ଏନେଇ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ ଆରମ୍ଭ ହୋଇଯାଇଛି। ବିଭିନ୍ନ ଇଂଜିନିୟରିଂ କ୍ଷେତ୍ରରେ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPCର ଅଫିସିଆଲ୍ ୱେବସାଇଟ୍ Careers.ntpc.co.in କୁ ଯାଇ ଏହି ପୋଷ୍ଟଗୁଡିକ ପାଇଁ ଅନଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ NTPC Recruitment Apply for 110 Deputy Manager posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଏନେଇ ଆବେଦନ ଆରମ୍ଭ ହୋଇଯାଇଛି। ଅନ୍ଲାଇନ୍ ମୋଡ୍ରେ ଚାଲିଛି ଆବେଦନ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୨୨୩ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPCର ଅଫିସିଆଲ୍ ୱେବ୍ସାଇଟ୍ https://careers.ntpc.co.inକୁ ଯାଇ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ NTPC Limited Assistant Executive Recruitment Apply for 223 posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPC ର ଅଫିସିଆଲ୍ ୱେବ୍ସାଇଟ୍ Careers.ntpc.co.in କୁ ଯାଇ ଅନ୍ଲାଇନ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ NTPC Mining Recruitment Notification ରେ କ୍ଲିକ୍ କରି ଦେଖିପାରିବେ।
ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ମାଇନିଂ / ଇଲେକ୍ଟ୍ରିକାଲ୍ / ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ / ଡିପ୍ଲୋମା ଇନ୍ ମାଇନିଂ ଇଞ୍ଜିନିୟରିଂ ଏବଂ ମାଇନ୍ ସର୍ଭେ / ଡିପ୍ଲୋମା ଇନ୍ ମେକାନିକାଲ୍ / ପ୍ରଡକ୍ସନ୍ ଇଞ୍ଜିନିୟରିଂ / ଡିପ୍ଲୋମା ଇନ୍ ମାଇନିଂ / ଇଲେକ୍ଟ୍ରିକାଲ୍ / ମେକାନିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଉଚିତ।