• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nora Fatehi

Nora fatehi reacts on akshay kumar calling her gujarati
ନୋରାଙ୍କୁ ବାଧିଲା ଅକ୍ଷୟଙ୍କ ଟଣ୍ଟ୍; ଜାଣନ୍ତୁ ଏମିତି କ’ଣ କହିଲେ, ଯାହା ତାଙ୍କୁ କଷ୍ଟ ଦେଲା

ଡ୍ୟାନ୍ସିଂ କ୍ୱିନ୍ ନୋରା ଫତେହୀଙ୍କୁ ବାଧିଲା ଅକ୍ଷୟ କୁମାରଙ୍କ କଥା। ଦେଲେ ଉଚିତ ଜବାବ। କହିଲେ ଅକ୍ଷିୟ କୁମାର ମଧ୍ୟ କେବଳ ଟଙ୍କା ପାଇଁ ପରିଶ୍ରମ କରନ୍ତି। ତେବେ ଜାଣନ୍ତୁ ଅକ୍ଷୟ ଏମିତି କ’ଣ କହିଲେ ଯାହା ତାଙ୍କୁ ଏତେ ବାଧିଛି।

Not Actress Jacqueline Fernandez Sukesh Chandrasekhar Wanted To Date With Nora Fatehi
‘ଜ୍ୟାକଲିନ୍‌ ନୁହେଁ, ମୁଁ ତୁମକୁ ପସନ୍ଦ କରେ’, ନୋରାଙ୍କୁ ପ୍ରେମରେ ଫସାଇବା ପାଇଁ ଜାଲ ବୁଣିଥିଲା ସୁକେଶ...

ଜ୍ୟାକଲିନ୍‌ଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ପରେ ସୁକେଶ ନୋରାଙ୍କ ସହ ଡେଟିଂ କରିବାକୁ ଚାହୁଁଥିଲା। ଏଥିପାଇଁ ସେ ନୋରାଙ୍କୁ ମିଠା ମିଠା କଥା କହି ନିଜ ପ୍ରେମ ଜାଲରେ ଫସାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲା। 

Nora Fatehi File A Defamation Suit Against Jacqueline Fernandez
ଜାକଲିନ୍‌ଙ୍କ ବିରୋଧରେ ନୋରା ଫତେହିଙ୍କ ମାନହାନୀ ମାମଲା

ପୁଣି ଫସିଲେ ବଲିଉଡ୍‌ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ୍‌ । କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କା ଠକେଇ ମମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ନେଇ ଆସିଛି ଭିନ୍ନମୋଡ଼ ।

Nora Fatehi marvelous performance in fifa 2022
ଫିଫା ବିଶ୍ୱକପରେ ଧୂମ ମଚେଇଲେ ନୋରା ଫତେହୀ; ଛୁଟୁଛି ପ୍ରଶଂସାର ସୁଅ

ଫିଫା ବିଶ୍ୱକପ ଇଭେଣ୍ଟରେ ଭାରତୀୟ ଟିମ୍‌ର କୌଣସି ଅଂଶ ନାହିଁ। ସୁପର ଡ୍ୟାନ୍ସର ନୋରା ଫତେହୀ କିନ୍ତୁ ଏଠି ଭାରତର ସ୍ଥିତିକୁ ବଜାୟ ରଖିଛନ୍ତି। ସେ ନିଜ କମାଲ ଦେଖେଇଛନ୍ତି। ଆସନ୍ତୁ ଜାଣିବା ସେ ଏମିତି କ’ଣ କଲେ ଯେ ଲୋକେ ତାଙ୍କୁ ଭୂରି ଭୂରି ପ୍ରଶଂସା କରୁଛନ୍ତି।

Actor Nora Fatehi Questioned In Rs 200 Crore Extortion Case
୪ ଘଣ୍ଟାରେ ଅଭିନେତ୍ରୀ ନୋରାଙ୍କୁ ୫୦ ପ୍ରଶ୍ନ, ଅର୍ଥ ହେରଫେର ମାମଲାରେ ଅଛି କି ଲିଙ୍କ୍‌ ?

୪ ଘଣ୍ଟା ଜେରା ବେଳେ ନୋରାଙ୍କୁ ୫୦ଟି ପ୍ରଶ୍ନ ପଚରା ଯାଇଥିଲା। ତେବେ ସୁକେଶଙ୍କ କ୍ରିମିନାଲ୍‌ ବ୍ୟାକ୍‌ଗ୍ରାଉଣ୍ଡ ସମ୍ପର୍କରେ ତାଙ୍କୁ ଜଣାନଥିଲା ବୋଲି ନୋରା କହିଛନ୍ତି।

Nora Fatehi shares mermaid look
ଜଳପରି ଅବତାର ନେଲେ ନୋରା ଫତେହୀ

ନିଜ ବୋଲ୍ଡନେସ୍ ଓ ଡ୍ୟାନ୍ସକୁ ନେଇ ନୋରା ଫତେହୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଫଟୋ ସେୟାର କରି ଲୋକଙ୍କୁ ପାଗଳ କରନ୍ତି ତ ପୁଣି କେତେବେଳେ ନିଜ ଭିଡିଓର ଯାଦୁରେ ମାୟା ରଚନ୍ତି। ଏବେ ତାଙ୍କର ଏହି ଫଟୋ ତାଙ୍କ ପ୍ରଶଂସକଙ୍କ ପସନ୍ଦ ପାଲଟିଛି।

