• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Neeraj Chopra

Year Ender 2023- Sports
Year Ender 2023: ହକି ବିଶ୍ୱକପ୍‌ରୁ ଦିନିକିଆ ବିଶ୍ୱକପ୍‌, ଜାଣନ୍ତୁ ଭାରତ ପାଇଁ କିପରି ଥିଲା ୨୦୨୩ କ୍ରୀଡା ବର୍ଷ...

ଚଳିତ ବର୍ଷ ଭାରତରେ କ୍ରିକେଟ ବିଶ୍ୱକପ୍‌ଠୁ ଆରମ୍ଭ କରି ହକି ବିଶ୍ୱକପ୍‌ ପର୍ଯ୍ୟନ୍ତ ସବୁ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ଦୁଇ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ହାତରେ ଲାଗିଥିଲା କେବଳ ନିରାଶା।

Neeraj Chopra
ତ୍ରିରଙ୍ଗାକୁ ତଳେ ପକାଇବାକୁ ଦେଲେନି ନୀରଜ; କ୍ୟାଚ୍‌ କରି ଧରି ପକାଇଲେ..ଭିଡିଓ ଭାଇରାଲ..

ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କ ଉପରକୁ ଗ୍ୟାଲେରିରୁ ଜଣେ ଦର୍ଶକ ତ୍ରିରଙ୍ଗା ପତାକା ଫିଙ୍ଗିଥିଲେ । କିନ୍ତୁ ତଳେ ପଡିବା ପୂର୍ବରୁ ଏହାକୁ କ୍ୟାଚ୍ କରି ନେଇଥିଲେ ନୀରଜ ।

Kishore Jena
ଏସିଆନ୍ ଗେମ୍ସ: ଆଜି ଟ୍ରାକ୍‌କୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା

ଆଜି ଜାଭେଲିନ୍ ଥ୍ରୋ’ରେ ସମସ୍ତଙ୍କ ନଜର ରହିବ ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ। ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କ ସହ ଆଜି ଟ୍ରାକ୍‌କୁ ଓହ୍ଲାଇବେ କିଶୋର। ଗତ ମାସରେ ବୁଦାପେଷ୍ଟରେ ହୋଇଥିବା ୱାର୍ଲ୍ଡ ଆଥେଲେଟିକ୍ ଚମ୍ପିଆନସିପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ କିଶୋର ।

Neeraj Chopra Diet
Neeraj Chopra Diet: ଗୋଲ୍‌ଡେନ୍ ବୟ ନୀରଜ୍ କାହିଁକି ଏତେ ଫିଟ୍… ଜାଣନ୍ତୁ ତାଙ୍କ ଡାଏଟ୍ ଚାଟ୍

ଗୋଲ୍‌ଡେନ୍ ବୟ ନୀରଜ୍ ଚୋପ୍ରା ହଙ୍ଗେରୀରେ ହେଉଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ଫିଟ୍‌ନେସ୍‌କୁ ନେଇ ଖୁବ ସଚେତନ। ଆସନ୍ତୁ ଜାଣିବା ସକାଳୁ ଉଠିବା ଠାରୁ ବେଡ୍‌କୁ ଯିବା ପର୍ଯ୍ୟନ୍ତ ସେ କ’ଣ ଖାଆନ୍ତି।

Neeraj chopra showed respect to the national flag
ସ୍ୱର୍ଣ୍ଣ ଜିତିବା ପରେ ହଙ୍ଗେରୀର ମହିଳା ମାଗିଲେ ଅଟୋଗ୍ରାଫ୍; ଏମିତି ଉତ୍ତର ଦେଲେ ନୀରଜ ଚୋପ୍ରା

ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ନୀରଜ ଚୋପ୍ରା ନିଜର ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ଅଛନ୍ତି। ଏହା ପରେ ନୀରଜ ଚୋପ୍ରାଙ୍କୁ ହଙ୍ଗେରୀର ଜଣେ ମହିଳା ଭାରତୀୟ ଜାତୀୟ ପତାକା ଉପରେ ଅଟୋଗ୍ରାଫ୍ ଦେବାକୁ କହିଥିଲେ। ଉତ୍ତରରେ ନୀରଜ ହୃଦୟସ୍ପର୍ଶୀ ବିବୃତ୍ତି ଦେଇଥିଲେ।

World Athletics Championships
ପୁଣି ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା, ପଞ୍ଚମ ସ୍ଥାନରେ ରହି ମନଜିଣିଲେ ଓଡ଼ିଆ ପୁଅ କିଶୋର ଜେନା

ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଲେ ନୀରଜ ଚୋପ୍ରା..୮୮. ୧୭ ମିଟର ଫୋପାଡି ସ୍ୱର୍ଣ୍ଣ ପଦ..ନୀରଜଙ୍କ ସ୍ୱର୍ଣ୍ଣିମ ସଫଳତାରେ ସାରାଦେଶ ଉତ୍ସବମୁଖର

World Athletics 2023
ଇତିହାସ ରଚିଲେ ଓଡ଼ିଆ ପୁଅ; ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ ଫାଇନାଲରେ କିଶୋର

ଯୋଗ୍ୟତା ହାସଲ କରିଥିବା ପ୍ରଥମ ୧୨ ଜଣଙ୍କ ମଧ୍ୟରେ ସେ ନବମ ସ୍ଥାନରେ ରହି ପଦକ ଦୌଡରେ ସାମିଲ ହୋଇଛନ୍ତି । କିଶୋର ଜେନାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪ ଦଶମିକ ୩୮ ମିଟର ।

Neeraj Chopra
ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା ବିଶ୍ୱ ମାନ୍ୟତାରେ ନଂ ୧

କ୍ୟାରିୟରରେ ପ୍ରଥମ ଥର ପାଇଁ ବିଶ୍ବ ନମ୍ବର ୱାନ୍‌କୁ ଉନ୍ନୀତ ହୋଇଛନ୍ତି ନୀରଜ ।

Neeraj Chopra Creates Another History Wins Lausanne Diamond
ଭାରତ ପାଇଁ ଗର୍ବ: ଇତିହାସ ରଚିଲେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା

ପ୍ରଥମ ଭାରତୀୟ ଜାଭଲିନ୍ ଥ୍ରୋୟର ଭାବେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଜିତିଛନ୍ତି। ଟାଇଟଲ୍‌ ଜିତି ସେ ଭାରତ ପାଇଁ ଗର୍ବ ଓ ଗୌରବ ଆଣିବା ସହ ଇତିହାସ ରଚିଛନ୍ତି। 

Neeraj Chopra
Commonwealth Games 2022 ରେ ଭାରତକୁ ବଡ଼ ଝଟକା; ଖେଳିବେନି ନୀରଜ ଚୋପ୍ରା

ଆଉ ମାତ୍ର ଦିନକ ପରେ ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ତେବେ ଏହା ପୂର୍ବରୁ ଭାରତକୁ ଲାଗିଛି ବହୁତ ବଡ଼ ଝଟକା। ଆହତ କାରଣରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଛନ୍ତି ଭାରତର ସୁନା ପୁଅ ନୀରଜ ଚୋପ୍ରା।

World Athletics Championships
ଭାରତୀୟ ଆଥଲେଟିକ୍ ଇତିହାସରେ କିର୍ତ୍ତୀମାନ ସୃଷ୍ଟି କଲେ ନିରଜ ଚୋପ୍ରା

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ପଦକ ଜିତିବାରେ ନିରଜ ହେଉଛନ୍ତି ଦ୍ୱିତୀୟ ଭାରତୀୟ।

History Scripted- Neeraj Chopra wins silver at World Athletics Championships
ଭାରତୀୟ ଆଥେଲେଟିକ୍ ଇତିହାସରେ ନୂଆ ଅଧ୍ୟାୟ

୧୯ ବର୍ଷ ପରେ ବିଶ୍ୱ ଚାମ୍ପିଅନ୍ସିପରେ ଜାଭେଲିନ୍ ଥ୍ରୋରେ ରୌପ୍ୟ ଜିତିଲେ ନିରଜ। ଖୁସିରେ ଝୁମୁଛି ଗାଁରୁ ଦେଶ, ନିରଜଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ....

Special story
ଇତିହାସ ରଚିଲେ ନୀରଜ ଚୋପ୍ରା : ୱାଲ୍ଡ ଚାମ୍ପିଅନ୍‌ସିପରେ ଜିତିଲେ ରୌପ୍ୟ ପଦକ

ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନ୍‌ସିପ୍‌ରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ

Neeraj Chopra Javelin Throw Highlights: Neeraj Chopra qualifies for final with 88.39m throw
ବିଶ୍ୱ ଆଥ୍‌ଲେଟିକ ଚାମ୍ପିଅନସିପ୍‌ରେ ଚମକିଲେ ଭାରତୀୟ

ବିଶ୍ୱ ଆଥ୍‌ଲେଟିକ ଚାମ୍ପିଅନସିପ୍‌ରେ ଚମକିଲେ ଭାରତୀୟ । ସେହିପରି ଟ୍ରିପଲ ଜମ୍ପ ଇଭେଣ୍ଟ ଫାଇନାଲରେ ପ୍ରଥମ ଭାରତୀୟ ଭାବେ ପହଞ୍ଚିଲେ ଏଲଡୋସ ପଲ୍ ...

