେଇଟା, ସରିଯିବ ବର୍ଷ 2022 । 2023କୁ ସ୍ୱାଗତ ପାଇଁ ଏବେ ସବୁଠି ପ୍ରସ୍ତୁତି ଚାଲିଛି, ଏହାରି ମଧ୍ୟରେ 2022କୁ ଅଧିକ ସ୍ମୃତିମୟ କରିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଏବେ ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍....

Dr Monali Priyadarshini dedicated to serve people in Nuapada
ମାଗଣାରେ ରୋଗୀ ସେବା, ଡାକ୍ତର ମୋନାଲୀଙ୍କ ନିଶା…

ଆଜିକାଲି ଦୁନିଆରେ ଏମିତି ଦରଦୀ ମଣିଷ ମିଳିବା ମୁସ୍କିଲ.. ପାଠ ପଢି ଡାକ୍ତର ଚାକିରି ପାଇଲା ପରେ ବି ଭୁଲିନାହାନ୍ତି ସାମାଜିକ ଦାୟିତ୍ୱ.. ଆଜି ଗରୀବଗୁରୁବାଙ୍କ ପାଇଁ ସେ ଦେବଦୂତ