• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nda

Pasupati Paras
କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ... କହିଲେ,‘ମୋ ପ୍ରତି ହୋଇଛି ଅନ୍ୟାୟ’

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି। ସେ କହିଛନ୍ତି, 'ମୋର ଏବଂ ମୋ ପାର୍ଟି ପ୍ରତି ଅନ୍ୟାୟ କରାଯାଇଛି ।

Mamata Banerjee
ସତ ହେବ କି ମୋଦିଙ୍କ ୪୦୦ ପାର୍ ନାରା ?

୨୪ ମହାସମରକୁ ଆଉ କିଛି ଦିନ ବାକି। ୪ଶହ ପାର୍ ଲକ୍ଷ୍ୟରେ NDA ବିଭିନ୍ନ ରାଜ୍ୟରେ ସାଥୀ-ଯୋଦ୍ଧାଙ୍କୁ ଶିବିରରେ ସାମିଲ କରୁଥିବା ବେଳେ, ଇଣ୍ଡି ମେଣ୍ଟର କ୍ୟାମ୍ପ୍ ଭୁଶୁଡ଼ିବା ସ୍ଥିତିକୁ ଆସିଲାଣି। 

TDP, Jana Sena, BJP finalise alliance
NDA ରେ ସାମିଲ ହେଲା ତେଲୁଗୁ ଦେଶମ ପାର୍ଟି(TDP)

ଆନ୍ଧ୍ରପ୍ରଦେଶରେ ଦମ୍‌ ଦେଖାଇବ ବିଜେପି। ଏଥର ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ସହ ମିଶି ବିଜେପି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛି। ଏଥିପାଇଁ ଆସନ ଭାଗବଣ୍ଟାକୁ ନେଇ ପ୍ରାୟ ଶେଷ ହୋଇଛି ବୁଝାମଣା।

Andhra Pradesh
ବିହାର, ଓଡ଼ିଶା ପରେ ଏବେ ଆନ୍ଧ୍ର ପାଳି; ମେଣ୍ଟ ଦିଗରେ ବଢ଼ୁଛି ବିଜେପି

୨୦୧୮ରେ ବିଜେପିର ହାତ ଛାଡ଼ିଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପୁଣି ଥରେ ଏନଡିଏ ସହ ସାମିଲ ହୋଇପାରେ। ସେହିପରି ଫିଲ୍ମ ଷ୍ଟାରରୁ ରାଜନେତା ପାଲଟିଥିବା ପୱନ୍ କଲ୍ୟାଣଙ୍କ ଜନସେନା ଟିଡିପି ସହ ମିଶି ଆନ୍ଧ୍ର ନିର୍ବାଚନ ଲଢ଼ିପାରେ।

NDA
ବଢୁଛି NDA ର କଳେବର ଓ ଶକ୍ତି

ଏନଡିଏର ନୂଆ ସଦସ୍ୟ ହୋଇପାରେ ବିଜେଡି। ଯଦି ଶଙ୍ଖ ଘର ବାହୁଡ଼ା କରେ, ଏନଡିଏ ଆହୁରି ଶକ୍ତିଶାଳୀ ହେବବ। ବର୍ତ୍ତମାନ ଦେଶର ୬ଟି ରାଜ୍ୟରେ ବିଜେପି ଏକାକୀ ଶାସନ କରୁଥିବା ବେଳେ ୧୧ଟି ରାଜ୍ୟ ଓ ପୁଡୁଚେରୀରେ ଅଂଶୀଦାର ଭାବେ ମେଣ୍ଟ ସରକାରର ଭାଗୁଆଳି ଅଛି। ଅର୍ଥାତ ୧୭ଟି ରାଜ୍ୟରେ କ୍ଷମତାରେ ଅଛି ବିଜେପି।

farooq abdullah
‘INDIA’ ମେଣ୍ଟକୁ ପୁଣି ଝଟକା, ଜାମ୍ମୁ କାଶ୍ମୀରରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କଲେ ଫାରୁକ୍‌

ଫାରୁକ୍‌ କହିଛନ୍ତି, ‘ମୁଁ ଭାବୁଛି ଜାମ୍ମୁ କାଶ୍ମୀରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ। ତେବେ ଆଗାମୀ ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବ ଏଥିରେ କୌଣସି ଦ୍ୱିମତ ନାହିଁ’।

Nitish Kumar
ନୀତୀଶ ପଲଟାଇଲେ ବିହାର ବାଜି; ସକାଳେ ଇସ୍ତଫା, ସଞ୍ଜରେ ନେଲେ ମୁଖ୍ୟମନ୍ତ୍ରୀ ଭାବେ ଶପଥ

ସମ୍ରାଟ ବିହାର ବିଜେପି ସଭାପତି ଥିବା ବେଳେ, ବିଜୟ ଥିଲେ ବିଧାନସଭାରେ ବିରୋଧୀ ଦଳ ନେତା । ଅନ୍ୟ ୬ ନେତା ବି ମନ୍ତ୍ରୀ ଭାବେ ନେଇଛନ୍ତି ଶପଥ ।

Nitish Kumar Resigns
ବିହାର ରାଜନୀତିରେ ହଟଚମଟ...ଇସ୍ତଫା ଦେଲେ ନୀତୀଶ କୁମାର

'ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ସରକାର ଶେଷ କରିବା ନେଇ ନିଷ୍ପତ୍ତି ନେଇଛି। ସବୁଆଡୁ ରାୟ ଆସୁଥିଲା। ଏହି ସରକାର ଶେଷ କରିବାକୁ ନିଷ୍ପତ୍ତି ନେଇଛି'।

Bihar Politics
ଭାଙ୍ଗିବ ବିହାର ମେଣ୍ଟ, ଇସ୍ତଫା ଦେଇ ନୂଆ ସରକାର ଗଢ଼ିବେ ନୀତୀଶ!

