• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nia

NIA
ଧରା ପଡ଼ିଲା ରାମେଶ୍ୱରମ୍ କାଫେର ମାଷ୍ଟରମାଇଣ୍ତ, NIA ଦେଲା ସୂଚନା

ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଧରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି –NIA । ଏହି ଦୁଇ ଅଭିଯୁକ୍ତ ଅବଦୁଲ ମତିନ୍ ତାହା ଏବଂ ମୁସାବିର ସାଜେବ ବୋଲି ଚିହ୍ନଟ ହୋଇଛନ୍ତି ।

NIA
ବିସ୍ଫୋରଣ ଯାଞ୍ଚ କରିବାକୁ ଯାଇଥିଲେ, ଆକ୍ରମଣର ଶିକାର ହେଲେ NIA ଅଧିକାରୀ

ପଶ୍ଚିମବଙ୍ଗ NIA ଅଧିକାରୀଙ୍କୁ ଆକ୍ରମଣ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ବାନାର୍ଜୀ । ରାତି ଅଧରେ କାହିଁକି ଏନଆଇଏ ଅଧିକାରୀ ଚଢାଉ କଲେ ବୋଲି ମମତା ପ୍ରଶ୍ନ କରିଛନ୍ତି । ସେମାନେ ସ୍ଥାନୀୟ ପୋଲିସଠୁ କାହିଁକି ଅନୁମତି ନେଇନଥିଲେ ।

Bengaluru Cafe
ପୂରା କାଫେ ଉଡ଼ାଇବାକୁ ଥିଲା ଯୋଜନା, ଏନଆଇଏକୁ ମିଳିଲା ତଦନ୍ତ ଭାର

ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାର ତନାଘନା କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ । ଗୃହମନ୍ତ୍ରାଳୟ ପକ୍ଷରୁ ମାମଲାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଛି ।

Cafe Blast
କାଫେରେ ଆଇ‌ଇଡି ବିସ୍ଫୋରଣ, NIA ତଦନ୍ତ ଦାବି କଲେ ପ୍ରହ୍ଲାଦ ଯୋଶୀ

ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ କି ପ୍ରଶ୍ନରେ ମଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ଏବେ ଏହା ସ୍ପଷ୍ଟ ହୋଇନି। ତଦନ୍ତ ଚାଲିଛି।

Terrorist Bukhari
ଖୋଲିବ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ବୁଖାରୀର କଳାଚିଠା

ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ STF । ବୁଖାରୀକୁ ପଚରାଉଚରା ପାଇଁ ଭୁବନେଶ୍ୱରରେ IB ।

Kashimiri Terrorist
ଓଡ଼ିଶାରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଧରାପଡ଼ିବା ଘଟଣା, ବୁଖାରୀକୁ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ

ଓଡ଼ିଶାରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଧରାପଡ଼ିବା ଘଟଣା। ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆଜି ଆବେଦନ କରିବ କ୍ରାଇମବ୍ରାଞ୍ଚ STF।

Kashmiri Terrorist
ଫିଟୁଛି ଆତଙ୍କୀ ବୁଖାରୀର ଗୁମର; ISI ଏଜେଣ୍ଟ ଲିଙ୍କ୍‌ ନେଇ ମିଳିଛି ଚାଟିଂ

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଇଦ ଇଶାନ୍ ବୁଖାରୀର ଫିଟୁଛି ଆତଙ୍କୀ ଲିଙ୍କର ଗୁମର । ଆସିଛି ପାକିସ୍ତାନ ISI ଏଜେଣ୍ଟଙ୍କ ସଂସ୍ପର୍ଶରେ। ଦେଶ ଭିତରେ ଥାଇ କରିଛି ଇଣ୍ଟରନ୍ୟାସନାଲ୍ ଫୋନ କଲ୍। ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ସନ୍ଦେହଜନକ ଆର୍ଥିକ କାରବାର। ଦ୍ୱିତୀୟ ଦିନର ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ବୁଖାରୀର ଏଭଳି ଦେଶ ବିରୋଧୀ ଷଡ଼ଯନ୍ତ୍ରର ସୁରାକ୍ ।

Kashmiri Terrorist
ଫିଟୁଛି ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ବୁଖାରୀର ISI ଏଜେଣ୍ଟ ଲିଙ୍କ୍, ମିଳିଛି ଚାଟିଂ ଓ ଅସ୍ୱାଭାବିକ ଆର୍ଥିକ କାରବାରର ପ୍ରମାଣ

ବହୁରୂପୀ ବୁଖାରୀ ୟୁଟ୍ୟୁବ ଦେଖି ଠକେଇ କଳା ଶିଖିଥିଲା। କେଉଁ ରୋଗ ପାଇଁ କେମିତି ଡାକ୍ତରୀ ଚିକିତ୍ସା କରାଯାଏ, ତାହା ବି ଶିଖୁଥିଲା। ଶେଷରେ ୟୁଟ୍ୟୁବରୁ ପ୍ରାପ୍ତ ଜ୍ଞାନକୁ ପ୍ରୟୋଗ କରି ଜଣେ ରୋଗୀଙ୍କ ଜୀବନ ନେଇଥିବା ମଧ୍ୟ କୁହାଯାଉଛି ।

NIA
୪୩ କୁଖ୍ୟାତ ଅପରାଧୀଙ୍କ ତାଲିକା ଜାରି କଲା ଏନଆଇଏ, ସୂଚନା ଦେଲେ ମିଳିବ ୧୦ ଲକ୍ଷ

ଭାରତରେ ଖଲ୍ଲିସ୍ତାନୀ କାର୍ଯ୍ୟକଳାପ ରୋକିବାକୁ ବଡ଼ ପଦକ୍ଷେପ..ୱାଣ୍ଟେଡ୍ ଆତଙ୍କୀଙ୍କ ସଂପର୍କରେ ସୂଚନା ଦେଲେ ମିଳିବ ୧୦ ଲକ୍ଷ..୨ ଆତଙ୍କୀଙ୍କ ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା..

