• translate

Tag: New Guidelines

NEW GUIDELINE
ପାର୍ବଣ ଋତୁରେ କେମିତି ହେବ ପୂଜା? ଗାଇଡ୍‌ଲାଇନ ଜାରି କଲେ ସରକାର

ପୂଜା ପାଇଁ ନୂଆ ଗାଇଡ଼୍‌ଲାଇନ୍ ଆଣିଲେ ସରକାର। ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଆଣିଛନ୍ତି। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଗାଇଡଲାଇନ କରାଯାଇଛି। କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି। ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ଜରୁରୀ ଥିବା କହିଛନ୍ତି ସରକାର।

new guideline
ଅଗଷ୍ଟ ମାସ ପାଇଁ କ’ଣ ରହିବ କରୋନା କଟକଣା ? ଆଜି ଆସିପାରେ ନୂଆ ଗାଇଡଲାଇନ୍

ମଲ୍, ସିନେମା ହଲ୍ ନେଇ କଣ ରହିବ ଗାଇଡଲାନରେ ତାକୁ ମଧ୍ୟ ଅପେକ୍ଷା ରହିଛି । ରାଜ୍ୟରେ କରୋନା ସଂକ୍ରମଣ ଏବେ ୨ ହଜାର ତଳେ ଥିଲେ ବି ଟେଷ୍ଟ ପଜିଟିଭିଟି ରେଟ୍ ୨ ପ୍ରତିଶତ ତଳକୁ ଖସିନି ।

Covid-impact
ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ କଟକଣା, କିଏ ଖୁସି ତ ଆଉ କିଏ ନିରାଶ !

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ କଟକଣା ଘୋଷଣା ପରେ କିଏ ଖୁସି ତ ଆଉ କିଏ ନିରାଶ । ଆଜିର ଘୋଷଣା କେତେକଙ୍କ ପାଇଁ ଆଶା ସଂଚାରିଛି, ତ ଆଉ କାହା ପାଇଁ ଆଣିଛି ଘୋର ନିରାଶା ।…