Neeraj Chopra
ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ

ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ PVSM ସମ୍ମାନ । ନୀରଜ ପାଇବେ PVSM- ପରମ ବିଶିଷ୍ଟ ସେବା ମେଡାଲ ।

Neeraj Chopra
କେବିସି ହଟସିଟରେ ଅମିତାଭ ବଚ୍ଚନଙ୍କ ସହ ବସିବେ ନୀରଜ ଚୋପ୍ରା

ବଢୁଛି ନୀରଜଙ୍କ କ୍ରେଜ। ସୋସିଆଲ ମିଡିଆ ଖୋଲିଲେ ତାଙ୍କରି ଫଟୋ। ଆଉ ଟିଭି ଖୋଲିଲେ ତାଙ୍କରି ଭିଡିଓ। ଟୋକିଓ ଅଲମ୍ପିକ ପରେ ସାରା ଭାରତରେ ନୀରଜଙ୍କ ଜୟ ଜୟକାର। ଏବେ ଟେଲିଭିଜିନ ଦୁନିଆର ଲୋକପ୍ରିୟ ଗେମ ଶୋ କୌନ୍‌ ବନେଗା କରୋଡପତିରେ ନୀରଜଙ୍କୁ ଦେଖିବାକୁ ମିଳିବ।

KBC 13
କେବିସି ହଟ୍ ସିଟ୍‌ରେ ନଜର ଆସିବେ ନୀରଜ ଚୋପ୍ରା-ପି ଶ୍ରୀଜେଶ

ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ଗେମ୍ ଶୋ ‘କୌନ୍ ବନେଗା କରୋଡ ପତି ୧୩’କୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି। କେବିସି ଶୋ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଶୋ’ରେ ପ୍ରତି ସପ୍ତାହରେ ଆଗ ଧାଡିର ହସ୍ତୀମାନେ ଯୋଗ ଦେଉଛନ୍ତି। ଏହି କ୍ରମରେ ଆଗାମୀ ଶୁକ୍ରବାର ଦମଦାର ହେବାକୁ ଯାଉଛି। କାରଣ ଏଥିରେ ଅଲମ୍ପିକ୍‌ରେ ଭାରତର ନାମକୁ ଉଜ୍ଜ୍ୱଳିତ କରିଥିବା ଆଥ୍‌ଲେଟ୍ ନୀରଜ ଚୋପ୍ରା ଓ ପି ଶ୍ରୀଜେଶ ନଜର ଆସିବେ।

Olympic gold medallist Neeraj Chopra
ପ୍ରତିଯୋଗିତାକୁ ଯିବା ପୂର୍ବରୁ ଜାଭେଲିନ ହଜିଯିବା ଘଟଣାରେ ଏମିତି ପ୍ରତିକ୍ରିୟା ରଖିଲେ ଗୋଲ୍‌ଡେନ ବୟ ନୀରଜ

ଟୋକିଓ ଅଲିମ୍ପିକ୍ସରେ ଜାଭେଲିନରେ ସ୍ୱର୍ଣ୍ଣ ପଦକ ଜିତିଥିବା ଗୋଲଡେନ ବୟ ନୀରଜ ଚୋପ୍ରାଙ୍କୁ ନେଇ ଏବେ ବି ଚର୍ଚ୍ଚା ଥମିନି।   ପ୍ରଥମ ଜାଭେଲିନ୍ ଥ୍ରୋ ପୂର୍ବରୁ ତାଙ୍କର ଜାଭେଲିନ୍ କିଏ ନେଇଯାଇଥିଲା ? ପାକିସ୍ତାନୀ ଆଥଲେଟ୍ ଅର୍ସଦ ନଦୀମ ନେଇଯାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ପରେ ଏହାକୁ ନିଜେ ଖଣ୍ଡନ କରିଛିନ୍ତି  ନୀରଜ ।  ତାଙ୍କ ମତକୁ ଭିନ୍ନ ଅର୍ଥ କରାଯାଇ ଏଭଳି ରିପୋର୍ଟ ପ୍ରକାଶ ପାଇଥିବା ସେ କହିଛନ୍ତି  

Akshay Kumar
ଅକ୍ଷୟ କୁମାରଙ୍କ ବାୟୋପିକ୍ ହେଲେ କାମ କରିବେ ନୀରଜ ଚୋପ୍ରା!

ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ଆସିସାରିଛି ପ୍ରଥମ ସ୍ୱର୍ଣ୍ଣ ପଦକ। ଏହି ସ୍ୱର୍ଣ୍ଣକୁ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ସେ ତାଙ୍କ ବିଜୟ ସହିତ ସମଗ୍ର ଦେଶ ପାଇଁ ଖୁସିର ଲହରୀ ନେଇଆସିଛନ୍ତି। ଏବେ ନୀରଜ ଚୋପ୍ରାଙ୍କ ଐତିହାସିକ ବିଜୟ ସାରା ଭାରତ ପାଳନ କରୁଛି। ଜାଭେଲିନ୍ ଥ୍ରୋରେ ତାଙ୍କର ଅବିଶ୍ୱସନୀୟ ପ୍ରଦର୍ଶନକୁ ଦେଖି ବିଶ୍ୱ ଚମକିଯାଇଥିଲା। ଦେଶ ସବୁ ଆଶା ଓ ଭରସା ତାଙ୍କ ଉପରେ ଢାଳି ଦେଇଥିଲା। ଦେଶବାସୀଙ୍କ ଏହି ବିଶ୍ୱାସକୁ ନିରଜ ସତ ପ୍ରମାଣ କରିଥିଲେ ଓ ଶେଷରେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

neeraj-chopra
ଟୋକିଓ ଅଲିମ୍ପିକ୍ସରେ ନୀରଜଙ୍କ ସ୍ୱର୍ଣ୍ଣ ପଦକ ହାସଲ : ସାରା ଦେଶରେ ଖୁସିର ଲହରି

ଟୋକିଓ ଅଲିମ୍ପିକ୍ସରେ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ମୋଟ୍ ୭ଟି ପଦକ ଜିତିଛି ଭାରତ । ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ନେଇ ଖୁସିରେ ଝୁମୁଛି ଦେଶ । ଚଳିତ ଟୋକିଓ ଅଲିମ୍ପିକ୍ସରେ ପ୍ରଥମେ ମୀରାବାଇ ଚାନୁ ଭାରୋତ୍ତଳନରେ ରୌପ୍ୟ ପଦକ ସହ ଭାରତର ମେଡାଲ୍ ଯାତ୍ରା ଆରମ୍ଭ କରିଥିଲେ

Milkha Singh
ପୂରା ହେଲା କିମ୍ବଦନ୍ତୀ ମିଲଖା ସିଂଙ୍କ ସ୍ୱପ୍ନ

ସ୍ପ୍ରିଣ୍ଟ କୁଇନ୍ ପିିଟି ଉଷା ମଧ୍ୟ ଟୁଇଟ୍ କରିଛନ୍ତି ଯେ, ୩୭ ବର୍ଷ ପରେ ମୋ ଅପୂରଣୀୟ ସ୍ବପ୍ନ ସାକାର ହେଲା। ମିଲଖା ସିଂ ଓ ପିଟି ଉଷା ଆଥଲେଟିକ୍ସରେ ଅଲିମ୍ପିକ୍ସ ପଦକର ଅତି ନିକଟକୁ ଆସି ମଧ୍ୟ ଏହାକୁ ହାସଲ କରିବାରେ ସଫଳ ହୋଇନଥିଲେ।

Neeraj Chopra
Tokyo Olympics: ନୀରଜଙ୍କ ସହ ରହିଛି ଭୁବନେଶ୍ୱରର ଭାବ

ଅଲିମ୍ପିକ ସ୍ୱର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କ ରହିଛି ଭୁବନେଶ୍ୱର ଲିଙ୍କ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ ନୀରଜ । ନୀରଜଙ୍କ ସହ ପୂରା ଜାଭେଲିନ୍ ଟିମ୍ କଳିଙ୍ଗ ଷ୍ଟାଡିୟମରେ ଥିଲେ ।

Neeraj Chopra
Tokyo Olympics: ଦ୍ୱିତୀୟ ରାଉଣ୍ଡ ପରେ ଧୀମା ପଡ଼ିଗଲେ ନୀରଜ, ଶେଷ ଦୁଇ ରାଉଣ୍ଡ ଥ୍ରୋ ଫାଉଲ୍‌ ..

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା । ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ବିଜୟୀ ହୋଇ ନୀରଜ ପାଇଛନ୍ତି ସ୍ୱର୍ଣ୍ଣ ପଦକ ।

Neeraj Chopra
Tokyo Olympics: ଗତ ୧୦୦ ବର୍ଷରେ ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ

ଭାରତ ପାଇଁ ଇତିହାସ ରଚିଲେ ନୀରଜ ଚୋପ୍ରା । ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ । ଗତ ୧୦୦ ବର୍ଷ ମଧ୍ୟରେ ଆଥଲେଟିକ୍ସରେ ଭାରତ ଜିତିନଥିଲା ସ୍ୱର୍ଣ୍ଣ ।