• translate

Tag: Nora Fatehi

ED To Interrogate Actor Nora Fatehi In Connection With Money Laundering Case
ଟଙ୍କା କାରବାରରେ ନୋରା ଫତେହିଙ୍କୁ ଘାଣ୍ଟିବ ଇଡି

ଦୁଇ ଶହ କୋଟି ଟଙ୍କା ହେରଫେର ମାମଲାରେ ଇଡିର ଖୋଲତାଡ଼। ଇଡିରେ ହାଜର ହେବେ ଅଭିନେତ୍ରୀ ନୁରା ଫତେହି। ମନି ଲଣ୍ଡରିଂ ମାମଲାରେ ନୁରାଙ୍କୁ ଜେରା କରିବ ଇଡି

nora
ମନି ଲଣ୍ଡରିଂ ମାମଲା : ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କରିବ ଇଡି 

ମନି ଲଣ୍ଡରିଂ ମାମଲାରେ ସେଲିବ୍ରିଟିଙ୍କ ଉପରେ ଇଡି ଚାବୁକ୍ । ଜ୍ୟାକଲିନଙ୍କ ପରେ ବର୍ତ୍ତମାନ ଇଡିରେ ହାଜର ହୋଇଛନ୍ତି ନୋରା ଫତେହି । ମନି ଲଣ୍ଡରିଂ ମାମଲାରେ ନୋରାଙ୍କୁ ଜେରା କରିବ ଇଡି । ଆଜି ନୋରା ମୁମ୍ବାଇ ଇଡି ଅଫିସରେ ହାଜର ହୋଇଛନ୍ତି

Nora Fatehi
ଶାଢୀ ପିନ୍ଧି ମନ ମୋହିଲେ କାନାଡୀୟ ମଡେଲ-ନୃତ୍ୟଶିଳ୍ପୀ ନୋରା ଫତେହୀ

ନୋରା ଫତେହୀ ହେଉଛନ୍ତି ଜଣେ କାନାଡୀୟ ମଡେଲ-ନୃତ୍ୟଶିଳ୍ପୀ ଯିଏ ବର୍ତ୍ତମାନ ବଲିଉଡରେ କାମ କରୁଛନ୍ତି। ଜଣେ ବିଦେଶିନୀ ହୋଇଥିବାରୁ ଆଧୁନିକ ପୋଷାକରେ ନୋରାଙ୍କୁ ଦେଖିବା କୌଣସି ଆଶ୍ଚର୍ଯ୍ୟ କଥା ନୁହେଁ, କିନ୍ତୁ ଯେତେବେଳେ ସେ ଭାରତୀୟ ପୋଷାକରେ ଶାଢୀ ପିନ୍ଧିଥିବାର ଦେଖାଯାଆନ୍ତି ସେତେବେଳେ ସେ ନିଜ ସୌନ୍ଦର୍ଯ୍ୟରେ ଲୋକଙ୍କୁ ପାଗଳ କରିଦିଅନ୍ତି।

Nora Fatehi
ନୋରା ଫତେହିଙ୍କ ଠୁମ୍‌କା ଲଗେଇଲା ନିଆଁ

ବଲିଉଡ ଅଭିନେତ୍ରୀ ନୋରା ଫତେହି ସୁପରଷ୍ଟାର ଅଜୟ ଦେବଗନଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୁଜ: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ତେବେ ଆଜିକାଲି ନୋରା ଫତେହିଙ୍କ ଷ୍ଟାଇଲ୍ ହୃଦୟରେ ନିଆଁ ଲଗେଇବା ପାଇଁ ଯଥେଷ୍ଟ। ଯଦି ଏହା ଉପରେ ତାଙ୍କ ଡ୍ୟାନ୍ସ ଦେଖିବାକୁ ମିଳେ, ତେବେ ତ ପ୍ରଶଂସକଙ୍କ ପାଇଁ କଚେ ପୁଅ ବାର।