• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: New Mobile Sim Card

Aadhaar Mandatory for Sim Card
ଆସୁଛି ନୂଆ ଟେଲିକମ୍ ବିଲ୍, ଏଣିକି ବିନା ଆଧାରରେ ଆଉ ମିଳିବନି ନୂଆ ସିମ୍

ଆଧାର ଛଡ଼ା ଅନ୍ୟ କୌଣସି ଡକ୍ୟୁମେଣ୍ଟରେ ବାୟୋମେଟ୍ରିକ୍‌ ହେଉନାହିଁ। ତେଣୁ ଯେଉଁ ବ୍ୟକ୍ତିମାନଙ୍କ ଆଧାର କାର୍ଡ ନ ଥିବ ସେମାନେ ନୂତନ ସିମ୍‌ କାର୍ଡ କିଣିପାରିବେ ନାହିଁ ବୋଲି ଅନୁମାନ କରାଯାଉଛି ।

New Rules for Sim Card
ସିମ୍‌ କାର୍ଡ କ୍ରୟ ଓ ବିକ୍ରୟ ପାଇଁ ଆଜିଠୁ ନୂଆ ନିୟମ, ଭାଙ୍ଗିଲେ ଗଣିବେ ୧୦ ଲକ୍ଷର ତଣ୍ଡ

ନୂଆ ନିୟମ ଅନୁଯାୟୀ ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ ୯ଟି ସିମ କାର୍ଡ କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ । 

pakistan-afghanistan-3000-sim-card-active-pakistan
ପାକିସ୍ତାନ୍‌ରେ ଆକ୍ଟିଭ୍‌ ରହିଛି ଆଫ୍‌ଗାନ୍‌ର ୩୦୦୦ ସିମ୍‌ କାର୍ଡ !

ଆଫ୍‌ଗାନିସ୍ତାନ ଦଖଲ ପରେ ତାଲିବାନ୍‌ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଲଢିବାକୁ ପ୍ରସ୍ତୁତ ଅଛି । ଏକ ବିଶେଷ ସୂତ୍ରଅନୁସାରେ, ପାକିସ୍ତାନ ଅଧିନରେ ଥିବା କାଶ୍ମୀରରେ ଗୁପ୍ତଚର ଏଜେନ୍ସି ଆଇଏସ୍‌ର ଷ୍ଟାଫ୍, ସାଇବର ୟୁନିଟ୍‌ ଗ୍ରୁପ୍‌, ତାଲିବାନ୍‌, ଜେସ୍‌ ଏ ମହମଦ୍ଦ ଓ ଲସ୍କର-ଇ-ତୋଏବାର ଆତଙ୍କୀମାନେ ଆଫଗାନିସ୍ଥାନର ସୀମ୍‌ କାର୍ଡକୁ ବ୍ୟବହାର କରୁଛନ୍ତି ।

sim cards
ଅଫଲାଇନ୍‌ରେ ଏବେ ମିଳିବନି ନୂଆ ମୋବାଇଲ୍‌ ସିମ୍ କାର୍ଡ଼

ଏଣିକି ଅଫଲାଇନ୍‌ରେ ମିଳିବନି ସିମ୍ କାର୍ଡ । ଜାଲ ସିମ୍ କାର୍ଡ ଘଟଣାକୁ ନେଇ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନୂଆ ନିୟମ ଅନୁଯାୟୀ ସିମ୍ ବ୍ୟବହାରକାରୀଙ୍କୁ ନୂଆ ନିୟମକୁ ମାନିବାକୁ ପଡିବ । ଗ୍ରାହକ ମାନଙ୍କ ସୁବିଧା ପାଇଁ ଏହି ନିଷ୍ପତି ନିଆ ଯାଇଛି । ଗ୍ରାହକ ମାନେ ଯେପରି ଠକାମିର ଶିକାର ନହେବେ ସେଥିପାଇଁ ନିଉ ସିମ୍ ଇନ୍ସୁରାନ୍ସ ରୁଲ୍ସ କରାଯାଇଛି ।