• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: North Korea

Kim Jong Un
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ଆଖିରେ ଲୁହ, ଜାଣନ୍ତୁ କାହିଁକି କାନ୍ଦିଲେ କିମ୍‌ ଜଙ୍ଗ୍-ଉନ୍‌ ?

ବିଶ୍ୱର ବଡ଼ ବଡ଼ ଶକ୍ତିଶାଳୀ ଦେଶକୁ ପାଣି ପିଆଇ ଦେଉଥିବା ଏହି ନିଷ୍ଠୁର ଶାସକ ଆଖିରେ ଏବେ ଲୁହ। ଏହା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ଏବେ କାନ୍ଦୁଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍-ଉନ୍‌।

Ajab Gajab
Ajab Gajab: ଟେକ୍ନୋଲୋଜିରେ ଏହି ଦେଶ କାହାଠୁ କମ୍‌ ନୁହେଁ, କିନ୍ତୁ ଇଣ୍ଟରନେଟ୍‌ ବ୍ୟବହାର ମନା !

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଦେଶରେ ପ୍ରାୟ ୧% ରୁ କମ୍‌ ଲୋକଙ୍କ ପାଖରେ ଇଣ୍ଟରନେଟ୍ ସୁବିଧା ରହିଛି ।

Kim Jong Un's daughter
କିମ୍‌ଙ୍କ ଅଜବ ନିର୍ଦ୍ଦେଶ, ‘କେହି ରଖିପାରିବେନି ମୋ ଝିଅର ନାଁ’

ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍‌ ତାଙ୍କ ଝିଅ ସହ ନଜର ଆସିଥିଲେ । ଏକ କାର୍ଯ୍ୟକ୍ରମରେ ପତ୍ନୀ ଓ ଝିଅଙ୍କ ସହ ଯୋଗଦେଇଥିଲେ କିମ୍ ଜଙ୍ଗ ଉନ୍‌ । ସେହି ସମୟରେ ଉତ୍ତର କୋରିଆର ସେନା ଅଧିକାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

North korea people to give kids patriotic names like bomb and gun
ସରକାରୀ ନିର୍ଦ୍ଦେଶ; ପିଲାମାନଙ୍କ ନାଁ ‘ବୋମା’ ‘ବନ୍ଧୁକ’ ନ ରଖିଲେ ଦଣ୍ଡ

ଉତ୍ତର କୋରିଆରୁ ଆସିଛି ତାନାଶାହା ଶାସନର ଆଉ ଏକ ନମୁନା। ପିଲାମାନଙ୍କ କ୍ରୁର ନାଁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ‘ବୋମା’ ‘ବନ୍ଧୁକ’ ଆଦି ନାଁ ରଖିବାକୁ କୁହାଯାଇଛି। ନିୟମ ନ ମାନିଲେ ଦିଆଯିବ ଦଣ୍ଡ।

North Korea
ଋଷ-ୟୁକ୍ରେନ୍‌ ପରେ ହେବ କି ଦ୍ୱିତୀୟ କୋରିଆ ଯୁଦ୍ଧ ? ପରମାଣୁ ବୋମାର ଧମକ ଦେଲେଣି କିମ୍‌

ଉତ୍ତର-କୋରିଆ ପୁଣି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ଆରମ୍ଭ କରିବା ପ୍ରରୀପ୍ରେକ୍ଷୀରେ ଏଭଳି କହିଥିଲେ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ସୁ-ଉକ୍ ।

North Korea
ଏଇଠି ୧୧ ଦିନ ହସିବା ଓ ମଦ ପିଇବା ଉପରେ ଲାଗିଲା ରୋକ୍‌, ଯଦି ନିୟମ ନମାନିନ୍ତି....

ଏଇଠି ୧୧ ଦିନ ପର୍ଯ୍ୟନ୍ତ ହସିବା ଓ ମଦ ପିଇବା ଉପରେ ରୋକ୍‌ ଲଗାଇଲେ ସରକାର। ଯଦି ଆପଣ ଏହି ନିୟମକୁ ନମାନନ୍ତି ତେବେ ଆପଣଙ୍କୁ ଦିଆଯାଇପାରେ କଠୋରରୁ କଠୋର ଦଣ୍ଡ, ଜାଣନ୍ତୁ କଣ ରହିଛି ପୂରା ଘଟଣା

Kim Jong
ପୁଣି କିମ୍‌ଙ୍କ ଅଜବ ନିୟମ ! ହସିବା-ମଦ ପିଇବା, ଏମିତିକି କେହି ମରିଗଲେ ବି କାନ୍ଦିବା ମନା..

