• translate

Tag: Niladri Bije

Rasagola Dibasa
ଆଜି ରସଗୋଲା ଦିବସ

ଆଜି ରସଗୋଲା ଦିବସ । ଓଡ଼ିଆ ରସଗୋଲାର ପ୍ରଚାର ଓ ପ୍ରସାର ପାଇଁ ସ୍ୱତନ୍ତ୍ର ଦିନ । ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ରହିଛି ଏହି ରସଗୋଲା । ନିଳାଦ୍ରୀବିଜେ ଅବସରରେ ରାଗ ଜର୍ଜରିତ ଅଭିମାନୀନି ମା' ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥାନ୍ତି ।

Niladri Bije
ଆଜି ନୀଳକନ୍ଦରର ରତ୍ନସିଂହାସନରେ ବିଜେ କରିବେ ନୀଳାଦ୍ରିନାଥ

ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ନୀଳକନ୍ଦରର ରତ୍ନସିଂହାସନରେ ବିଜେ କରିବେ ନୀଳାଦ୍ରିନାଥ। ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ।