• translate

Tag: Nhfs

Odisha Poverty
୧୫ ବର୍ଷ ପରେ ଗରିବୀ ଯେମିତି ଥିଲା ଏବେ ବି ସେମିତି

ବିକାଶର ଧ୍ୱଜା ଉଡାଉଛନ୍ତି ସରକାର । କିନ୍ତୁ ୧୫ ବର୍ଷ ପରେ ଗରିବୀ ଯେମିତି ଥିଲା ଏବେ ବି ସେମିତି, ଏହି ଦୃଶ୍ୟ ହିଁ ତାହାକୁ ବୟାନ କରୁଛି ।

Odisha Poverty
ଖଣିଜ ସମ୍ପଦରେ ଭରପୁର, ହେଲେ ଦାରିଦ୍ର୍ୟ ତାଲିକାରେ ଆମ ରାଜ୍ୟ ! କାହିଁକି..?

୧୯୮୫ରେ ଉତ୍କଟ ଦାରିଦ୍ର୍ୟ ପାଇଁ ଏକଦା ଅନ୍ତର୍ଜାତୀୟ ଖବରର ଶିରୋନାମା ପାଲଟିଥିଲା ଫାନସ ପୁଞ୍ଜି । ନିଜ ଅଭାବୀ ପଣ ପାଇଁ ଓଡ଼ିଶାର ଗରିବୀକୁ ବିଶ୍ୱ ଦରବାରରେ ଚର୍ଚ୍ଚିତ କରାଇଥିବା ଫାନସଙ୍କ ସେଇ ଚିରାଚରିତ ପଲିଥିନ୍ ଟଣା ମାଟିଘର ଏବେ ବି ରହିଛି ।

Smart City
ନିତି ଆୟୋଗ ଇଣ୍ଡେକ୍ସ ଧରାଇଲା ରାଜଧାନୀର ସତ

ନିତି ଆୟୋଗ ଇଣ୍ଡେକ୍ସ ଧରାଇଲା ରାଜଧାନୀର ସତ I ଭୁବନେଶ୍ୱରରେ ମହିଳା ବିରୋଧୀ ହିଂସା ଓ ନାବାଳିକା ଯୌନ ଅପରାଧ ଚିନ୍ତାଜନକ I ୫୦ ପ୍ରତିଶତରୁ ଅଧିକ ମହିଳା-ଶିଶୁ ରକ୍ତ ଓ ପୁଷ୍ଟିହୀନତାର ଶିକାର ।

Increasing road accident in Odisha
ରାଜପଥରେ ଚିହ୍ନଟ ୩୩୫ ବ୍ଲାକ୍ ସ୍ପଟ୍ ପାଇଁ ଷ୍ଟ୍ରାଟେଜି

ଜାତୀୟ ହାରଠୁ ବି ରାଜ୍ୟରେ ଅଧିକ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣା । ରାଜପଥରେ ଚିହ୍ନଟ ୩୩୫ ବ୍ଲାକ୍ ସ୍ପଟ୍ ପାଇଁ ଷ୍ଟ୍ରାଟେଜି । ୩୦ ହଜାର ଫାଷ୍ଟ ରେସ୍ପଣ୍ଡରଙ୍କୁ ଟ୍ରେନିଂ ।

NHFS
ଦେଶରେ ପୁରୁଷଙ୍କ ତୁଳନାରେ ବଢ଼ିଲା ମହିଳାଙ୍କ ସଂଖ୍ୟା

ଦେଶରେ ପୁରୁଷଙ୍କ ତୁଳନାରେ ବଢ଼ିଲା ମହିଳାଙ୍କ ସଂଖ୍ୟା । ହଜାରେ ପୁରୁଷରେ ଅଛନ୍ତି ୧୦୨୦ ମହିଳା।ରାଜ୍ୟରେ ହ୍ରାସ ପାଇଛି ଶିଶୁକନ୍ୟା ଜନ୍ମହାର । କମିଛି ମହିଳାଙ୍କ ସନ୍ତାନ ପ୍ରସବ କ୍ଷମତା: NFHS