Nora Fatehi new song Kusu Kusu
‘କୁସୁ କୁସୁ’ ଗୀତରେ ଭୂମିକମ୍ପ କଲେ ନୋରା ଫତେହୀ

ନୋରା ଫତେହୀ ନିଜ ବୋଲ୍ଡନେସ୍ ଓ ଡ୍ୟାନ୍ସରେ ଯାହାକୁ ପାଗଳ କରିବାର କ୍ଷମତା ରଖନ୍ତି। ନିକଟରେ ତାଙ୍କର ‘କୁସୁ କୁସୁ’ ଗୀତ ରିଲିଜ୍ ହୋଇଛି। ସୋସିଆଲ୍ ମିଡିଆରେ ଏହି ଗୀତକୁ ଶେୟାର୍ କରି ଭୂମିକମ୍ପ ଆସିଗଲା ବୋଲି ସେ କହିଛନ୍ତି।

ED To Interrogate Actor Nora Fatehi In Connection With Money Laundering Case
ଟଙ୍କା କାରବାରରେ ନୋରା ଫତେହିଙ୍କୁ ଘାଣ୍ଟିବ ଇଡି

ଦୁଇ ଶହ କୋଟି ଟଙ୍କା ହେରଫେର ମାମଲାରେ ଇଡିର ଖୋଲତାଡ଼। ଇଡିରେ ହାଜର ହେବେ ଅଭିନେତ୍ରୀ ନୁରା ଫତେହି। ମନି ଲଣ୍ଡରିଂ ମାମଲାରେ ନୁରାଙ୍କୁ ଜେରା କରିବ ଇଡି

nora
ମନି ଲଣ୍ଡରିଂ ମାମଲା : ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କରିବ ଇଡି 

ମନି ଲଣ୍ଡରିଂ ମାମଲାରେ ସେଲିବ୍ରିଟିଙ୍କ ଉପରେ ଇଡି ଚାବୁକ୍ । ଜ୍ୟାକଲିନଙ୍କ ପରେ ବର୍ତ୍ତମାନ ଇଡିରେ ହାଜର ହୋଇଛନ୍ତି ନୋରା ଫତେହି । ମନି ଲଣ୍ଡରିଂ ମାମଲାରେ ନୋରାଙ୍କୁ ଜେରା କରିବ ଇଡି । ଆଜି ନୋରା ମୁମ୍ବାଇ ଇଡି ଅଫିସରେ ହାଜର ହୋଇଛନ୍ତି

Nora Fatehi
ଶାଢୀ ପିନ୍ଧି ମନ ମୋହିଲେ କାନାଡୀୟ ମଡେଲ-ନୃତ୍ୟଶିଳ୍ପୀ ନୋରା ଫତେହୀ

ନୋରା ଫତେହୀ ହେଉଛନ୍ତି ଜଣେ କାନାଡୀୟ ମଡେଲ-ନୃତ୍ୟଶିଳ୍ପୀ ଯିଏ ବର୍ତ୍ତମାନ ବଲିଉଡରେ କାମ କରୁଛନ୍ତି। ଜଣେ ବିଦେଶିନୀ ହୋଇଥିବାରୁ ଆଧୁନିକ ପୋଷାକରେ ନୋରାଙ୍କୁ ଦେଖିବା କୌଣସି ଆଶ୍ଚର୍ଯ୍ୟ କଥା ନୁହେଁ, କିନ୍ତୁ ଯେତେବେଳେ ସେ ଭାରତୀୟ ପୋଷାକରେ ଶାଢୀ ପିନ୍ଧିଥିବାର ଦେଖାଯାଆନ୍ତି ସେତେବେଳେ ସେ ନିଜ ସୌନ୍ଦର୍ଯ୍ୟରେ ଲୋକଙ୍କୁ ପାଗଳ କରିଦିଅନ୍ତି।

Nora Fatehi
ନୋରା ଫତେହିଙ୍କ ଠୁମ୍‌କା ଲଗେଇଲା ନିଆଁ

ବଲିଉଡ ଅଭିନେତ୍ରୀ ନୋରା ଫତେହି ସୁପରଷ୍ଟାର ଅଜୟ ଦେବଗନଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୁଜ: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ତେବେ ଆଜିକାଲି ନୋରା ଫତେହିଙ୍କ ଷ୍ଟାଇଲ୍ ହୃଦୟରେ ନିଆଁ ଲଗେଇବା ପାଇଁ ଯଥେଷ୍ଟ। ଯଦି ଏହା ଉପରେ ତାଙ୍କ ଡ୍ୟାନ୍ସ ଦେଖିବାକୁ ମିଳେ, ତେବେ ତ ପ୍ରଶଂସକଙ୍କ ପାଇଁ କଚେ ପୁଅ ବାର।