ବିହାର ରାଜନୀତିରେ ଆଜି ହେବ ବଡ଼ ଧରଣର ହଲଚଲ୍ । ଆଜି ଇସ୍ତଫା ଦେଇ ବିଜେପି ସମର୍ଥନରେ ସରକାର ଗଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ଅପରାହ୍ନ ୪ଟାରେ ନୀତୀଶ କୁମାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।

NDA-JDS
ବଢ଼ିଲା NDA ଶକ୍ତି, ହାତ ମିଶାଇଲା JDS

ଜେଡିଏସ୍ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହୋଇପାରେ ବୋଲି ଆଲୋଚନା ଜୋର ଧରିଥିଲା।

PM Modi
ବିରୋଧୀଙ୍କୁ ମୋଦିଙ୍କ ନିଶାନା; ‘ବାଧ୍ୟବାଧକତା ଯୋଗୁଁ ହାତ ମିଶାଇଛନ୍ତି ବିରୋଧୀ’

ମୋଦି କହିଛନ୍ତି ଯେ ନିଜ ନିଜ ସ୍ୱାର୍ଥ ପାଇଁ ବିରୋଧୀ ଏକଜୁଟ୍ ହୋଇଛନ୍ତି, ଯାହାକୁ ଦେଶବାସୀ ଦେଖୁଛନ୍ତି ଆଉ ବୁଝି ମଧ୍ୟ ସାରିଛନ୍ତି ।

Union Minister appeals, Odisha CM, NDA
BJDକୁ NDAରେ ମିଶିବାକୁ ଅଠାୱାଲେଙ୍କ ଆହ୍ୱାନ ପରେ ରାଜନୀତି ସରଗରମ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ NDAରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଆହ଼୍ବାନ ପରେ ଏବେ ରାଜ୍ୟ ରାଜନୀତି ସରଗରମ । ନବୀନଙ୍କୁ ଆଦୌ ବିଜେପି ଗ୍ରହଣ କରିବନି । ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

Draupadi Murmu
NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ BJDର ସମର୍ଥନ ନେଇ କାହିଁକି ଏତେ ଚର୍ଚ୍ଚା ?

କଂଗ୍ରେସର ଆକ୍ଷେପ ବିଜେଡିକୁ ଘାରୁଛି ଇଡି ଓ ସିବିଆଇ ଡର । ବିଜେଡି କହିଲା ଏନଡିଏର ଉଭୟ ପ୍ରାର୍ଥୀ ଉପଯୁକ୍ତ । ବିଜେପି କହିଲା ଅଣକଂଗ୍ରେସ ଦଳ ଭାବେ ନାହିଁ ବିକଳ୍ପ ପନ୍ଥା ।

Mock drill of BJD MLAs conducted ahead of Presidential Polls
ରାଷ୍ଟ୍ରପତି ନିର୍ବାଚନ: ବିଜେଡି ବିଧାୟକଙ୍କୁ ତାଲିମ, କେମିତି ଦେବେ ଭୋଟ୍‌ ?

NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କୁ କହିଛନ୍ତି। ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ NDA ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବାବେଳେ ବିରୋଧୀଙ୍କ ପକ୍ଷରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି।

Draupadi Murmu
ସ୍ୱାମୀ, ଦୁଇ ପୁଅଙ୍କ ଦେହାନ୍ତ ପରେ କେମିତି କଟିଥିଲା ଦ୍ରୌପଦୀ ମୁର୍ମୁଙ୍କ ଜୀବନ

ଚାକିରି ଛାଡ଼ି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ ଯୋଗ ଦେଇଥିଲେ ଦ୍ରୋପଦୀ।

chandrababu naidu
ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ଅନଶନ

ହାଇଦ୍ରାବାଦ: ଜନ୍ମଦିନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅନଶନ। ଆନ୍ଧ୍ରକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ଦାବିରେ ସେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ସିଧାସିଧା ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଛି। କେନ୍ଦ୍ରର ଏଭଳି ଟାଳଟୁଳ ନୀତି ପ୍ରତିବାଦରେ ଚନ୍ଦ୍ରବାବୁ ଆଜି ସକାଳୁ ଦିନିକିଆ ଅନଶନରେ ବସିଛନ୍ତି।  ଆଜି ହେଉଛି ଚନ୍ଦ୍ରବାବୁ ନାଇଡୁଙ୍କର ୬୮ତମ ଜନ୍ମଦିନ। ଜନ୍ମଦିନରେ ସେ ବିଜୟୱାଡାରେ ଅନଶନ କରୁଛନ୍ତି। ଏଥିପାଇଁ ଅନଶନ ସ୍ଥଳରେ ସ୍ୱତନ୍ତ୍ର ଭାବେ ମନ୍ତ୍ର ଉଚ୍ଚାରଣ ସହ ପୂଜାପାଠ କରାଯାଇଛି। […]

NDA
ବିଜେପିକୁ ପୁଣି ଏକ ଝଟକା

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି। ନିକଟରେ ଉତ୍ତରପ୍ରଦେଶ ଓ ବିହାରରେ ଅନୁଷ୍ଠିତ ସମସ୍ତ ୩ଟି ଯାକ ଆସନରେ ପରାଜୟର ବିଜେପି ସାମ୍ନା କରିଥିବାବେଳେ ପୁଣି ଆଜି ଲାଗିଛି ଆଉ ଏକ ବଡ଼ ଝଟକା। ବିଜେପି ନେତୃତ୍ୱାଧୀନ ଏନଡ଼ିଏରୁ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି-ଟିଡିପି ଶେଷରେ ଓହରିଛି ।  ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଟ୍ୱିଟ୍ […]