Is Srimandir in the target of terrorists?
ଓଡ଼ିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ ଆଶଙ୍କା କଲା ରାଜ୍ୟ ବିଜେପି

ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ ବୋଲି ସାଂସଦ କହିଛନ୍ତି। ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ରାଜ୍ୟ ସରକାର ରାଷ୍ଟ୍ରହିତ ଦୃଷ୍ଟିରୁ NIAକୁ ତଦନ୍ତ ଦାୟିତ୍ବ ଦିଅନ୍ତୁ ବୋଲି ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି।

NIA team
ଆତଙ୍କୀଙ୍କ ଟାର୍ଗେଟରେ ହିନ୍ଦୁ ସମ୍ପ୍ରଦାୟ ! ଖୋଳତାଡ଼ କରୁଛି ଏନ୍ଆଇଏ

ତଙ୍କୀ ହମଲାରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା

NIA
ଗ୍ୟାଙ୍ଗଷ୍ଟର ସହିତ ଆତଙ୍କବାଦୀ ଲିଙ୍କ ମାମଲରେ ୫ ରାଜ୍ୟର ୬୦ଟି ସ୍ଥାନରେ NIA ର ଚଢ଼ାଉ

ବହୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦେଶ ସମେତ ବିଦେଶ ତଥା ଭାରତୀୟ ଜେଲରେ ଥାଇ ବି ବାହାରେ ନିଜ ଅପରେସନକୁ ଜୋରଦାର କରୁଛନ୍ତି । ଏହାକୁ ଦମନ କରିବାକୁ NIA ରେଡ କରିଛି ।

NIA registers UAPA case in Udaipur killing
କହ୍ନେୟା ଲାଲ୍‌ ହତ୍ୟା ମାମଲା: NIAର ତଦନ୍ତ ଆରମ୍ଭ

ରାଜସ୍ଥାନ ଉଦୟପୁରରେ ଗଳାକାଟି ଯୁବକଙ୍କୁ ନିର୍ମମ ହତ୍ୟା ମାମଲାରେ ତଦନ୍ତ ପାଇଁ NIAକୁ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରଣାଳୟ...

Yasin Malik
ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଉଥିଲେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲ୍ଲିକ୍

ଅନ୍ୟ ବିଚ୍ଛିନ୍ନତାବାଦୀ ସବିର ଶାହା, ମସରତ ଆଲାମ, ମହମ୍ମଦ ୟୁସୁଫ ଶାହା ଭଳି ଅନ୍ୟ ନେତାଙ୍କ ନାଁରେ ମଧ୍ୟ ଏନେଇ ଚାର୍ଜଫ୍ରେମ ହୋଇଛି । 

Terror Group
IPS ଅଫିସରଙ୍କ ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍‌ ! ଲିକ୍ କରୁଥିଲେ ସମ୍ବେଦନଶୀଳ ତଥ୍ୟ

IPS ଅଧିକାରୀଙ୍କ ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍‌। ହିମାଚଳ ପ୍ରଦେଶ କ୍ୟାଡରର ଆଇପିଏସ୍ ଅରବିନ୍ଦ ଦିଗ୍‌ବିଜୟ ନେଗୀଙ୍କୁ ଜାତୀୟ ତଦନ୍ତକାରେ ସଂସ୍ଥା(NIA) ଗିରଫ କରିଛି। 

Islamic State
ଟାର୍ଗେଟରେ ଯୁବପିଢ଼ି ! ସୋସିଆଲ ମିଡିଆକୁ ଅସ୍ତ୍ର କରି ଭାରତରେ ଜାଲ ବିଛାଉଛି IS

ଆଇଏସ୍ ଆତଙ୍କୀଙ୍କ ଟାର୍ଗେଟରେ ଭାରତର ଯୁବପିଢ଼ି । ସୋସିଆଲ ମିଡିଆକୁ ଅସ୍ତ୍ର କରି ଚକ୍ରବ୍ୟୁହ ରଚୁଛନ୍ତି । ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ସଂପର୍କରେ ଏପରି ବୟାନ୍ ଦେଇଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) । ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ଜରିଆରେ ଭାରତକୁ ପ୍ରବେଶ କରିବାକୁ ଚାହୁଁଛନ୍ତି ଆତଙ୍କୀ ସଂଗଠନ ।

NIA
ବାଲେଶ୍ୱରରେ NIA ଟିମ୍, ଗୁପ୍ତତଥ୍ୟ ଚୋରିର କରିବ ତଦନ୍ତ

DRDOରୁ ତଥ୍ୟ ଚୋରି ଘଟଣାର ଅଧିକ ତଦନ୍ତ କରିବ NIA ଟିମ୍। ବାଲେଶ୍ୱରରେ ପହଞ୍ଚିଲେ ଟିମର ଦୁଇ ଜଣିଆ ସଦସ୍ୟ। ତଥ୍ୟ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଓଡ଼ିଶଶ ପୋଲିସ। ଦେଶର ଆଭ୍ୟନ୍ତରୀଣ ତଥ୍ୟ ଲିକ୍ ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି।