• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nayagarh

kangaroo court
ଅଙ୍ଗନୱାଡ଼ି କର୍ମୀଙ୍କୁ ନିଆଁ ପାଣି ବାସନ୍ଦ, କଥା ହେଲେ ୫୦ ହଜାର ଜୋରିମାନା

ନୟାଗଡ଼ରେ କଙ୍ଗାରୁ କୋର୍ଟ ବିଚାର, ଅଙ୍ଗନୱାଡ଼ି କର୍ମୀଙ୍କୁ ଗାଁ ସଭାରେ ନିଆଁ ପାଣି ବାସନ୍ଦ । ଚାକିରି ଛାଡ଼ିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ।

GRS demanding bribe
'ଆମେ କଣ ଅଧିକ ମାଗୁଛୁ, ଖୁସିବାସି ପାଇଁ ଦିଅ'

ଆମେ କଣ ଅଧିକ ମାଗୁଛୁ । ଖୁସିବାସି କରିବାକୁ ଟଙ୍କା ଦିଅ । ଆବାସ ଯୋଜନାରେ ବିଲ୍ କରାଇଦେବାକୁ ଏମିତି ଟଙ୍କା ମାଗୁଛନ୍ତି ଗ୍ରାମ ରୋଜଗାର ସେବକ । ଆଉ ତାର ରେକର୍ଡିଂ ଏବେ ଫୋନରୁ ଫୋନ୍ ଘୁରିବୁଲୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ରଣପୁର ବ୍ଲକ ରାଇପଡା ପଞ୍ଚାୟତରେ

Accident
ପିକନିକ୍ ଯିବା ହେଲା କାଳ, ଦୁର୍ଘଟଣାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ

ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ଟ୍ରକ ସହ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଏବଂ ମେଡିକାଲ ଯିବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା।

Nayagarh Ram Mandir
ସେଇ ଜାନୁଆରୀ ୨୨.. ଓଡ଼ିଶାରେ ବି ପ୍ରତିଷ୍ଠା ହେବ ରାମ ମନ୍ଦିର..

ଇତିହାସ ସୃଷ୍ଟି କରିବ ଜାନୁୟାରୀ ୨୨ ତାରିଖ..ସେପଟେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବ ଆଉ ଏପଟେ ଓଡ଼ିଶାର ଫତେଗଡ଼ ରାମ ମନ୍ଦିର ବି ପ୍ରତିଷ୍ଠା କରାଯିବ.. ହୁଏତ ପ୍ରଭୁ ରାମଙ୍କ ଏହା ହିଁ ଇଚ୍ଛା ଥିଲା.. ତିଥି ଖୋଜୁ ଖୋଜୁ ସ୍ଥିର ହେଲା ଜାନୁଆରୀ ୨୨ ତାରିଖ..

Pork farming
ଧଳା ଘୁଷୁରୀ ଚାଷରୁ ଲକ୍ଷପତି

ଧଳା ଘୁଷୁରୀ ଚାଷ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ନୟାଗଡ଼ ଜିଲ୍ଲା କଇଁଥଗାଡ଼ିଆ ଅଞ୍ଚଳର ରଘୁନାଥ ମହାନ୍ତି...

Daspalla Railway Station
ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନୂଆ ଫର୍ଦ୍ଦ; ଦଶପଲ୍ଲା ଦେଖିଲା ଟ୍ରେନ୍, ଷ୍ଟେସନ୍‌ର ଉଦଘାଟନ

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଦ। ଦଶପଲ୍ଲାରୁ ଗଡ଼ିଲା ଟ୍ରେନ୍, ଅର୍ଥାତ ଖୋର୍ଦ୍ଧାପଟୁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଯାଏ ରେଳପଥ ପ୍ରସ୍ତୁତ।

Accident
ତେଲକୋଇ ବନାଞ୍ଚଳରେ ଅଘଟଣ, ଟ୍ରକ୍‌ ଧକ୍କାରେ ଚାଲିଗଲା ହାତୀର ଜୀବନ

ନୟାଗଡ଼ ରଣପୁର ବନାଞ୍ଚଳରେ ଆହତ ହାତୀର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀଟିର ମୃତ୍ୟୁ ଘଟିଛି। ହାତୀର ଗୋଡ଼ରେ ଆଘାତ ଲାଗିଥିଲା। ଗତ ୩ ଦିନ ହେବ ଦନ୍ତା ହାତୀର ଚିକିତ୍ସା ଚାଲିଥିଲା।

Elephant Treatment
ଅସୁସ୍ଥ ଦନ୍ତାର ହେବ ଚିକିତ୍ସା, ଘଟଣାସ୍ଥଳରେ ପହଞ୍ଚିଲା ନନ୍ଦନକାନନର ଟିମ୍

କିଛି ଦିନ ହେଲା ହାତୀଟି ଅସୁସ୍ଥ ହୋଇ କାଞ୍ଚନପୁର ଓ ହରିହରପୁର ଜଙ୍ଗଲରେ ବୁଲୁଥିଲା । ହାତୀ ଅସୁସ୍ଥ ଥିବା ଜାଣିପାରି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ।

Lord Jagannath
ଅଧ ରାତିରେ ଜଗାର ସ୍ୱପ୍ନାଦେଶ: ମତେ ତୋ ଗାଁକୁ ନେ...

ଭକ୍ତର ଭାବରେ ବନ୍ଧା ଜଗନ୍ନାଥ । ଅଧ ରାତିରେ ଦେଲେ ସ୍ୱପ୍ନାଦେଶ...କହିଲେ, ମତେ ନେଇକି ଗାଁରେ ରଖ । ଆଜ୍ଞା ପାଇବା ପରେ ଶ୍ରୀକ୍ଷେତ୍ରରୁ ନୟାଗଡ ପର୍ଯ୍ୟନ୍ତ କିର୍ତ୍ତନ, ହରିବୋଲ, ହୁଳହୁଳିରେ କମ୍ପିଲା ଏରିଆ । ଲୋକେ କହିଲେ....ଗାଁକୁ ଠାକୁର ଆସିଥିବାରୁ ଆମେ ଭାରି ଖୁସି

drinking water
ଟିକସ ନେଉଛନ୍ତି, ପାଣି ଟୋପାଏ ଦେଉନାହାନ୍ତି

ଚର୍ଚ୍ଚାରେ ଦଶପଲ୍ଲା ହାଟ । ବ୍ୟବସାୟୀଙ୍କଠୁ ମୋଟା ଅଙ୍କର ଟିକସ ନେଉଛି ପ୍ରଶାସନ ...ହେଲେ ଶୌଚାଳୟ ଟିଏ ନାହିଁ କି ପାଣି ଟୋପାଏ ମିଳୁନି । ପରିବା କିଣି ଆଣିବା ବେଳକୁ ଗାଡ଼ି ନେଇ ପଳାଉଛନ୍ତି ଦୁର୍ବୃତ୍ତ

DASPALLA POST OFFICE
ଇଏ ପୋଷ୍ଟ ମାଷ୍ଟର : ଡ୍ୟୁଟି କମ୍‌ କରୁଛନ୍ତି, ଅଧିକ ରାଗୁଛନ୍ତି

ଯିଏ ଯାଉଛି, ସିଏ ଶୁଣୁଛି । ପୋଷ୍ଟ ମାଷ୍ଟରଙ୍କ ଗାଳିଗୁଲଜରେ ଅତିଷ୍ଠ ହେଲେଣି ଗ୍ରାହକ । ଯାହାକୁ ଦେଖୁଛନ୍ତି ଗାଳି ଦେବା ସହିତ କହୁଛନ୍ତି ପାସୱାର୍ଡ ମତେ ଜଣାନାହିଁ, କାମ କେମିତି କରିବି?

 financial aid for husband’s treatment
ସ୍ୱାମୀଙ୍କ ସହ ୩ ପୁଅ ମାନସିକ ରୋଗୀ : ସହାୟତା ଅପେକ୍ଷାରେ ଶାନ୍ତି

ସ୍ୱାମୀ...୩ ପୁଅ...ସମସ୍ତେ ମାନସିକ ରୋଗୀ । ତିନି ତିନୋଟି ପୁଅ ଜନ୍ମ କରିଛନ୍ତି ହେଲେ ସେମାନେ କାମଧନ୍ଦା କରିପାରୁନାହାନ୍ତି । ବୁଢୀ ବୟସରେ ପୂରା ଘରର ବୋଝ ଶାନ୍ତିଙ୍କ କାନ୍ଧରେ । ସରକାରୀ ସହାୟତା କହିଲେ ଗଣ୍ଡେ ଚାଉଳ । ଏତିକିରେ ପରିବାର ଚଳିବ କେମିତି?

Displaced for Baghua dam in Nayagarh
ଦେଇଥିବା ଜମିକୁ ନେଇଯିବାକୁ ଚକ୍ରାନ୍ତ

ସରୁନି ବାଘୁଆ ଡ୍ୟାମ୍ ବିସ୍ଥାପିତଙ୍କ ଦୁଃଖ..ବିସ୍ଥାପିତଙ୍କୁ ଘାରିଛି ଆଉଥରେ ଜମି ହରାଇବାର ଭୟ...

Shiva and Parvati
କୁନି ଭାଇଭଉଣୀଙ୍କ ଦେହରେ ଶିବ ପାର୍ବତୀସ ଦେଖିବାକୁ ଲାଗୁଛି ଦର୍ଶକଙ୍କ ଭିଡ଼

ବାଜା ବାଜୁଛି, ବିରାଟ ପଟୁଆର ଯାଉଛି..ପାଖରେ ପୁଣି ବାଘ ବୁଲୁଛି ଆଉ ନାଚୁଛନ୍ତି ଶିବ-ପାର୍ବତୀ

Chennapoda
ଆଜି ଛେନାପୋଡ଼ ଦିବସ : ରାଷ୍ଟ୍ରପତିଙ୍କଠୁ ବଲିଉଡ୍‌ ନେତା, ସମସ୍ତଙ୍କର ଭାରି ପ୍ରିୟ

କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼ l ଭାଗ ମାପରେ ବ୍ୟତିକ୍ରମ ହେଲେ ସ୍ୱାଦ ବି ବଦଳିଯାଏ l ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ରାଜ୍ୟ ଏବଂ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ l ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି l ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତା ଆଦି ସଭିଁଙ୍କ ପସନ୍ଦ ଏହି ଛେନାପୋଡ଼।

This sarpanch in Nayagarh
ସରପଞ୍ଚ ହେବ ତ ଏମିତି

ସରପଞ୍ଚ ହେବ ତ ଏମିତି..ହାତରେ କୋଦାଳ, ମନରେ ସବୁଜ ବନାନୀର ସ୍ୱପ୍ନ

ugarcane farmers
କାନ୍ଦୁଛନ୍ତି ଆଖୁ ଚାଷୀ, ଲୁହ ପୋଛିବ କିଏ ?

ମାଟିରେ ମିଶି ଇତିହାସ ପାଲଟିଵ ନୟାଗଡ଼ ଚିନିକଳ । ଏହା ଉପରେ ନିର୍ଭର କରିଥିଲା ହଜାର ହଜାର ଚାଷୀ ଏବେ ବେସାହାରା । ଅନେକ ଦାଦନ ଖଟିବାକୁ ଗଲେଣି । ଇତିହାସ ପାଲଟିବ ନୟାଗଡ ଚିନି କଳ

Amrit Kidnapped
କିଡ୍‌ନାପ୍‌ ହୋଇଥିଲା ଅମ୍ରିତ୍‌ ! ପୋଲିସ କଲା ଖୁଲାସା..

୫ଦିନର ଅପରେସନ୍ । ୧୨୦ ଘଣ୍ଟା ଧରି ବଛା ବଛା ୧୨ ପୋଲିସ କର୍ମଚାରୀଙ୍କ ଦ୍ୱାରା ଛାନ୍‌ଭିନ୍ । ପ୍ରାୟ ୫ଶହ କିଲୋମିଟର ବ୍ୟାପି ସର୍ଚ୍ଚ ଅପରେସନ୍ । ଖୋଜିଥିଲା ଡଗ୍ ସ୍କ୍ୱାର୍ଡ । ହେଲେ ନା କେହି ପତ୍ତା ପାଇଥିଲେ ନା କାହା ହାତରେ ଲାଗିଥିଲା ସୁରାଗୟ । ଶେଷରେ ରହସ୍ୟଜନକ ଭାବେ ଉଦ୍ଧାର ହୋଇଛି ନୟାଗଡ଼ ଓଡ଼ଗାଁ ସ୍ଥିତ କୁରାଳ ନେଳିଆ ସାହିର ସେହି ୧୨ ବର୍ଷିୟ ପୁଅ ଅମ୍ରିତ ପାତ୍ର ।

Bird Lovers In Nayagarh Make Drinking Water Arrangements As Heatwave Bakes Odisha
କଥା କହିପାରୁନଥିବା ଜୀବଜନ୍ତୁଙ୍କ ମନର କଥା ବୁଝୁଛି ଅନନ୍ୟା

ଟାଇଁ ଟାଇଁ ଖରାରେ ବାହାରକୁ ବାହାରିଲେ ମୁଁହ ପୋଡି ଯାଉଛି l ପାରଦ ପୁରା ଉପରେ l ହେଲେ ଏହି ଅସହ୍ୟ ଖରାରେ ରାସ୍ତାର ତତଲା ପିଚୁରେ ହାତକୁ ହାତ ଧରା ଧରି ହୋଇ ଚାଲିଛନ୍ତି ଏକ ଯୁବ ଗୋଷ୍ଠୀ l ଏମାନଙ୍କ ଲକ୍ଷ୍ୟ ହେଉଛି ପରିବେଶ ସେବା l ଏକ ସ୍ୱତନ୍ତ୍ର ଚିନ୍ତାଧାରାରେ ନିମଗ୍ନ ଏହି ଯୁବ ଗୋଷ୍ଠୀଙ୍କ କାମକୁ ଦେଖିଲେ ସମସ୍ତଙ୍କ ମୁହଁରୁ ପ୍ରଶଂସାର ସୁଅ ଛୁଟୁଛି....

News Fuse- Mass Helmet Violation In Nayagarh, No Masks On Commuters\' Face
ମୋ ବୋଉଲୋ...ବୋର୍ଡ଼ ଦେଖି ଲୋକମାନେ ଏମିତି ମାସ୍କ ଓ ହେଲମେଟ୍‌ ପିନ୍ଧିଲେ ଯେ ଦେଖିଲେ ମୁଣ୍ଡ ବୁଲାଇଦେବ...

ଭାଇଲୋ....ତୁ କାହିଁକି ଏମିତି ହେଉଛୁ? ଏକା ବେଳେ ଏତେ ହେଲମେଟ୍‌ କୁ ମାସ୍କ କାହିଁକି ପିନ୍ଧିଛୁ? କରୋନା ସାଙ୍ଗକୁ ଯଦି ଦୁର୍ଘଟଣା ହେଲା? ଏଇ ପାଖରେ ବୋଧହୁଏ ବସିଛି ଚିତ୍ରଗୁପ୍ତ

Nayagarh
ଦୁର୍ଘଟଣାଗ୍ରସ୍ତ ୨ ଜଣ ବ୍ୟକ୍ତିଙ୍କୁ ବଞ୍ଚାଇ ମାନବିକତା ଦେଖାଇଲେ ଉପଜିଲ୍ଲାପାଳ

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ହସ୍ପିଟାଲ ନେଲେ ଉପଜିଲ୍ଲାପାଳ । ଏଭଳି ମଣିଷ ପଣିଆର ଉଦାହରଣ ଦେଇଛନ୍ତି ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ।

Major Drug Bust In Nayagarh- Latest Updates
ଜବତ ହେଲା ୪ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର

ନୟାଗଡ଼ ଜିଲ୍ଲା ପିଡବ୍ଲୁଡି ଲେନରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ଏସଟିଏଫ୍ ଟିମ୍‌ ଚଢଉ କରି ୪ କେଜିରୁ ଅଧିକ ବ୍ରାଉନସୁଗର ସହ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ୩ଟି ମାଗାଜିନ୍ ଏବଂ ୪୩ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି।

Man Returns Home After 24 Years In Nayagarh
୨୪ ବର୍ଷ ପରେ ମାଆ କୋଳକୁ ଫେରିଲା ପୁଅ, ଘରେ କାନ୍ଦ ବୋବାଳି

ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ହଠାତ୍ ଘରୁ କୁଆଡ଼େ ପଳେଇଲେ। ପୁଅ କୁଆଡ଼େ ଗଲା ବୋଲି ଘରେ କାନ୍ଦ ବୋବାଳି। ଏ ଘଟଣା ପ୍ରାୟ ୨୪ ବର୍ଷ ତଳେ ନୟାଗଡ଼ ଜିଲ୍ଲାରେ ଘଟିଥିଲା। ସେ ପୁଅ ଜଣକ ହେଉଛନ୍ତି ସ୍ଥାନୀୟ ଖଣ୍ଡପଡ଼ା ବ୍ଲକ୍ କୁମ୍ଭାରପଡ଼ା ଗାଁର ଆସମାନ୍ ଦାସ। ଏବେ ମାଆ ପୁଅକୁ ପାଇ ଖୁସିରେ ଆତ୍ମହରା ହୋଇ ପଡ଼ୁଛି। ଦେଖନ୍ତୁ ପୂରା କାହାଣୀ।

son reunited with family
୨୪ ବର୍ଷ ପରେ ଘରକୁ ଫେରିଲା ପୁଅ, ହଜିଲା ଧନକୁ ପାଇ ମା’ ଆଖିରେ ଆନନ୍ଦର ଅଶ୍ରୁ

ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ହଠାତ୍ ଘରୁ କୁଆଡ଼େ ପଳେଇଲେ। ପୁଅ କୁଆଡ଼େ ଗଲା ବୋଲି ଘରେ କାନ୍ଦ ବୋବାଳି। ଏ ଘଟଣା ପ୍ରାୟ ୨୪ ବର୍ଷ ତଳେ ନୟାଗଡ଼ ଜିଲ୍ଲାରେ ଘଟିଥିଲା। ସେ ପୁଅ ଜଣକ ହେଉଛନ୍ତି ସ୍ଥାନୀୟ ଖଣ୍ଡପଡ଼ା ବ୍ଲକ୍ କୁମ୍ଭାରପଡ଼ା ଗାଁର ଆସମାନ୍ ଦାସ। ଏବେ ମାଆ ପୁଅକୁ ପାଇ ଖୁସିରେ ଆତ୍ମହରା ହୋଇ ପଡ଼ୁଛି।

The missing son returned home 24 years later,Nayagarh
୨୪ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ

୨୪ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ କୁମ୍ଭାରପଡ଼ା ଗାଁରେ ହଜିଲା ପୁଅକୁ ମାଆ ଫେରି ପାଇବା ପରେ ପରିବାର ଓ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। ସ୍ୱର୍ଗତଃ ଦେବରାଜ ଦାସଙ୍କ ପୁଅ ଆସମାନ ଦାସ ୧୯୯୮ ଫେବୃଆରୀ ୧୧ରେ ଗାଁରୁ ହଠାତ୍ ନିଖୋଜ ହୋଇଯାଇଥିଲେ।