• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nipah Virus

Nipah Virus
ନିଦ ହଜାଇଲା ସଂକ୍ରାମକ ନିପା ଭାଇରସ୍, ୨ ଜଣଙ୍କ ମୃତ୍ୟୁ ପରେ କେରଳରେ ହାଇ ଆଲର୍ଟ

ନିପା ଭୂତାଣୁ ସଂକ୍ରମଣରେ ଏବେ କାହାର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଭାବେ କେରଳ ସରକାରଙ୍କ ପକ୍ଷରୁ ଏକ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ ରଖାଯାଇଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି

ନିପା ଭାଇରସ୍
ତାମିଲନାଡୁରେ ନିପା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟକୁ ନେଇ ସ୍ପଷ୍ଟୀକରଣ ରଖିଲେ ଜିଲ୍ଲାପାଳ

କରୋନା ପରେ ଏବେ ନିପା ଭାଇରସ ସଂକ୍ରମଣ ଭୟକୁ ଦ୍ନିଗୁଣିତ କରିଛି। ରବିବାର କେରଳରେ ନିପା ଭାଇରସ ମାମଲା ଆସିଥିଲା। କେରଳରେ ଏହି ଭାଇରସ ଦ୍ୱାରା ୧୨ ବର୍ଷର ଏକ ପିଲାର ମୃତ୍ୟୁ ଘଟିବା ସହ ୨ ରୋଗୀ ଚିକିତ୍ସାଧିନ ଅଛନ୍ତି। ପରେ ତାମିଲନାଡୁର କୋଏମ୍ବାଟୁର ଠାରେ ଆଉ ଏକ ରୋଗୀ ଚିହ୍ନଟ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା।

Nipah Virus
ନିପା ଭାଇରସ୍‌ ଆତଙ୍କ: ୧୨ ବର୍ଷ ବାଳକର ମୃତ୍ୟୁ ପରେ ଆଉ ୨ ସଂକ୍ରମିତ ଚିହ୍ନଟ

ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଏବେ ପୁଣି ନିପା ଭାଇରସ୍ ଭୟ। କେରଳରେ ଏହି ଭାଇରସ୍ ଜଣେ ୧୨ ବର୍ଷର ନାବାଳକର ଜୀବନ ନେଇଥିବା ବେଳେ ଆଉ ୨ ଜଣ ଏହି ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି।

Nipah Virus Resurfaces In Kerala | 12-Year-Old Boy Dies In Kozhikode
କେରଳରେ ପୁଣି ନିପହା ଭାଇରସ ଆତଙ୍କ

କେରଳରେ ପୁଣି ନିପହା ଭାଇରସ ଆତଙ୍କ। ସଂକ୍ରମଣରେ ଗଲା ୧୨ ବର୍ଷର ବାଳକଙ୍କ ଜୀବନ। ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ।

Nipah virus
କେରଳରେ କରୋନା ପରେ ନିପାହ ଭାଇରସ ଆତଙ୍କ : ସଂକ୍ରମଣରେ ୧୨ ବର୍ଷ ବାଳକ ମୃତ

୧୨ ବର୍ଷର ବାଳକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ କ୍ୱାରେଣ୍ଟିନରେ ରହିଛନ୍ତି । ନିପାହ ଭାଇରସ ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହେବା ପରେ କୋଝିକୋଡ଼ିରେ ଏହା ଉପରେ ତୀକ୍ଷଣ ନଜର ରଖାଯିବା ସହ କଡା କଟକଣା ଲାଗୁ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଟିମ୍ କୋଝିକୋଡ଼ି ଗସ୍ତ କରି ନୀରିକ୍ଷଣ କରୁଛନ୍ତି

nipa-3
ଏଚ୍‌ଆଇଭି, ଇବୋଲା ପରେ ଆସିଲା ପ୍ରାଣଘାତକ ନିପା ଭୁତାଣୁ

ନୂଆଦିଲ୍ଲୀ: ଏଚ୍‌ଆଇଭି, H1N1 ଓ ଇବୋଲା ପରେ ଆଉ ଏକ ଭୁତାଣୁ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛି। ଏହି ଭୁତାଣୁର ନାମ ହେଉଛି  ନିପା ବା ଏନ୍‌ଆଇଭି( NIV)। କେରଳର କୋଝିକୋଡ ଓ ମାଲ୍ଲପୁରମ୍‌ରେ ଏହି ଭୁତାଣୁରେ ସଂକ୍ରମିତ ହୋଇ ୧୩ ଜଣ ପ୍ରାଣ ହରାଇଛନ୍ତି ବୋଲି ଜଣାପଡ଼ିଛି। ଏହି ରୋଗର ଲକ୍ଷଣ ଥାଇ ଜଣେ ନର୍ସଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିବା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇଛି। ସଂପୃକ୍ତ ନର୍ସ ନିପା […]