ସୂଚନା ଅନୁସାରେ ଗତକାଲି ରାତିରେ କିଛି ସ୍ଥାନୀୟ ଲୋକ ଜଙ୍ଗଲ ଭିତରକୁ ୟାଇଥିବା ବେଳେ ଶିଶୁର କାନ୍ଦ ଶୁଣିଥିଲେ। ତେବେ କାଳବୈଶାଖୀ ଯୋଗୁଁ ଭୟଭୀତ ହୋଇ ଘରକୁ ଫେରିଆସିଥିଲେ।
ଆଜି ସକାଳୁ କିଛି ସ୍ଥାନୀୟ ଲୋକ, ପୋଲିସ ଓ ଆଶାକର୍ମୀ ଜଙ୍ଗଲକୁ ଯାଇ ନାଳରେ ପୋତା ହୋଇଥିବା ଶିଶୁକନ୍ୟାଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ତାକୁ ପ୍ରଥମେ ବଣାଇ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ରାଉରକେଲା ପଠାଯାଇଛି।
]]>