ଅଭ୍ୟାସଗତଭାବେ ବିଳମ୍ବରେ ଆସୁଥିବା ଅଭିଯୋଗରେ ପ୍ରାଶାସନିକ ଅଧିକାରୀଙ୍କ ପ୍ରକୋଷ୍ଠରେ ତାଲା ପକାଇଛନ୍ତି ନିର୍ଦ୍ଦେଶକ। ଅଭିଯୋଗ ନେଇ ଓ.ଏ.ଏସ ସଂଘର ଦ୍ୱାରସ୍ଥ ହୋଇଛନ୍ତି ଅଧିକାରୀ।
ସେପଟେ ନିର୍ଦ୍ଦେଶକ ତାଙ୍କ ବିରୋଧରେ ଆଣିଛନ୍ତି ପାଲଟା ଅଭିଯୋଗ।