କେତେବେଳେ ଚୁଟି କଟାକୁ ନେଇ ତ କେତେବେଳେ ଡ୍ରେସ୍ ପିନ୍ଧାକୁ ନେଇ ସେ ଅଜବ ଗଜବ ନିୟମ କାନୁନ ଆଣିଥାନ୍ତି । ଯାହାକି ଉତ୍ତର କୋରିଆବାସୀ ଚାହୁଁନଥିଲେ ମଧ୍ୟ ମାନିବାକୁ ବାଧ୍ୟ ହୋଇଥାନ୍ତି ।

North korea
ଅଜବ ନିୟମ ! ଅନ୍ୟ ଦେଶର ଫିଲ୍ମ ଦେଖିବାରୁ ୧୪ ବର୍ଷର ଛାତ୍ରକୁ ୧୪ ବର୍ଷ ଜେଲ୍‌

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ ଏବଂ ତାଙ୍କର ସରକାର, ସବୁବେଳେ ନିଜର ଅଜବ ଗଜବ ନିଷ୍ପତି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଉତ୍ତର କୋରିଆବାସୀ ଅନେକ ପ୍ରତିବନ୍ଧକ ମଧ୍ୟରେ ଜୀବନ ବିତାଉଛନ୍ତି ।

North Korea Bans Leather Coats To Stops Its People From Copying Kim Jong Un\'s Style
ଲେଦର ଜ୍ୟାକେଟ ପିନ୍ଧିପାରିବେନି ଉତ୍ତର କୋରିଆବାସୀ

ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ଆଉ ଏକ ଅଜବ ନିୟମ। ଏଣିକି ଲେଦର ଜ୍ୟାକେଟ ପିନ୍ଧିପାରିବେନି ଉତ୍ତର କୋରିଆବାସୀ। ତେବେ କାହିଁକି ଏଭଳି ନିୟମ କରିଛନ୍ତି କିମ୍ ଜଙ୍ଗ, ଭିଡିଓରୁ ଜାଣି ନିଅନ୍ତୁ ।

North Korea Bans Leather Coats
ଲେଦର ଜ୍ୟାକେଟ୍‌ ପିନ୍ଧି ପାରିବେନି ଉତ୍ତର କୋରିଆବାସୀ

ଏଣିକି ଲେଦର ଜ୍ୟାକେଟ୍ ପିନ୍ଧି ପାରିବେନି ଉତ୍ତର କୋରିଆବାସୀ। ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍‌ ଉନ୍‌ ଏଭଳି ଅଜବ ନିୟମ ଆଣିଛନ୍ତି।

north korea food shortage
ଉତ୍ତର କୋରିଆରେ ସରି ସରି ଯାଉଛି ଖାଦ୍ୟ

ଉତ୍ତର କୋରିଆରେ ଖାଦ୍ୟ ପାଇଁ ହାହାକାର । ସେଠାରେ ଦେଖା ଦେଇଛି ଖାଦ୍ୟ ସଙ୍କଟ । ସରି ସରି ଯାଉଛି ଖାଦ୍ୟ ଭଣ୍ଡାର ।

kim jong
ଉତ୍ତର କୋରିଆ: ଭୁଶୁଡ଼ି ଗଲାଣି ଅର୍ଥନୀତି, ମାସେ ପରେ ସାମ୍ନାକୁ ଆସିଲେ ତାନାଶାହୀ କିମ୍‌ ଜୋଙ୍ଗ

ପ୍ୟୋଙ୍ଗୟାଙ୍ଗ: କରୋନା ମହାମାରୀ ଏବଂ ପ୍ରତିବନ୍ଧକ ଯୋଗୁଁ ଉତ୍ତର କୋରିଆର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏଭଳିସ୍ଥିତିରେ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ପ୍ରାୟ ଏକ ମାସ ପରେ ପ୍ରଥମ ଥର ପାଇଁ ବାହାରକୁ ବାହାରିଛନ୍ତି ।…